ଶାନ୍ତି ମିଳୁ ଜୀବନେ ଶାନ୍ତି ଜୀବନରେ ନ ମିଳିଲା ଦିନେ ହେଲା ମୋ ସତୁରୀ ବର୍ଷ ଗୃହର ଜଞ୍ଜାଳେ ଘାଣ୍ଟି ହେଇ ଅଛି ଜୀବନେ ନାହିଁଁରେ ହର୍ଷ !! ଶାନ୍ତି ଜୀବନରେ………. ସବୁତ ଜାଣିଛୁ ତୁହିରେ କାଳିଆ କିଅବା କହିବି ମୁହିଁ ଏ ଜୀବନ ତୋର ଭାଗ୍ୟ ଲେଖିଅଛୁ କିଛି କହିବାର ନାହିଁ !!
Read More
କର୍ମ ଭୂଇଁ ଏହୁ କିପରି ଜୀବନ ଦେଲୁରେ ଠାକୁର ଜନ୍ମରୁ କଷ୍ଟକୁ ଭୋଗେ ଡାକେ ଦିବାରାତ୍ରୀ କାଳିଆ ତତେରେ ଯନ୍ତ୍ରଣା କିପରି ଲାଗେ। ଅତି କଷ୍ଟକର ହେଉଛି ଅସହ୍ୟ ଯନ୍ତ୍ରଣାରେ ମୁଁ ପୀଡିତ, ତଥାପି ନଜର ନପଡେ କାଳିଆ କରେ ତ୍ରାହି ତ୍ରାହି ଆର୍ତ୍ତ। କର୍ମ ଯାତନଟା ଜୀବନେ ଅସଲ ଆଉତ ସବୁ ନକଲ,
Read More
ସୁନ୍ଦରେ କି ଅଛି ଲାଭ ରୂପ ଅଛି ଗନ୍ଧ ନାହିଁ,ନାହିଁ ବାସ ତାର, କିଛି ମୂଲ୍ୟ ନାହି ତାର, ନାହିଁ ଟି ଆଦର। ବିଦ୍ୟା ନାହିଁ ଜ୍ଞାନ ନାହିଁ ନାହିଁ କର୍ମ ତାର, ନର ଜନ୍ମ ତାର ଅତି ହୁଏଟି ଅନ୍ଧାର।।୧। ପଲାସ ଫୁଲଟା ଦିଶେ ଅତି ହିଁ ସୁନ୍ଦର,
Read More
ନାହଁ ମାତୃଭାଷା ଶିକ୍ଷା ଉତ୍କଳର ଭୂମି ବିଚ୍ଛିନ୍ନାଞ୍ଚଳ ରେ କାହିଁ ମାତୃଭାଷା ଶିକ୍ଷା। କାହିଁ ଓଡ଼ିଆ ଶିକ୍ଷକ, କାହିଁ ଓଡ଼ିଆ ବହିର ମୁଦ୍ରଣ। କାହିଁ ଓଡ଼ିଆ ଙ୍କ ମାନ ସମ୍ମାନ।ରୋଦନ କରୁଛି ଆର୍ତ୍ତନାଦେ ମାତୃଭାଷା ଶିକ୍ଷା ପାଇଁ, ଗୁହାରି କରୁଛି ଉତ୍କଳକୁ, ଗୁହାରି କରୁଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ। ଉତ୍କଳର ସ୍ବାଭିମାନ କାହିଁ
Read More
ଘଟେ ଘଟେ ନାରାୟଣ ଶ୍ରୀଯୁକ୍ତ ଅଜିତ କୁମାର ରାଉତ ନୁହେଁ କେହୁ ଜଣେ ସହିବା ପଣରେ ସହିବାରେ ଦୀନବନ୍ଧୁ ନାମ ଦୟାନିଧି ଜଗତେ ବିଦିତ ଭକ୍ତ ଧ୍ୟାନେ କୃପାସିନ୍ଧୁ !! ନୁହେଁ କେହୁ ଜଣେ…………. ମର୍ତ୍ତ୍ୟବାସୀଙ୍କର ଆରାଧ୍ୟ ଦେବତା ଦିଶୁ ଥାଉ ନେତ୍ରେ ତାଙ୍କ, ନୀଳା ଶ୍ରୀକ୍ଷେତ୍ରରେ ଭକ୍ତହେ ଦେଖନ୍ତି ଦୂର କରୁ ପାପ
Read More