Feb
2021
24
ଆଜିକା କନିଆ ଦେଖା👰 — ଆସ୍ମିଲ୍ କୁମାର
ଆଜିକା କନିଆ ଦେଖା👰 —————————– ଆଜି ଦେଖ କେଉଁ ନୂଆଁ ଯୁଗ ହେଲା କନିଆ ଖୋଜିଲେ ନମିଳେ,,, ଯାହାକୁ ପାଇବ ବୋଲି ଭାବୁଥିବ ପ୍ରେମିକ ତାର ହଜାରେ ।।। କେଉଁ ଯୁଗ କଥା କହିବି ବନ୍ଧୁ ହେ ଯାଉଛି ଟିକେ ପଛକୁ,,, ଆମ ପିତା ମାତା ସମୟ କାଳରେ କେତେ ମାନୁଥିଲେ ପ୍ରଥାକୁ । ବର ପିଲା ଯାଏ