Jul
2020
10
ପଢନ୍ତୁ ଡମ୍ବରୁଧର ବେହେରା ଙ୍କ ପ୍ରବନ୍ଧ ଓଡ଼ିଆ ଭାଷା ସାହିତ୍ୟର କାବ୍ୟକବିତାରେ ନାରୀ କବି
ଓଡ଼ିଆ ଭାଷା ସାହିତ୍ୟର କାବ୍ୟକବିତାରେ ନାରୀ କବି ପୃଥିବୀର ବିଭିନ୍ନ ଭାଷାରେ ବିଭିନ୍ନ ସାହିତ୍ୟ ସୃଷ୍ଟି ଲାଭ କରିଥିବା କାହାକୁ ଅଜଣା ନୁହଁ।ପ୍ରାଚ୍ୟ ଭୂମି ଭାରତର ବିଭିନ୍ନ ପ୍ରଦେଶରେ ଓ ଆଞ୍ଚଳିକ ଭାଷାରେ ଲୋକ ସାହିତ୍ୟ ଓ ବିଦଗ୍ଧ ସାହିତ୍ୟ ସୃଷ୍ଟି ଲାଭ କରିବା ଦୃଷ୍ଟିଗୋଚର ହୁଏ।ଓଡ଼ିଆରେ ଯେଉଁ ସବୁ ସାହିତ୍ୟ ସୃଷ୍ଟି ଲାଭ କରି ବିକାଶ ପଥରେ