Jan
2021
21
ଦୁଃଖ୍
ଦୁଃଖ୍ ମଲିଫୁଲିଆ ଚେହେରା ଥିନ ଝରି ପଡୁଥିବାର୍ ହସି ଭିତରେ ବି ଲୁକି ରହିଥିବା ଦୁଃଖ ର କଲା ବାଦଲ୍ କେ କିଏ ଦେଖି ପାରସି । ମୁହୁ ସିନେ ହସିଥିନ ଖିଲି ପଡୁଥିସି ହେଲେ ସେ ମନ୍ ଭିତରେ ଆଖିର୍ ପାଏନ ଡୁବକି ମାରୁଥିସି । ଲୋକ୍ କେ ଦେଖି ହସି ଦେଉଥିବାର୍ ମୁହୁନ କହି ସିନେ