Feb
2021
24
ଗାଁ ର ବାସନା — ❤️ ଜ୍ୟୋତିରଂଜନ ପେଡ଼ି❤️
✨✨✨✨ଗାଁ ର ବାସନା✨✨✨✨ ରାତି ପାହେ ଆମ ଗାଁ ଚାଳର ଫାଙ୍କାରେ, ଗୋବରର ଲିପାପୋଛା ମାଟି ପିଣ୍ଡା ମା’ର ହାତରେ। ଆମ ଗାଁ ନଈ ପଠା ସବୁଜିମା ସୁନେଲୀ ପ୍ରାନ୍ତର, ବିଲ ବଣ ବେଣାପାଟ କାଶଦଣ୍ଡୀ ଫୁଲର ଚାଦର। ଆମ ଗାଁ ଜହ୍ନରାତି ଦାଣ୍ଡପାଖ ଅଗଣାରେ ଖେଳେ, ନଡ଼ିଆ ବାହୁଙ୍ଗା ସବୁ ଫିସ୍ ଫିସ୍ କଥା ହେବାବେଳେ। ଆମ