Aug
2022
23
ସବୁଜ ହୀରା — ଅର୍ଚ୍ଚନା ନାୟକ
#ସବୁଜ_ହୀରା ମୁକୁନ୍ଦପୁର ଗ୍ରାମର ଏକ ପ୍ରଖ୍ୟାତ ବଣିଜ ବେପାରୀ ହେଲେ ରଘୁରାମବାବୁ। ଏଥିସହିତ ସେ ଜଣେ ସତ୍ୟନିଷ୍ଠ ଏବଂ ଜଣେ ସମାଜସେବକ ମଧ୍ୟ। ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ର ଆଖ ପାଖ ଗାଁ ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ କରି ସେ ସରକାରଙ୍କ ଠାରୁ “ପ୍ରକୃତିମିତ୍ର” ପୁରସ୍କାର ପାଇଛନ୍ତି। ପିଲାଟି ବେଳରୁ ଏ ଗଛ ଲତା ଓ