Dec
2020
28
କଲମ ଗାର୍ — ଜଗନ୍ନାଥ ମେହେର
କଲମ ଗାର୍ ଭାବନା ହଉ କି ଶିକ୍ଷା ହଉ ଲେଖସୁ ଆମେ ଯାହା କଲମ୍ ଗାର୍ ଥି ମୂଳ ହେସି ଭଗବାନ୍ ହେସନ୍ ସାହା ।। କବି ଲେଖସି କବିତା ଗପ ଗୁରୁ ଶିଖାସନ୍ ପାଠ୍ କଲମର୍ ଲେଖା ନୁ ପାଏସୁ ନୂଆ ଜୀବନର ବାଟ୍ ।। କିଏ ଲେଖୁଛେ ଦୁଃଖର୍ କଥା କିଏ ଲେଖୁଛେ ରଚନା ପ୍ରେମର୍