Dec
2020
27
ଶୀର୍ଷକ ” ରାତି ” — ଅଜୟ କୁମାର ମଲିକ
ଶୀର୍ଷକ– ” ରାତି “ ରାତିକୁ ମୁଁ ଥରେ ନିରଳା ମୁହୂର୍ତ୍ତେ ପଚାରିଲି ପ୍ରିୟା କଥା ରାତିତ କହିଲା ସେ ନୁହେଁ ତୋହର ମନେ ଭରିଦେଲା ବ୍ୟଥା ! ପୁଣି ପଚାରିଲି କିସ ପାଇଁ ସିଏ ମୋର ସେ ହୋଇବ ନାହିଁ ରାତିତ କହିଲା ତୋର ପ୍ରିୟା ମନେ ତୋ ପ୍ରତି ଦରଦ ନାହିଁ ! ପଚାରିଲି ପୁଣି