Nov
2020
2
ଅଭିନନ୍ଦନ ଶ୍ରାବଣ
ଅଭିନନ୍ଦନ ଶ୍ରାବଣ ଆଷାଢ଼ର ଶେଷେ ଶ୍ରାବଣ ର ହୁଏ ଆଗମନ ଧରାପୃଷ୍ଠେ, ହର୍ଷିତ ଧରଣୀ ସ୍ୱାଗତ ଜଣାଏ ଆନନ୍ଦ ଫୁଟାଇ ଓଷ୍ଠେ।୧। ପିପାସିତ ଧରା ଶ୍ରାବଣର ଧାରେ ଝୁମଇ ପ୍ରାନ୍ତ ରୁ ପ୍ରାନ୍ତ, ଉନ୍ମାଦ ତନ୍ମୟେ ବାରିଦର ମାଳା ବରଷଇ ଅବିଶ୍ରାନ୍ତ।୨। ନିଦାଘ ଗ୍ରୀଷ୍ମର ସନ୍ତାପ ର ଅନ୍ତେ ମହୀ ହୁଏ ଆଶ୍ୱାସିତ, ଅସହ୍ୟ ଯାତନା ମନରୁ ବିସ୍ମରି