Jan
2023
31
ଭାବର୍ ଡୋର୍ – ଅଭୟ ସରାପ୍
ଭାବର୍ ଡୋର୍ ଇ ଅହଁକାରେଁ ଭର୍’ପୁର୍ ସଁସାର୍ ଭିତ୍’ରେଁ ଭିକେଁ ଦେସନ୍ ସବ୍ ଆଶ୍, ସହି ନେ ପାରନ୍ ପୁନିଁ ଜୀବନର୍ ଉକିଆ କେ ବନେଇ ଦେସନ୍ ଉଆଁସ୍ ।। ସଭେ ହେଇ ଯାଏସନ୍ ଉସାସ୍… ନିଜର୍ ହିତ୍ ଲାଗି ପରର୍ ଚୁଟି କାଟି ଦେସନ୍ ମିଲେ ଭି ନାଇଁ ଆଭାସ୍ ।। ସମିହା ଦେଖି ମନର୍