Dec
2020
28
“ଯେମିତି ସାଙ୍ଗ, ସେମିତି ରଙ୍ଗ”– ଜୟ କୁମାର ମିଶ୍ର,ଗଜପତି
“ଯେମିତି ସାଙ୍ଗ, ସେମିତି ରଙ୍ଗ” ଗୁଣମଣୀ ଧନ ଗୁଣରତନରେ ଗୁଣ ସମ୍ପାଦକୁ ଘେନ, ଜୀବନ ପଥର ପଥିକ ହୋଇ ତୁ ଗାରିମାରେ ରଖ ଧ୍ୟାନ ll(1) ପାଦ ତଳ ମାଟି, ସଦା ଟଳମଳ ଜଗିରଖି ଚଳୁଥିବୁ, ହୋଇଲେ ସରଳ, ଭରିବେ ଗରଳ ସୁବିଧାବାଦୀଏଁ ସବୁ ll(2) ଯେମିତିକା ସାଙ୍ଗ, ସେମିତିକା ରଙ୍ଗ ସଂକ୍ରମିତ ରୋଗ ସେହି, ହାତେମାପି ଯେବେ,