Dec
2020
17
ମୃତ୍ୟୁ ଦେବତା – ଅନିତା ବେହେରା
ମୃତ୍ୟୁ ଦେବତା ““““““““““` ତୁମ ଅପେକ୍ଷାରେ ରହିଛି ଅନାଇ କେବେ ବା ତୁମେ ଆସିବ | ଯିବା ପାଇଁ ପରା ବେଳ ମୋ ହେଲାଣି ଆପଣାଇ ମୋତେ ନେବ || କୁଟା ଖିଅକର ବଳ ନାହିଁ ମୋର ପାଦେ ନପାରଇ ଚାଲି | ଭୂଇଁରେ ଲୋଟୁଚି ଆକାଶେ ଚାହିଁଚି ଆସୁଚ କି ଝୁଲିଝୁଲି || ନିଷ୍ଠୁର ବୋଲିକି ସଭିଏଁ