Jun
2020
20
ପଢନ୍ତୁ ଡା. ଗାୟତ୍ରୀ ସାହୁ ଙ୍କ ଗଳ୍ପ ଅନୁଭୂତିରେ ମାେ ବିଦ୍ଯାଳୟ ଏବଂ ପିଲାଦିନ*
*ଅନୁଭୂତିରେ ମାେ ବିଦ୍ଯାଳୟ ଏବଂ ପିଲାଦିନ* ମନୁଷ୍ଯ ଜୀବନରେ ବିଭିନ୍ନ ସମୟରେ ବିଭିନ୍ନ ଅନୁଭୂତି ଆଗତ ହଏ । ସେହି ଅନୁଭୂତିଗୁଡିକ ମଧ୍ଯରୁ ଶୈଶବ କାଳ ବା ଅଣହେଜ ଅବସ୍ଥାର ଅନୁଭୂତି ଅନ୍ଯତମ। ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳର ଭଞ୍ଜନଗର ନିକଟବର୍ତ୍ତୀ ବଡକୋଦଣ୍ଡା ଗ୍ରାମ । ଆଜକୁ ପ୍ରାୟ ୩୬ ବର୍ଷ ତଳର କଥା । ଗାଁରେ ଚାଟଶାଳୀ