Sep
2021
24
*ପାହାନ୍ତି ସପନ–କଣ୍ଡୁରୀ ଚରଣ ନାୟକ*
। ପାହାନ୍ତି ସପନ ମିଳନ ଆମର ପାହାନ୍ତି ସପନ। ସତ୍ଯ ନିଶ୍ଚିତ ହୋଇବ ହୃଦୟ କନ୍ଦରେ ସ୍ଥାନ ଦେଇଅଛି ହୃଦୟ ଚିରି ପଢିବ । ମନ ଉପବନେ ସାଇତି ରଖିଛି ତୁମ ଅଭୁଲା ସ୍ମୃତିକୁ ଦେଖୁଛି ସପନ ରାତ୍ରି ପାହାନ୍ତାରେ ଆମ୍ଭେ ନୀଡ ରଚିବାକୁ। କପୋତ କପୋତି ଆମ୍ଭେ ବେନିଜନ ବସିଥିବା ଏକାଡାଳେ କୂଜନ ଆମର ଭାଷି ଆସୁଥିବ