Feb
2023
5
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍ – ଗଅଁଲିଆ କବି ସୁଧୀର୍ ପଂଡା
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍ ଚାଁଟି ଗୁଁଡ଼ିଆ ମାନେ କେଡ଼େ ରଁଚେ ଜୀବ୍ ମୁନୁଷ୍କେ ଦେବେ ଦହଲେଇ ଜୀବନ୍କେ ତାଁକର୍ ଡର୍ ନି’ଥାଏ କେଭେଁ ମର୍ସନ୍ କରି ଲଢ଼େଇ। ୧ ଲୁକେ ହେଲେଁ ଗାଲି ଉହାତେଁ ଟିଆସନ୍ ଦେଖିକରି କମ୍ଜୋରି “ଚାଁଟି ହେଇ ତୁଇ ହାତୀର୍ ସାଂଗେଁ ଲଢ଼ୁଛୁ ଫୁକ୍ଲେଁ ଯିବୁ ଉଡ଼ିକରି।”୨ ଖେଡ଼ୁ ମୁନୁଷ୍କେ