Mar
2021
6
*ଚୋରେଇ ନେଇଛ ମନକୁ — ସରୋଜ କୁମାର ସାହୁ*
ଚୋରେଇ ନେଇଛ ମନକୁ ,,,,,,,,,,,,,,,,,,,,,,,,,,,,,,,,,, ସରୋଜ କୁମାର ସାହୁ ଦେଖୁଛି ସପନ ରହିଛି ଗୋପନ ଚୋରେଇ ନେଇଛ ମନକୁ କେବେତ ଆସିବ ପକ୍ଷୀରାଜ ଚଢି ଅପେକ୍ଷା ମୋର ସେ ଦିନକୁ। ଦେହସାରା ମୋର ଯଉବନ ବାସ ଏବେଠୁ ହେଲାଣି ଅଥୟ ବାନ୍ଧବି କେମିତି ଗଭାରେ ଗଜରା ରୂପକୁ କରିଣ ସଞ୍ଚୟ। ଲାଜେଇ ଯାଉଛି ଆକାଶର ଜହ୍ନ ଦେଖି କଳାମେଘୀ