Dec
2020
30
“ସ୍ୱାଗତ ନବବର୍ଷ— (ଜୟ କୁମାରମିଶ୍ର)
“ସ୍ୱାଗତ ନବବର୍ଷ ବିଶ୍ୱଜନ ବାସୀ ପ୍ରତୀକ୍ଷାରେ ବସି ଅଛନ୍ତି ଅନାଇ ସବୁ, ତଵ ଆଗମନ ଦେଖିଵ ନୟନ ଡାକନ୍ତିହେ ପ୍ରଭୁ ପ୍ରଭୁ ll(1) ଅlବଳ,ବୃଦ୍ଧଟି ଦେଖିଵ ମୁହିଁଟି ବନ୍ଦାପନା କରି ନେବେ କପାଳେ ଚନ୍ଦନ,ସିନ୍ଦୁର ସାଥିରେ ଗଳା ମାଳାଟିକୁ ଦେବେ ll(2) କଛପ ଗତିରେ ହୁଏ ସଜବାଜ କରୋନା ଭୟରେ ସବୁ, ତଥାପି ସରାଗ ପାଶ ଛାଡୁନାହିଁ ମୋହମାୟା