Nov
2020
2
ହେ ମହାବାହୁ
ହେ ମହାବାହୁ ଧନ୍ୟ ମହାପ୍ରଭୁ ଧନ୍ୟ ଲୀଳାଖେଳ ଧନ୍ୟ ମହିମା ଅପାର ମୂଢ ମାନବର ସୁଖ ଦୁଃଖ ବୋହି କରୁଛ ସଂସାର ପାର।।୧।। ତୁମ ଶୁଭାଶିଷ ଦରଶନ ପାଇଁ ବ୍ୟାକୁଳିତ ହୁଏ ମନ ନୀରବ ନିଶ୍ଚଳେ ସ୍ମରଣ ନ କଲେ ନ ମିଳଇ ଦରଶନ ।।୨।। ନିମିଷେ ମଧ୍ୟରେ ଜଗତ ରୂପକୁ କରିଦିଅ ଛାରଖାର ତୁମ ଆଦି