🌱 ଜଙ୍ଗଲ ସେ ତ ପ୍ରକୃତି କନ୍ୟା ବିଚିତ୍ରବେଶା ବିଶ୍ଵ ବିନ୍ଧାଣି ମଧ୍ୟେ ଜଙ୍ଗଲ ସେ ତ ପ୍ରକୃତି କନ୍ୟା, ବୃକ୍ଷଲତାରେ ପରିପୂର୍ଣ୍ଣ ହୋଇ ଲୀଳାମୟୀ ସେ ଅଟେ ଅନନ୍ୟା, ସୁଖ-ସ୍ଵାଚ୍ଛନ୍ଦ୍ୟ ଓ ଜୀବସତ୍ତା ଭରିଦେଲା ନିଃସ୍ଵାର୍ଥପର ହୋଇ, ଜୀବନ ଓ ଯନ୍ତ୍ରଣାର ସ୍ଵରଲିପି ମଧ୍ୟେ ତା’ ଋଣ ସୁଝି ପାରିବେନି କେହି । ଦେଖି ସବୁଜିମା
Read More
3,503 total views
ସମୟ ସ୍ରୋତ ଆଶା ଅନେକ ଆଜି ସ୍ଵପ୍ନ ଅନେକ, କିଏ ଯେ ବୁଝିବ ଏ ମନର କୁହୁକ, ଭବିଷ୍ୟତ ପାଇଁ ଅଛି କେତେ ଆଶା, ସ୍ଵପ୍ନ ସାକାର ନିମନ୍ତେ ଆପ୍ରାଣ ଚେଷ୍ଟା । ବଢିଲାଣି ସମାଜ ଅଗ୍ରଗତି ପଥରେ, ଚାଲିବାକୁ ହେବ ସମୟ ସ୍ରୋତରେ, ଜୀବନ ଏଠି ମାଟି କଣ୍ଢେଇଟେ ପରି, ଭରି ରହିଛି ମାନେ ଆଶା ଅସୁମାରୀ
Read More
895 total views, 2 views today
ଆଶାର କିରଣ ରାତିଟା କେବଳ ଅନ୍ଧାର ତ ନୁହେଁ ଝାପ୍ସା ଆଲୁଅରୁ ଟିକେ ଅଛି, ରାତିଟା କେବଳ ଯାତନା ନୁହଁଇ ସପନ ବି ସେଠି କିଛି ଅଛି। ହାରିବାନି କେବେ ଜୀବନେ ଆମେରେ ଦୁଃଖ ସୁଖ ଲାଗିକି ରହିଛି, ଅଭିଯୋଗ ଆଜି ଅନେକ ଥିଲେ ବି ଆଶାର କିରଣ ପଡିଅଛି। ଘନୀଭୂତ ହୁଏ ପ୍ରଖର ଶୂନ୍ୟତା ନିରିମାଖି ଏଇ
Read More
273 total views