Aug
2022
11
*ବୁଲି ବୁଲି ଖଦଡ଼ଲୁଗା ବିକୁ–ଡକ୍ଟର ଶ୍ରଦ୍ଧାକର ସୂପକାରଙ୍କ ଆତ୍ମଜୀବନୀ ‘ମଧ୍ୟମ ପୁରୁଷ’ରୁ ଉଦ୍ଧୃତ*
•••ବୁଲି ବୁଲି ଖଦଡ଼ଲୁଗା ବିକୁ••• •ଡକ୍ଟର ଶ୍ରୀ ଶ୍ରଦ୍ଧାକର ସୂପକାର• ••••••(୧୯୧୫—୧୯୯୩)•••••• ଆମ ବଂଶରେ ଏକୋଇଶିଆ ହୁଏ ନାହିଁ । ତେଣୁ ନାମକରଣ ଓ ଅନ୍ନପ୍ରାଶନ ଏକା ସାଙ୍ଗରେ ହୁଏ । ମୋର ନାଆଁଟି ମୋର ଜେଜେବାପା ଓ ଜେଜେମାଆ ବାଛିଥିବେ ବୋଲି ଅନୁମାନ କରେ । ମୋର ବଡ଼ବାପାମାନଙ୍କର ପୁଅମାନଙ୍କ ନାମ ଆଗରୁ ପ୍ରଭାକର, ନିରାକାର, ବଂଶୀଧର