Nov
2020
9
ଅନ୍ତର୍ଦ୍ଧାନେ — ଇଂ କେ. ସି ବାରିକ୍
ଅନ୍ତର୍ଦ୍ଧାନେ କେବେ ଉନ୍ମାଦନା ଶିହରିତ ମନେ ପୂର୍ଣ୍ଣିମା ଜୋଛନା ନିର୍ମଳ ସପନେ ଭ୍ରମେ କଟାକ୍ଷରେ ଅମାବାସ୍ୟା ହୀନେ ସଢୁଛି ଆଜି ମୁଁ ଗ୍ରହଣ ଯାତନେ ଶୃଙ୍ଗାରିତ ତନୁ ପ୍ରିତି ଅଭିମାନେ ଉପସ୍ଥିତେ ଇନ୍ଦୁ ଅବକାଶ ଘନେ ସମର୍ପିତ ମନ ମୁକୁଳା ଯୌବନେ ଉପେକ୍ଷିତ ସ୍ୱପ୍ନ ତୃପ୍ତ ଆଲିଙ୍ଗନେ ନିଶିର ଶଯ୍ୟାରେ ବିଭୋରିତ ପ୍ରାଣେ ନିତି ନିତ୍ୟ ଆସ ଅସୀମ