କଳା ସଂସ୍କୃତିର ବିନ୍ଧାଣି ******************* କିଏ ସେ ଗଢିଛି ଚିତ୍ର ଚରିତ୍ରକୁ ପଥରେ ଲଗେଇ ଛଣି ହାତର ଯାଦୁରେ ଝଟକେ ସଂସ୍କୃତି କଳା ସ୍ଥାପତ୍ୟର ବିନ୍ଧାଣି ll ମନ୍ଦିର ଦୁର୍ଗରେ ଅଙ୍କିତ ନର୍ତ୍ତକୀ ହସ୍ତି ମୂର୍ତ୍ତି ପ୍ରୀତି ଚିତ୍ର ଯିଏ ଦେଖୁଥାଇ ଆଖିରେ ଲାଖଇ ସୃଷ୍ଟି ଏହା ଏକ ବିଚିତ୍ର ll ଇତିହାସରସେ ଅକ୍ଷୁନ୍ନ ପୃଷ୍ଠାରେ ଜୀବନ୍ତ ଏ
Read More
25 total views
ଆଧୁନିକ ଯୁଗ ************ ସତ୍ୟ, ତ୍ରେତୟା, ଦ୍ୱାପର ବିତିଲା ଯୁଗ ହେଲା ଆଧୁନିକ ଜ୍ଞାନ କୌଶଳରେ ବିକାଶ ଘଟିଲା ଡିଜିଟାଲ ହେଲେ ଲୋକ ll କାହୁଁ କାହୁଁ ବୁଦ୍ଧି ବିବେକ ଆସୁଛି ମସ୍ତିଷ୍କ କରଇ ଚିନ୍ତା କୋଣ ଅନୁକୋଣ ପ୍ରସାରିତ ହୁଏ ନାହିଁ ତାର ବାଡବତା ll ଆଗକାଳେ ଲୋକେ ଚିଠି ଲେଖୁଥିଲେ ଆତ୍ମୀୟସ୍ୱଜନେ ପ୍ରେରଣ ଗୁରୁଜନେ ପାଦ
Read More
63 total views, 1 views today
ଏଇ ମୋର ଗାଁ ************* ଏଇ ମୋର ଗାଁ, ଏଇ ମୋର ଗାଁ ମହୁଠାରୁ ମିଠାଲାଗେ ମୋତେ ତା’ର ନାଁ ତା, ମାଟିରେ ପାଦ ଥୋଇ ଶିଖିଲି ମୁଁ ଚାଲି ବାସନା ବି ଭଲଲାଗେ ତା ଦାଣ୍ଡର ଧୂଳି ଅତି ଆପଣାର ସିଏ ଅଟେ ମୋର ମାଆ ଏଇ ମୋର ଗାଁ……… ll ତା’ର ପାଣି ପଵନ ଜୀବନ
Read More
40 total views
ମୁଁ ତୁମ ସେବାରେ **************** ତୁମେ ଜାଣିଅଛ ସମାଜ ଜାଣିଛି ରାସ୍ତା ମୋର ପରିଚୟ କଳିକାଳ ଲୋକ ଅକାଳ ଚଡ଼କ ମୋତେ କରୁଛନ୍ତି ଅପଚୟ ll ସମ୍ମାନ ନାହଁ ସମାଜରେ ମୋର ନିଜ ସ୍ୱାର୍ଥରକ୍ଷା ପାଇଁ କ୍ଷଣଦୂର ରାସ୍ତା ବୋଲିଣ ସମସ୍ତେ ମୋ ଉପରେ ଯାନ୍ତି ଧାଇଁ ll କଣ୍ଟ୍ରାକ୍ଟର ଠାରୁ ନେତା ପରିଜନ୍ତେ ନୀତି ମୋତେ ଠାକୁଥାଇ
Read More
50 total views
ମୁଁ ଉଡ଼ା ଚଢ଼େଇ ************** ଖୋଲା ଆକାଶରେ ମୁଁ ଉଡ଼ା ଚଢେଇ ଚିରସ୍ଥାୟୀ ମୋର ଠିକଣା ନାହିଁ ll ଏ ଡ଼ାଳୁ ଉଡି ସେଡାଳେ ବସେ ଉଡିବୁଲେ ମୋର ମନ ହରଷେ ll ସୂର୍ଯ୍ୟରଶ୍ମି ବହ୍ନି ସମୁଦ୍ର ଜଳ ଖାଦ୍ୟ ପାଇଁ ଯାଏ ହେଲେ ସକାଳ ll ଏଣେତେଣେ ବୁଲେ ମନ ଇଚ୍ଛାରେ ବୁଲିସାରୀ ଫେରେ ନିତି ସନ୍ଧ୍ୟାରେ
Read More
39 total views, 1 views today
🙏ମଣିଷ ସମୟର ଦାସ 🙏 ******************** ସମୟ ଆମର ନିଜ ନୁହେଁ ସେ ତ ରହେ ଖାଲି ଆମ ସାଥିରେ ମଣିଷ ସହିତ ଯୋଡ଼ି ହେଇ ରହେ ଦୁଃଖ ହଉ ଅବା ସୁଖରେ ll ସମୟାନୁକ୍ରମେ ମାଆ ର ଗର୍ଭରୁ ବିହି ଦେଇଥାନ୍ତି ଜନମ ଭାଲପଟରେ ସେ ଭାଗ୍ୟ ଲେଖିଥାନ୍ତି ଦେଇ ନଥାନ୍ତି ସେ କରମ ll ଛୋଟ
Read More
25 total views
🙏ମୁଁ କୃଷକ 🙏 *********** ସରକାରଙ୍କର ଅଙ୍ଗୁଳି ଟିପରେ ଦେଶ ଚାଲୁଥାଏ କଲମ ମୁନରେ ଲେଖା ଚାଷ ପାଇଁ ଦେଶ ଖାଦ୍ୟ ଖାଉଥାଏ ଚାଷୀନୁହେଁ ପଢ଼ା ଲେଖା ll ସକାଳ ପାହିଲେ ହଳ ଲଙ୍ଗଳ କୁ ସାଥିରେ ଧରିକି ଯାଏ ହଳ କରି କରି ପଡିଆ ଖେତକୁ ଛିନ୍ନ ଭିନ୍ନ କରିଦିଏ ll ଯେଣେ ଲାଗିଯାଏ ଲଙ୍ଗଳର ଟିପ
Read More
68 total views
ମନଲୋଭା ପ୍ରକୃତି ପ୍ରକୃତି ହିଁ ଜାଣେ ପ୍ରକୃତ କଥା ପରିବେଶେ ଶାନ୍ତି ମନ ଆକାଶର ଏହି ଖୋଲା ପଵନରେ ମଜା ହିଁ ତ କିଛି ଭିନ୍ନ ll ପବନ ପରଶେ ମୋର ଓଠ ହସେ ଲାଗୁଥାଏ ପୁରା ଶାନ୍ତି ଶାନ୍ତ ଚିତ୍ତ ଜ୍ଞାନ ମୋର ହୃଦୟରେ ଉପୁଯାଏ ପ୍ରେମ ଭକ୍ତି ll ଛିନ୍ନ ଏରିଆର ଏକାକୀତ୍ୱ ମନେ ମିଳୁଥାଏ
Read More
99 total views
ମାତୃଭୂମିର ବୀର ପୁତ୍ର ମାତୃଭୂମିର ବୀର ପୁତ୍ର ମୁଁ ସଭିଏଁ ଏଠି ମୋ ଆପଣା ଏ ମାଟି ସୁଗନ୍ଧ ଜାଗ୍ରତ କରାଏ ଭରିଥାଏ ମନେ ପ୍ରେରଣା ll ଓଡିଶାର ବୀର ଓଡ଼ିଆ ପୁଅ ମୁଁ ମନେ ନାହିଁ ରାଗ ହିଂସା ବଢ଼ିବି ଲଢ଼ିବି ଆଗରେ ରହିବି ଧନ୍ୟ ମୋ ପଖାଳ କଂସା ll ନୃତ୍ୟ କଳାରେ ମୋ ପରିଚୟ
Read More
35 total views
Lets talk with a young writer, Subhranta Behera hails from Anugul, district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟନାମ- ଲିଖିତ ସାକ୍ଷାତକାର ନାମ– ସୁଭ୍ରାନ୍ତ ବେହେରା ପିତାଙ୍କ ନାମ- ସଙ୍କିର୍ତ୍ତନ ବେହେରା ମାତାଙ୍କ ନାମ- ଜାମିନୀ
Read More
164 total views