. *🐈😾” ନଖି ନାନୀ ଘର ବିଲେଇ “😾🐈* ନଖି ନାନୀ ଘର ବିଲେଇ ଆସୁଥିଲା ଲାଞ୍ଜ ହଲେଇ । ମାଆ ରଖିଥିବା କ୍ଷୀରକୁ ଚାହୁଁଥିଲା ସେ ଖାଇବାକୁ । କ୍ଷୀର ସର ଛେନା ଲବଣୀ ସିକାରୁ ଛିଡ଼େଇ ସେ ପୁଣି । ଆଗରୁ କେତେ ଯେ ଖାଇଛି ମାଆ ମୋତେ ଗାଳି କରିଛି । ଦହି ମାଠିଆକୁ
Read More
. *🌿🌹”ବିଦ୍ୟା ସଫଳତାର ଚାବିକାଠି“🌹🌿* ଲୁବୁନ୍ ଟୁବୁନ୍ ଦୁଇ ଭାଇ ଥିଲେ ତଳ ଉପର ଗୋଟିଏ ଜନନୀ ଜଠରୁ ଜନମ ଦୁଇ କୁମର । ପିତା ମାତାଙ୍କର ଜୀବନ ଧନ ସେ ସରଗ ଶଶୀ ପାଉଥିଲେ ଭଲ ସେନେହ ଆଦରି ପ୍ରାଣ ପରଷି । କେଉଁ ଦରବରେ ନଥିଲା ଅଭାବ ଦୁଃଖ କଷଣ ଗେଲ ବସରିଆ ଦୁଇ ଭାଇ
Read More
କାର୍ତ୍ତିକ ମାହାତ୍ମ୍ୟ ଅମରନାଥ ବାରିକ୍ କାର୍ତ୍ତିକ ମାହାତ୍ମ୍ୟକୁ ଶୁଣ ଯାହା ମୁଁ କରିବି ବଖାଣ । ସାଗର ପୁତ୍ର ଶଙ୍ଖାସୁର ବେଦ ହରିଲା ବ୍ରହ୍ମାଙ୍କର । ପ୍ରଚଣ୍ଡ ପ୍ରଳୟ କରିଲା ଦେବ ଗଣଙ୍କୁ ଡ଼ରାଇଲା । ଏହା ଦେଖିଣ ପ୍ରଭୁ ବିଷ୍ଣୁ ନହୋଇ ରହିଲେ ସହିଷ୍ଣୁ । ଶଙ୍ଖାସୁରକୁ ବଧ କଲେ
Read More