ଆକର୍ଷଣ ********** ବେଗିନୀ ନଦୀର ହୋଇ ସରୁ ଏକ ଧାର ସମୁଦ୍ରେ ମିଶିବା ଲାଗି ଥିଲି ଖରତର ନିରାକାର ଢାଳିଦେଲ ଅପୂର୍ବ ସୌରଭ ସମ୍ମାହିତେ ଲଭିଅଛି ପରମ ଗୌରବ । ହେ କୃଷ୍ଣ ତୁମରି ରସେ ତୃଷ୍ଣା ଅଛି ଲିଭି ପଦେ କଥା, ଟିକେ ହସ, ସ୍ପର୍ଶଟିଏ ଲଭି ପ୍ରାଣ ସାଥେ ପ୍ରାଣର ଏ ଅପୂର୍ବ ମିଳନ ମୋ
Read More
ସମୁଦ୍ର କାନ୍ଦୁଛି ଯା’ କୋଳ ମଣ୍ଡନ କରେ ସମ୍ପଦ ଅଜସ୍ର ହୁଏ ସନ୍ତୁଳିତ ପାଣିପାଗ, ଜଳଚକ୍ର କେତେ ଇତିହାସ ଲେଖା ଯାହାର ବକ୍ଷରେ ଭାବିଛେ କି..! ଦୁଃଖ ଥାଇପାରେ ତା’ ଗର୍ଭରେ ? ଯାତାୟାତ, ବାଣିଜ୍ୟ ଯା’ ପୁରାଣେ ବର୍ଣ୍ଣିତ ଇସାରାରେ ଅଙ୍ଗାରକ ଚକ୍ର ନିୟନ୍ତ୍ରିତ ପାପ ବିମୋଚନ କରେ ବିଶାଳ ହୃଦୟ ସେ କି ଇଚ୍ଛିପାରେ ଦୁଃଖ,
Read More
Suryodaya_Sambhranta_Saraswat_Samman – 2021 ପ୍ରିୟ ସତୀର୍ଥ ସାହିତ୍ୟିକ ବନ୍ଧୁ ଇଂ. ଅନୁପମା ଦାସ, କଟକ, ଓଡିଶା ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି ,
Read More