Jun
2020
20
ପଢନ୍ତୁ ଧରିତ୍ରୀ ଦେବତା ଙ୍କ ଗଳ୍ପ – ଅନୁଭୁତି ରେ ମୋ ବିଦ୍ୟାଳୟ ଓ ପିଲାଦିନ
ଅନୁଭୁତି ରେ ମୋ ବିଦ୍ୟାଳୟ ଓ ପିଲାଦିନ ମୋଡି ହୁଅନ୍ତା କି ସମୟର ଚକ ପଛକୁ ଦିଅନ୍ତି ମୋଡି ହଜିଯାଇଥିବା ସେହି ପିଲାଦିନେ ଯାଆନ୍ତି ଥରେ ମୁଁ ଉଡି। ଜୀବନ ଯାତ୍ରା ର ଏତେ ଆଗକୁ ଆସିଲା ପରେ ଆଜି ମୁଁ ଅନୁଭବ କରି ପାରୁଛି ଯେ ଜୀବନ ରେ ସବୁଠାରୁ ମହତ୍ବପୂର୍ଣ୍ଣ ଓ ଖୁସି ଦେଉଥିବା ସମୟ