Mar
2021
20
*ପଖାଳ ମୁଠେ– ତପନ କୁମାର ସାହୁ*
*ପଖାଳ ମୁଠେ* ଭୁକ କାଏଁ ଜାନିଛେ କସା ପିତା ପଖାଳ ତପତ, ତୁରେନ, ବାସିଥିର ଭୁକ ଗୁଟେ କାଏଁଟା ଯେ କିଏ ଜାନିଛେ ମୋବାଇଲ ଭିତରେ କେତନି କେତେ ରୁପା ରୁମା ll ମୁଇଁ ଫୁନି ଦେଖିଛେ ପଖାଳକେ ପଳାରୁହାର କ୍ଷେତଥି ମୁଡ଼େ ଉଇଲ ଆରୁ ନୁନ ମିରଚା ଭିତରେ ତିନ ମା’ଝିର ପେଟ ପୁରଉଥିଲା ll ପାଖଲ