ଦରଦି_ଦରଦ ଦରଦି ଦରଦ ଦେହେ ବୋଳି ଦେଇ,, ଅପ୍ରୀତିକ ନୀରେ ନୟନ ଭିଜାଇ … । ପ୍ରେମ ଜ୍ୱାଳା ମନେ ଆଶା ସଞ୍ଚାରଇ,, ଆଶା ଯେ ଅନେକ ବ୍ୟାଘାତ କରଇ…. । ଅନୁଭବ ମୋର ପସରା ମେଲାଇ,, ଅଯୌକ୍ତିକ ଆଶା ଅନ୍ତରେ ଜନ୍ମାଇ…. । ଦରଦକୁ ଦରଦି ବନ୍ଧୁ ମାନିଲି,, ଅବ୍ୟକ୍ତ ମୋ କଥା ଲୋତକେ ଭେଦିଲି…
Read More
16 total views, 2 views today
ସ୍ମୃତି ମାନସ ପଟ୍ଟରେ ସ୍ମୃତିର କଲମ ଧରି ସ୍ମୃତି ଅନୁରୂପ ଭାବନାକୁ କାଳି କରି , ଭାବନାରେ ତୁମେ ତୁମ ଅତୀତର ପ୍ରୀତି ମନ୍ଦ ମନ୍ଦ ଧାରେ ଲେଖେ ତୁମ ପ୍ରେମ ଇତି । ଚଇତାଳି ବାଆ ବହି ଗଲା ଏବେ ଏବେ କାନେ କହିଗଲା ପ୍ରିୟତା ଆସିବ କେବେ , ବୁଝିଲାନି ମୋର ମଗ୍ନ
Read More
13 total views, 1 views today
ଭାବନାର ଭଗ୍ନ କାନ୍ଥ ସ୍ମୃତି ଅନୁରୂପ ଭାବନାର ଭଗ୍ନ କାନ୍ଥ ଅନୁଭୂତି କେବେ ଅନୁଭବ ଭରା ପ୍ରାନ୍ତ ,, ପ୍ରଶସ୍ଥ ନୁହଁଇ ପ୍ରେମର ପ୍ରାରବ୍ଧ ପଥ ପଥ ପ୍ରାନ୍ତହୀନ ନଥାଏ ତାହାର ଅନ୍ତ !! ଅଭିଳାଷୀ ନୁହେଁ ଅଭିନବ ପ୍ରେମ ମୋର ପ୍ରେମ ନିନାଦରେ ଅଭିହିତ ପ୍ରେମ ସ୍ୱର ,, ପୂରୁବ ଘଟଣା ବର୍ତ୍ତମାନ ସ୍ମୃତି
Read More
11 total views, 1 views today
କୁହୁକ କୁହାଟ କୁହୁକ କୁହାଟେ କୋହର କଜ୍ଜଳ ବୋଳି ମନ କନ୍ଦରରେ କ୍ଷଣେ କ୍ଷୀପ୍ରେ ଯାଅ ଚଳି , କର୍ଣ୍ଣେ କର୍ଣ୍ଣେ କୁହ କ୍ଲେଶର କୌଶଳ ବାଣୀ କେବେ ହସ୍ତ କେବେ ଦଦରା ହୃଦକୁ ଝୁଣୀ । କୁସୁମ ସହିତ କୁହୁଳା ଅତୀତ ଦେଇ କିମ୍ବଦନ୍ତୀ ପରି ଯୁଗାନ୍ତର କଥା କହି , ଧିମେଇ ଜାଳିଲ
Read More
12 total views
**ତୁମେ ଆଉ ମୁଁ* ତୁମେ ଦୂର ଦିଗ୍ ବଳୟ ହିମାଂଶୁ ,ଶୂନ୍ୟ ନୀଳ-ନଭ ମଧ୍ୟେ, ମୁଁ ନ୍ୟୁନ ପ୍ରକାଶ ବିହୀନ ପୃଥିବୀ ,ଚାହିଁ ଥାଏ ରାତି ଅଧେ । ତୁମେ ସେହି ଉଜ୍ଜଳ ଜ୍ୱଳନ୍ତ ପିଣ୍ଡ ,ବାରେ ବାରେ ଆଭା ଦିଅ , ମୁଁ ତ ସେ ଦଗ୍ଧ ପ୍ରାୟ ତୁଚ୍ଛ ମଣ୍ଡଳ ,ସଦା ଶୂନ୍ୟ ହସ୍ତ ପ୍ରାୟ
Read More
44 total views, 1 views today
Lets talk with young laureate Sumitra Nayak, hails from Silver city Cuttack, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ – ସୁମିତ୍ରା ନାୟକ ପିତାଙ୍କ ନାମ- ଭିମସେନ୍ ନାୟକ ମାତାଙ୍କ ନାମ-
Read More
1,237 total views
ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ଚଳିତ ବର୍ଷ-୨୦୨୩ ପାଇଁ ଯେଉଁ ଯୁବ ପ୍ରତିଭା ମାନେ *ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩* ପାଇଁ ସାକ୍ଷାତକାର ଦେଇଛନ୍ତି ସେମାନଙ୍କ ନାମ ପ୍ରକାଶ କରୁଛୁ। ଆପଣମାନେ ତାଙ୍କ ଦ୍ୱାରା ଲିଖିତ ସାକ୍ଷାତକାର ପଢିବାକୁ ଚାହୁଁଥିଲେ ତାଙ୍କ ଫୋଟୋ ରେ ଅବା ଫୋଟୋ ତଳେ ଥିବା ନାମକୁ ଛୁଇଁ ଦିଅନ୍ତୁ। ଆଉ ମାତ୍ର ତିନି
Read More
62,727 total views
କେହି ଜଣେ ଥିଲେ କେହି ଜଣେ ଥିଲେ …… ଘୋର ଅନ୍ଧାକାର ଛାଇରେ ଅମାବାସ୍ୟା ଅମା ଆନ୍ଧାରେ ,, ଭିଜା ମାଟି ଭିଜା ବାସ୍ନାରେ ଅଲୋଡ଼ା ଅତୀତ ତୃଷ୍ଣାରେ …।। କେହି ଜଣେ ଥିଲେ …. ନିଦାଘର ଉଷ୍ମ କାନ୍ଧରେ ଭାବନା ଶିକୁଳି ଛାନ୍ଦରେ ,, ହୃଦୟ କୋହର ନାଦରେ ପ୍ରତି ଭାବନାର ଫର୍ଦ୍ଦରେ …।
Read More
112 total views