Dec
2020
24
ଭିକ୍ଷାଞ୍ଜଳି — ବନଲତା ଜାଲି
ବିଦଗ୍ଧ ପରାଣେ ଭରି ଯାଉ ଶାନ୍ତି ବହିଯାଉ ସେନେହର ବାରୀ ଆର୍ଦ୍ରହେଉ ସବୁ ବ୍ୟଥିତ ହୃଦୟ ଲାଗିଯାଉ ମମତାର ଡୋରୀ ll ଅଜ୍ଞାନ ଅନ୍ଧାର ଦୂରେ ହଟିଯାଉ ଶିକ୍ଷା ଜ୍ଞାନାଲୋକ ଉଠୁଜଳି ସବୁରି ଅନ୍ତରେ ଦୟା କରୁଣାର ସ୍ରୋତ ମାଡ଼ିଯାଉ ଝଡ଼ ଭଳି ll କପଟ ହିଂସାର ସରିଯାଉ ଆୟୁ ମନେ ଜାଗୁ ନୂଆ ଜାଗରଣ ସହଯୋଗ ଆଉ