Jun
2020
20
ପଢନ୍ତୁ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ଗଳ୍ପ ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ
ଅନୁଭୂତିରେ ମୋ ବିଦ୍ୟାଳୟ ଓ ପିଲାଦିନ ………………. ତାରିଖ -20.06.2020 ……………….ଆଦ୍ୟ ବସନ୍ତ ର ଦଲକାଏ ପବନ ବସ ଝରକା ଦେଇ ଆସି ପହଁଚିସାରିଥାଏ ଅୟସକାନ୍ତ ର ଯୁବସୁଲଭ ଶରୀର ରେ | ଅଜାଣତରେ ନିଜକୁ ହଜାଇସାରିଥାଏ ପିଲାଦିନ ର ଆଞ୍ଜୁଳାଏ ଘଟଣା ପୂର୍ଣ୍ଣ ମୁହୂର୍ତ୍ତ ଭିତରେ |ଯୌବନ ରେ ପାଦ ଥାପି ପିଲାଦିନ କୁ କାହିଁ