Oct
2021
27
*ଜୀବନଟା ଗୋଟେ ବୁଝାମଣା-ଚିନ୍ମୟୀ ସାହୁ*
*ଜୀବନଟା ଗୋଟେ ବୁଝାମଣା* ଚିନ୍ମୟୀ ସାହୁ। ••••••••••••••••••••• ଜୀବନଟା ଗୋଟେ ବୁଝାମଣା ଯଦି ମନକୁ ବୁଝାଉ ଥିବି କେତେ ଦେଲ ନେଲ କେତେରେ ରଖିଛ ହିସାବ ମୁଁ ନ ରଖିବି। ଏତିକି ମାଗୁଣି ପାର ଯେବେ ଶୁଣି ଶୁଣ ଆହେ ଚକ୍ଷୁଶ୍ରବା ଧୈର୍ଯ୍ୟ ମନୋବଳ ସାହସ ନ ନେବ ଭକ୍ତି ଜ୍ଞାନ ବୁଦ୍ଧି ଅବା। ସତ୍ୟ ପଥେନିତ୍ୟ