Feb
2021
24
*ଭାଗ୍ୟ ଫଳତି ସର୍ବତ୍ର* — ଗୀତା ଦାସ
*ଭାଗ୍ୟ ଫଳତି ସର୍ବତ୍ର* ସର୍ବତ୍ର ଜଗତେ ଭାଗ୍ୟ ଫଳେ ସିନା ବିଦ୍ୟା,ପଉଋଷ କି ଅବା ଧନ, ନ ଥାଏ ପରତେ ଜ୍ଞାତ ପାଇଁ ସତେ ଆଢୁଆଳେ ତା’ର କିବା ବିଧାନ । କେ ଧନୀ,କେ ଜ୍ଞାନୀ ଅବା ମହାମାନୀ ଭାଗ୍ୟ ଡୋରେ ବନ୍ଧା ସର୍ବ ଜୀବନୀ , ଦୁଃଖୀ, ଦରିଦର, ମୁରୁଖ,ରୁଗୁଣ ଭାଗ୍ୟେ ଲେଖିଛି ନିଖୁଣ ବିନ୍ଧାଣୀ ସମ୍ବିଧାନେ