Feb
2021
7
ସୂର୍ଯ୍ୟୋଦୟ ନବ ସମ୍ଭାବନା- ୨୦୨୧ ରେ ଚାଲନ୍ତୁ ଭେଟିବା କେନ୍ଦୁଝର ଜିଲ୍ଲାର କବୀ ଜ୍ୟୋତିର୍ମୟୀ ଓଝା ଙ୍କୁ
ନାମ-ଜ୍ୟୋତିର୍ମୟୀ ଓଝା ମାତାଙ୍କ ନାମ- ବିରାଜୀନି ଓଝା ପିତାଙ୍କ ନାମ-ମହେଶ୍ବର ଓଝା ଜନ୍ମମାଟି-ବାଲିପାଳ ଠିକଣା – ଗ୍ରା/ପୋ – ବାଲିପାଳ ବ୍ଲକ୍-ଘଷିପୁରା ଜିଲ୍ଲା-କେଉଁଝର ପିନ୍-୭୫୮୦୨୫ ଜନ୍ମତାରିଖ- ଏପ୍ରିଲ ୧୬,୨୦୦୧ ଶିକ୍ଷାଗତ ଯୋଗ୍ୟତା- ଇଂରାଜୀ ସମ୍ମାନରେ ସ୍ନାତକ(ଚାଲୁଅଛି) ୦୧- ଆପଣଙ୍କ ମତରେ ସାହିତ୍ୟ ର ସଂଜ୍ଞା ? ଉ- ସାହିତ୍ୟ ଏକ ସମୂଦ୍ର ଯେଉଁଥିରେ ଯେତେ ପହଁରୁଥିଲେ ମଧ୍ୟ ସରେନାହିଁ,