ତୁମ କଥା ମନେ ପଡେ ଆଜି ତମ କଥା ଖୁବ ମନେ ପଡୁଛି ସବୁ ସମ୍ପର୍କ ରେ ତୁମେ ଉର୍ଦ୍ଧରେ ଥିଲ ତୁମକୁ ଦେଖିବା ପାଇଁ ଉପରକୁ ମଥା ଉଠାଇବାକୁ ହେଉଥିଲା,,, ଆଜି ମୋର ଏମିତି ସମଗ୍ର ସତା ରେ ତୁମେ ଲାଟେଇ ରହିଛ ଯେ ଚାହିଁ ଲେବି ମୁଁ ଦୁରେଇ ପାରୁନି,,,,, ଆଜିବି ସେଇ ଦିନ
Read More
ମୋ କଳା ଠାକୁର,,, ମୋ କଳା ଠାକୁର କେତେ ଜଣେଇବି ଦୁଃଖ ମୋର ଲୁହକୁ ଲୁଚେଇ ମିଛରେ ହସେ ସେଥିକୁ କି ତୁମ ନାହିଁ ନଜର ମୋ କଳା ଠାକୁର,,,,,, ସିନ୍ଦୁର ହେଲା ପର ଏବେ ମୁଁ ନୁହଁ କାହାର ସଂସାର ମାୟା ମୋ ତୁଟି ଗଲାଣି ତୁମ ପାଦରେ ମୋ ଲୟ ଆସିଲାଣି,,,,,, ପାଦ ତଳେ
Read More
କେମିତି ଅଛ,,,,, ସାଥି ନୁହେଁ ପତି ନୁହେଁ ବନ୍ଧୁ ନୁହେଁ ପ୍ରେମୀ ନୁହେଁ ତୁମେ ମୋ ଜୀବନର ଅପା ଶୋରା ସ୍ମୃତି ଟିଏ,,,,,,, ସୁଖ ନାହିଁ ଶାନ୍ତି ନାହିଁ ହସ ନାହିଁ ଖୁସି ନାହିଁ ତୁମେ ମୋ ଜୀବନର ଅଦିନିଆ ଝଡ଼ ଟିଏ,,,,,,,,,, ପ୍ରେମ କରି ସୁଖ ନାହିଁ ତ୍ୟାଗ କରି ପୁଣ୍ୟ ନାହିଁ ତୁମେ ମୋ
Read More