Dec
2020
27
🧥🧕ଶୀତ🧕🧥–ରଞ୍ଜିତା ପତି
🧥🧕ଶୀତ🧕🧥 ସୋରିଷ ଫୂଲ ର ପୀତ ପାଲିଙ୍କି ରେ ଆସିଅଛି ଶୀତ ରାଣୀ,,,, ସୁନେଲି କିରଣେ ବିଛୁରିତ ଆଭା ହସଇ ଧରିତ୍ରୀ ରାଣୀ,,,, ହେମନ୍ତ ର ଅନ୍ତେ ଶୀତ ର ଗଜଲ ଟପ୍ ଟପ୍ ପଡେ ଝରି,,, ଶ୍ୟାମ ଦୁର୍ବାଦଳ ନୀହାର ସମ୍ଭାରେ ପ୍ରତେ ଅବା ଯାଦୁକରୀ,,, କୁହୁଡି ଚାଦର ମଥାପରେ ଟାଣି ଶୀତ ଲେଖେ ପ୍ରେମଚିଠି,,, କୋହଲା