🤘ବନ୍ଦିନୀ ମୁଁ ନିରମାଖି🤘 ############## ହଜାରେ ହୁର୍-ଦୟ ଭାଙ୍ଗିବାର ଏଠି ଅଛି ମୁଁ ଯେ ମୂକସାକ୍ଷୀ ମୋ ହୁର୍-ଦୟ କେହି ଭାଙ୍ଗିବା ଆଗରୁ ନିଜକୁ ଦେଇଛି ରୋକି। ଦୂର ଦିଗ୍-ବଳୟ ନୀଡ଼ ଉହାଡ଼ରେ ମୁଁ ଏକ ଉଡ଼ନ୍ତା ପକ୍ଷୀ କାହା ଅନ୍ବେଷଣେ ସଦା ଅବିରତ ଥାଏ ମୋର ଦୁଇ ଆଖି। ପଥିକ ପରାୟ ପଥ ପ୍ରାନ୍ତରରେ ଯେବେ
Read More
ନାମ- ଚିନ୍ମୟୀ ହୋତା ମାତାଙ୍କ ନାମ-:ସଚଳା ହୋତା ପିତାଙ୍କ ନାମ-:ଧନେଶ୍ଵର ହୋତା ଜନ୍ମମାଟି/ଠିକଣା-:ବଡ଼ମ୍ବା, କଟକ ଜନ୍ମ ତାରିଖ-୧୨/୦୬/୧୯୯୫ ଶିକ୍ଷା ଗତ ଯୋଗ୍ୟତା-ସ୍ନାତକତ୍ତୋର, ସିଟି ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ଗୋଟିଏ ଅର୍ଥରେ କହିଲେ ଯାହା ଅନନ୍ତ, ଅକ୍ଷୟ, ଅସାର, ସୀମାହୀନ ଦିଗନ୍ତ ତାହା ହେଉଛି ସାହିତ୍ୟ। ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ
Read More
🌱🌱ଜଙ୍ଗଲ ସେତ ପ୍ରକୃତି କନ୍ଯା 🌱🌱 🌴🌴🌴🌴🌴🌴🌴🌴🌴🌴🌴 ସାରା ପୃଥିବୀରେ ଘର ଯେ ତାହାର ଜଙ୍ଗଲ ତାହାର ନାଆଁ ପ୍ରକୃତି କୋଳରେ ଜନମ ନେଇଛି ଅପରୂପା ସେ ଅନନ୍ୟା। ସବୁଜ ରଙ୍ଗରେ ଢାଙ୍କିଛି ଦେହକୁ ନୀଳରଙ୍ଗୀ ସେଇ ନିରିମାଖି ନିଜ ପାଖେ କେତେ ଦ୍ରବ୍ଯ ସାଇତିଛି ସବୁ ମନୁଷ୍ଯ ସ୍ବାର୍ଥ ପାଇଁକି। ପ୍ରକୃତି କନ୍ଯା ସେ ରୂପ
Read More