ମୋ ଜୀବନ ଜୀବନଟା ମୋର ତୁଛ ହୋଇଗଲା ତୋର ପଥ ଚାହିଁ ଚାହିଁ ଶେଷ ସମୟରେ ଆଉ କି ଆସିବୁ ଅନାଇ ବସିବି ମୁହିଁ ? ଶୈଶବରେ କିଛି ଜାଣି ପାରିଲିନି ନାଚିଲି ଖେଳ କୁଦରେ ଟିକେ ବଡ଼ ହେଲି ପଢ଼ାପଢ଼ି କଲି ପ୍ରାର୍ଥନା କଲି ସ୍କୁଲରେ।। ମାଆ ପାଶେ ବସି ସନ୍ଧ୍ୟା ସମୟରେ ଠାକୁର ଘରେ
Read More
19 total views, 3 views today
ମଣିଷ ଜୀବନ ************ ମଣିଷ ଜୀବନ ପାଣି ଫୋଟକାଟେ କେତେବେଳେ ଅବା ଫାଟିଯିବ କେହି ଜାଣିନାହିଁ ଜାଣି ପାରିବେନି କେତେବେଳେ ବେଳ ଆସିଯିବ ।। ଜୀବନ ମାତ୍ରକେ ମରଣ ରହିଛି ମର୍ତ୍ତ ମଣ୍ଡଳରେ ଦେହ ଧରି କେହି ବର୍ତ୍ତୀ ନାହିଁ ମରଣ ମୁହଁରୁ ଜଣ ଜଣ କରି ଯାନ୍ତି ଚାଲି ।। ବଡ଼ ସାନ କିଛି ମାନେ ରଖେ
Read More
48 total views
ଆସ ଯିବା ବାଲିଯାତରା ହେମନ୍ତ କୁମାର ସାହୁ ଆସ ଆସ କିଏ ଯିବାକୁ ଇଛୁକ ଦେଖି ଯିବ ବାଲି ଯାତରା, ଦୋଳିରେ ବସିବ ଚକ୍ରିରେ ଘୂରିବ ଖାଇବ କଟକ ଦହିବରା । ଦୋଷା ଚାଟ୍ ସଙ୍ଗେ ଠୁଙ୍କାପୁରି ଖାଇ ଗୁପୁଚୁପ୍ ଖୁଆଇବି, ବାଲି ଯାତରାର ପ୍ରତ୍ୟେକଟି ସ୍ଥାନ ବୁଲାଇ ଦେଖେଇ ଦେବି ।
Read More
48 total views
ନୀତିବାଣୀ ହେମନ୍ତ କୁମାର ସାହୁ ଆଜି ପରା ସୋମବାର ଲୋ ସଜନୀ ଆଜି ପରା ସୋମବାର, ବେଗେ ବେଗେ ଉଠ ନ କରିଣ ମଠ ପିତାମାତା ପାଦ ଧରଲୋ ସଜନୀ ପିତାମାତା ପାଦ ଧର । ତାଙ୍କ ଆଶୀର୍ବାଦ ରହିଲେ ଉପରେ ସବୁ କ୍ଷେତ୍ରେ ହେବ ଜୟ, ସିଏ ଆମ ଗୁରୁ ସିଏ ତ
Read More
59 total views
କି କବିତା ଲେଖିବି ମୁଁ ହେମନ୍ତ କୁମାର ସାହୁ ଉପରକୁ ଥରେ ଅନେଇ ଦେଖିଲେ ସୂରୁଜ ଦେବତା ଚାହିଁଛି, ତଳକୁ ଚାହିଁଲେ ମାତା ବସୁମତୀ କଣେଇ କଣେଇ ଦେଖୁଛି । ବାଆଁକୁ ଦେଖିଲେ ପାପାଚାରୀ ଗଣ କଟାସ ଭଳି ଦେଖନ୍ତି, ଡାହାଣକୁ ଧର୍ମ ରଖିଥିବା ବ୍ୟକ୍ତି କରୁଣରେ ଚାହିଁଛନ୍ତି । କୋଳାହଳ ପୂର୍ଣ୍ଣ
Read More
54 total views
କାହାକୁ କହିବି ମନର କଥା ମାୟାର ସଂସାର ଅଟେ ନର୍କପୁର ଯେଝା ବାଟେ ଯେଝା ଚାଲିଲେ କିଏ ପୁଅ ବୋହୁ କିଏ ଭାଇ ବନ୍ଧୁ ନିଜ ସ୍ଵାର୍ଥେ ନିଜେ ମାତିଲେ ।। ଆନ କଥା ବୁଝି କାର୍ଯ୍ୟ ମେଣ୍ଟାଇବା ପାଇଁ ବା ସମୟ କାହିଁ ଯଦିବା ସମୟ ରହୁଛି ହାତରେ ମନ ମଧ୍ୟେ ତାହା ନାହିଁ ।।
Read More
59 total views
ଶୁଭ ସକାଳ କୁକୁଡ଼ାର ଡାକ ଆଉ ଶୁଭୁ ନାହିଁ ଆଲାରାମ ଦେଇ ଉଠିବ ଭାଇ ଭଉଣୀଏ ଆଜି ଗୁରୁବାର ପିତାମାତା ପାଦ ସେବିବ ।। ହେଳା କରିବନି ସଅଳ ଉଠିବ ଲକ୍ଷ୍ମୀମାତା କୋପ କରିବେ ତାଙ୍କ ନାମ ଧରି ତାଙ୍କୁ ହୃଦେ ସ୍ମରି ନିଜ ନିଜ କର୍ମ କରିବେ ।। ଛାଡଖାଇ ଗଲା
Read More
54 total views
“ଶୁଭ ସକାଳ” (ନୀତି ବାଣୀ) ଉଠ ହେ ବନ୍ଧୁ ଉଠ ବାନ୍ଧବୀ ଆଜି ପରା ଶନିବାର ପିତା ମାତାଙ୍କର ପଦ ଧୂଳି ନେଇ ଲଗାଅ ମଥା ଉପର ।। ଶନିଶ୍ଚରଙ୍କର ବାର ପରା ଆଜି ମନ ମଧ୍ୟେ ହେଜ ବାରେ ଗ୍ରହରାଜ ଯେବେ ସୁଦୟା କରିବେ ଦୁଃଖ ଯିବ ବହୁ ଦୂରେ । ଶନିଙ୍କର କୋପ ଜାଣିଥିବ
Read More
46 total views
“ମାଆ ତାରିଣୀ” ମା, ତାରିଣୀ ଲୋ ମା,ତାରିଣୀ ଘଟଗାଁ ବାସିନୀ ନଡ଼ିଆ ରାଣୀ ପ୍ରଣତି ତୋର ଚରଣରେ ଏ କାର୍ତ୍ତିକ ମାସେ ଆଶା ତୋର ପୟରେ ।। ଆଜି ପରା ସୋମବାର ଦିତୀୟ ପାଳି ତୋର ପାଦେ ମାତ ମୁହିଁ କରଇ ଅଳି ଚାହାଁ ବାରେ ଜଗତ ଜନେ ଅନ୍ୟାୟ
Read More
56 total views, 1 views today
“ଶୁଭ ସକାଳ” ଶୁଣ ମୋ ଭଉଣୀ ଭାଇ ଆଜି ଶୁକ୍ରବାର ପଡ଼ିଛି ତହିଁ ଭାଇମାନେ,ମୋ ଭଉଣୀମାନେ ଶଯ୍ୟା ତ୍ୟାଗ କର ଯାଇ ।। ପିତା ମାତାଙ୍କ ପଦରେ ପ୍ରଣାମ କରିବ ଭକତି ଭରେ ଭାଇମାନେ,ମୋ ଭଉଣୀମାନେ ସୁଖୀ ହେବ ଜୀବନରେ ।। ମାତା ସନ୍ତୋଷି ସୁମରି କର୍ମ କରିଯାଏ ସତ୍ୟକୁ ଧରି ଭାଇମାନେ,ମୋ ଭଉଣୀମାନେ ମନେ କପଟ
Read More
143 total views
“ହଜିଗଲା ପିଲାଦିନ” ସରଗରୁ ଚାନ୍ଦ ଧରିବା ପାଇଁ କି ଭାରି ଇଚ୍ଛା ହୁଏ ମୋର ଯିଏ ଦେଇଥାନ୍ତା ଧରି ଆଣି ମତେ ଶୋଇଛି ବିଛଣା ପର ।। ଯାନି ଯାତରାକୁ ବୁଲି ମୁଁ ଯାଆନ୍ତି ମନେ ପଡେ ଜାତ କଥା ନେଇ ନେଇଥାନ୍ତା ବୁଲେଇବା ପାଇଁ ତାଙ୍କୁ ନେଲେ ସେ ବିଧାତା ।। ଗପ ଶୁଣି ମୁହିଁ
Read More
53 total views
“ଶୁଭ ସକାଳ” ମୋର ପ୍ରିୟ ଭାଇ ଭଉଣୀ କହୁଛି ଶୁଣ ଥରେ ମୋର ବାଣୀ ଆଜି ଗୁରୁବାର ଲକ୍ଷ୍ମୀଙ୍କର ବାର ସଅଳ ଉଠ ହେ ପୁଣି ।। ମାଆଙ୍କୁ ସୁମରି ଉଠିଆସି ବନ୍ଧୁ ଧର ପିତାମାତା ପାଦ ଆଶିଷ ଲଭିଣ ନିତ୍ୟ କର୍ମ ସାରି କରିଯିବା ନିଜ କାର୍ଯ୍ୟ ।। ହିଂସା ଆଚରଣ କରିବା ନାହିଁଟି ଅହିଂସାରେ
Read More
62 total views
“ମୁଁ କିଏ ?” ମାଆ ମୋତେ ସିନା ଜନମ ଦେଇଣ ଭୂପୃଷ୍ଠକୁ ଆଣିଛନ୍ତି କିଏ ମୁହିଁ ପୁଣି କେଉଁଠୁ ଆସିଲି ଏ କଥା କିଏ ଜାଣିଛି ? କେଉଁଠି ଥିଲି ମୁଁ କେଉଁ ରୂପ ଧରି କିଏ ଥିଲେ ପିତା ମାତା କି କର୍ମ କରିଣ ନର୍କେ ଜନମିଲି କିଏ ମୋ ପ୍ରେରଣ କର୍ତ୍ତା ।। କେଉଁ
Read More
54 total views
“ସତରେ ମୁଁ ବୁଢା ହେଇଗଲି ?” କାମକୁ ପାରୁନି ବଳ ମୋ ପାଉନି ଆଖିକୁ ଭଲ ସେ ଦିଶୁନି ଚୁଟି ଧିରେ ଧିରେ ପାଚି ଯାଉଛି ମୋ ସତେକି ଅଲୋଡା ହେଲିଣି ।। ବେଳେ ବେଳେ ମୋତେ ୱାଇଫ୍ କହଇ ଆସି ବୁଢାଟାଏ ହେଲଣି ବୁଦ୍ଧି ସବୁ ତମ ଚୁଲିକୁ ଗଲାଣି ଡାକିଲାଣି ପରା ମଶାଣି ?
Read More
57 total views