Jun
2022
30
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ ବୁନ୍ଦାଏ ଲୁହରେ କୁରୁ ବଂଶ ନାଶ ଇତିହାସ ଦିଏ ସାକ୍ଷୀ, ସେଇ ଲୁହ ପୁଣି ଆନନ୍ଦେ ବହିଲେ ହସୁଥାଏ ଚକା ଆଖି।। କୋହରେ କାନ୍ଦିଲେ ଉତ୍ତପ୍ତର ଅଶ୍ରୁ ଚକ୍ଷୁ କୋରଡ଼ରୁ ଝରେ, ଆନନ୍ଦେ ଗଡ଼ିଲେ ଆଖିରୁ ଲୋତକ ଶୀତଳ ପରଶ ଭରେ।। ଭକ୍ତ ଭଗବାନ ମିଳନ ବେଳାରେ ଆନନ୍ଦେ ଲୁହ ଝରଇ,