September 27, 2022
11 11 11 AM
ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି 
ବେଳ କାହିଁ — ତଫିଜୁଲ ହୋସେନ
ହସେ ଆମ ବଗିଚା — ମମତା ଶତପଥୀ
ପାର୍ବଣେ ବନଦୁର୍ଗା — ମିନତି ଦାଶ
ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ 
ବାଟବଣା ପଥିକା — ରୋଜି ରଣା
ଇଚ୍ଛା — ରୋଜି ରଣା
କହ ଚକାଡୋଳା —କଳ୍ପନା ରାୟ                      
ଦେବଶିଳ୍ପୀ ବିଶ୍ୱକର୍ମା — ଚିନ୍ମୟୀ ମହାପାତ୍ର 
ସେ ଝିଅଟି ଭାରୀ ସୁନ୍ଦରୀ — ପ୍ରସନ୍ନ କୁମାର ମେହେର
ଧ୍ୟାନମଗ୍ନ — ସସ୍ମିତା ସାହୁ
ତାଣ୍ଡବ ରଚେ ଅର୍ଣ୍ଣବ — ତପସ୍ୱିନୀ ଜେନା
*ତୁମରି ଇଛାର ମୂର୍ଚ୍ଛନା–ଜାହ୍ନବୀ ଚୌଧୁରୀ*
ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା
Peace-The heartbeat of the world — Matthew Lee Gbigbi
Peace-The heartbeat of the world — Dr.Sailabala Dash
Peace-The heartbeat of the world — Joscephine Gomez
Peace-The heartbeat of the world — James A.Livingstone
ଶାନ୍ତିର ସୂର୍ଯ୍ୟ  — ତପସ୍ୱିନୀ ଜେନା
ଶାନ୍ତିର ସୂର୍ଯ୍ୟ — ଚିନ୍ମୟୀ ମହାପାତ୍ର
Latest Post
ସିନ୍ଦୂର  — ବନଲକ୍ଷ୍ମୀ ମହାନ୍ତି  ବେଳ କାହିଁ — ତଫିଜୁଲ ହୋସେନ ହସେ ଆମ ବଗିଚା — ମମତା ଶତପଥୀ ପାର୍ବଣେ ବନଦୁର୍ଗା — ମିନତି ଦାଶ ଶ୍ରୀ ଗଣେଶ ଚତୁର୍ଥୀ —- ରେନି ରାଜେଶ୍ଵରୀ  ବାଟବଣା ପଥିକା — ରୋଜି ରଣା ଇଚ୍ଛା — ରୋଜି ରଣା କହ ଚକାଡୋଳା —କଳ୍ପନା ରାୟ                       ଦେବଶିଳ୍ପୀ ବିଶ୍ୱକର୍ମା — ଚିନ୍ମୟୀ ମହାପାତ୍ର  ସେ ଝିଅଟି ଭାରୀ ସୁନ୍ଦରୀ — ପ୍ରସନ୍ନ କୁମାର ମେହେର ଧ୍ୟାନମଗ୍ନ — ସସ୍ମିତା ସାହୁ ତାଣ୍ଡବ ରଚେ ଅର୍ଣ୍ଣବ — ତପସ୍ୱିନୀ ଜେନା *ତୁମରି ଇଛାର ମୂର୍ଚ୍ଛନା–ଜାହ୍ନବୀ ଚୌଧୁରୀ* ଶାନ୍ତିର ସୂର୍ଯ୍ୟ — ଭାରତୀ ପଣ୍ଡା Peace-The heartbeat of the world — Matthew Lee Gbigbi Peace-The heartbeat of the world — Dr.Sailabala Dash Peace-The heartbeat of the world — Joscephine Gomez Peace-The heartbeat of the world — James A.Livingstone ଶାନ୍ତିର ସୂର୍ଯ୍ୟ  — ତପସ୍ୱିନୀ ଜେନା ଶାନ୍ତିର ସୂର୍ଯ୍ୟ — ଚିନ୍ମୟୀ ମହାପାତ୍ର
Oct
2021
4

*TWO PARALLEL LINES YOU AND I–Suprajit kumar Sahu

TWO PARALLEL LINES YOU AND I Two parallel lines YOU and I They claim not merging of us, They are ignorant of our physics… And accept the eye deceit. Truth is……… at infinity we meet. The lines of action of the rays

 1,399 total views,  1 views today

Aug
2021
10

*ଝରା ପତର ର ଗୀତ–ସୁପ୍ରଜିତ୍ ସାହୁ*

#ଝରା_ପତର_ର_ଗୀତ ଝରା ପତରର କେଶରୀ ରଙ୍ଗରେ ଏତେ ତେଜ କାହିଁପାଇଁ ?? ଅଦିନ ବସନ୍ତ ସାଜିଥିଲ ତୁମେ ଗିତଟେ ଲେଖିଲା ନଈ……। ଝରଣାର ଝର ଘାସରେ କାକର କେତେ ମହନୀୟ କେତେ ମନୋହର ତୁମେ ମମତାରେ ବାନ୍ଧିଥିଲ ବୋଲି ଜହ୍ନକୁ ଝୁରିଲା କଇଁ…….। ଶବ୍ଦ ସବୁ ଆଜି ଅଭିମାନୀ ଯେହ୍ନେ ମଲା ତଟିନୀର ତୀର… ମୁଁ ଅବା କେମିତି

 602 total views,  1 views today

Aug
2021
10

*ସାହିତ୍ୟରେ ଯାଉ ପ୍ରାଣ–ସୁପ୍ରଜିତ୍ ସାହୁ*

#ସାହିତ୍ୟରେ_ଯାଉ_ପ୍ରାଣ ଏ ଜୀବନ ଦିଏ ମତେ ଯେବେ କଷଣ…ଯେତେ କଷଣ ଆଖି ଭରି ଦେଖିନିଏ ତୋ’ ସପନ….. ତୋ’ ସପନ ହଟିବ ହଟିବ ନଭୁ ଦୁଃଖର ବାଦଲ ଜାଗିବ ଚେତନା ଭାନୁ.. ଫେରିବ ସକାଳ ରାତି ସରି….ହେବ ପୁଣି….ସୁଖର ଦିନ……। ଅଙ୍କେ ଅଙ୍କେ ଆଙ୍କିଅଛୁ ଛନ୍ଦର ଅଙ୍କନ ତୁ’ କି ଜାଣୁ କେତେ ତୃପ୍ତି ପାଇଛି ଏ ମନ..

 797 total views

Aug
2021
10

*ଅଭୁଲା ଫଗୁଣ– ସୁପ୍ରଜିତ ସାହୁ*

#ଅଭୁଲା_ଫଗୁଣ ପ୍ରାତଃ ଚିରନ୍ତନେ ଏହି ସାୟନ୍ତନେ ତୁମେ ମନେପଡ଼ ବେଶୀ ବାଷ୍ପାକୁଳ କଣ୍ଠେ ଥର ଥର ଓଠେ ତୁମ କଥା ଭାବେ ବସି..। ଝୁରେ ମୋ’ ସପନ ଝୁରେ ମୋ’ ପରାଣ ମନର ଟାଙ୍ଗରା ଭୂଇଁ ଫଗୁଣ ଆସିଲା ଫୁଲ ବି ବସିଲା ତୁମେ ତ ଫେରିଲ ନାହିଁ….। ସାଥୀ ତୁମପାଇଁ ହୃଦୟ ଗହ୍ୱରେ ପ୍ରଣୟର ଦୀପ ଜଳେ

 1,024 total views

Aug
2021
10

*ଏକବିଂଶ ଶତାବ୍ଦୀର କବି_ସୁପ୍ରଜିତ ସାହୁ*

#ଏକବିଂଶ_ଶତାବ୍ଦୀର_କବି_୧ କବିତା ରୁ ମନ କଥା ପଢ଼ିହୁଏ ବୋଲି ଡର ଲାଗେ କଲମ ଧରିବା… କାଳେ ଶବ୍ଦ ସବୁ ଉତୁରି ଆସି ଓଦା ହେଇଯିବ କାଗଜ ଟୁକୁଡ଼ା…।। ଧରି ଆଣେନା ଘୋଡ଼ା ସମ ଧାବମାନ ଭାବ, ଆଙ୍କେନା ଛବି, ବସେନା ଭାବି ମୁଁ ଏକବିଂଶ ଶତାବ୍ଦୀର କବି…………. ଏଠି, ଜିଇଁବା ତ ଦୂର ମତେ ମରିବା ମନା, ହସିବା

 568 total views

Aug
2021
10

*ଦିନେ ପାହାନ୍ତିରେ–ସୁପ୍ରଜିତ ସାହୁ*

#ଦିନେ_ପାହାନ୍ତିରେ.. ଦିନେ ପାହାନ୍ତିରେ ମୋର ଭାଙ୍ଗିଗଲା ନିଦ । ଉଠିଲି, ଶୁଭିଲା କାହା ପାଉଁଜି ଶବଦ । ଦରଜା ମୁଁ ଖୋଲି ଦେଖେ ସେ ଶୀତ ସକାଳେ । ସପନ ରେ ଦେଖିଥିବା ପରୀ କି ସେ କାଳେ !! କୁହୁଡ଼ି ଅନ୍ଧାରେ ପାଦ ବଢ଼ିଲା ଆଗକୁ, କମ୍ପଇ ଶରୀର ପୁଣି ଥରୁଥାଏ ବୁକୁ, ଦୁକୁ ଦୁକୁ ଶୁଭେ

 685 total views

Aug
2021
10

*ଜନମିବି କାଳେ କାଳେ–ସୁପ୍ରଜିତ୍ ସାହୁ*

#ଜନମିବି_କାଳେ_କାଳେ ପଣତରେ ତୋର ଘୋଡ଼େଇଦେ ମାଆ ଦୁନିଆକୁ ଆଡ଼ କରି ଦୁଃଖୀ ହୃଦୟର କୋହପୂର୍ଣ୍ଣ କୁମ୍ଭେ ଆଶ୍ଵାସନା ଯାଉ ଭରି …। ଆଉଁସି ମଥାକୁ ଶୁଆଇଦେ ଥରେ ସରଗଟା ମିଳିଯାଉ ହିମ – ହୃଦୟଟା ତରଳି ନୟନୁ ନିର୍ଝରିଣୀ ବହୁଥାଉ…। ଆଉଥରେ ଆସି ପରଷିଦେ ମାଆ ଶାଗକୁ ଦହି ପଖାଳ ଜିଇଁ ଯାଇଥିବି ଆଉ କିଛି କ୍ଷଣ ସରିଯିବ

 222 total views

Aug
2021
10

*ନୂଆଁ କବିତାଟେ ଲେଖିବାପାଇଁ-ସୁପ୍ରଜିତ୍ ସାହୁ*

*ନୂଆଁ କବିତାଟେ ଲେଖିବାପାଇଁ–  ଯୋଉ ଆଖି ଦିନେ ପ୍ରେରଣା ଦିଏ ଆଖିରେ ଆଖିଏ ଉଷ୍ମତା ଭରି ଛାତିରେ ବହି ନେବାକୁ ଲକ୍ଷେ ଆଗ୍ନେୟଗିରିର ଉଦ୍ଗିରଣ.. ଛାଡ଼ି ଚାଲିଯାଏ ପୁଣି ଆଖି ଆର ପାରି ମହାଶୁନ୍ୟ ସେ ପାଖ ଦିଗବଳୟ ଭେଦି ଉତ୍ତପ୍ତ ଲୁଣା ଜଳରେ ସ୍ନାନ କରେ ସଦା ଆଖିର କଜଳ ଧୋଇବା ନେଇ ନୂଆଁ କବିତା ଟେ

 464 total views

Aug
2021
10

*ରଙ୍ଗହୀନ ହୋଲି (ସନେଟ)_ ସୁପ୍ରଜିତ ସାହୁ*

#ରଙ୍ଗହୀନ_ହୋଲି #ସନେଟ_୧ କୋଇଲିର କୁହୂ ମହୁଲର ମହୁ ଫଗୁଣର ଫଗୁଚିତା ବସନ୍ତର ରାଗ ଫୁଲରେ ପରାଗ ଆହୁରି ଅନେକ କଥା, ମନ ସହରର ସରହଦ ଲଙ୍ଘି କାହିଁ କେତେ ରଙ୍ଗ ନେଇ ହଁ’ କେହି ଜଣେ ହୋଲି ଆଗମନେ ଆସିଥିଲା ମନେନାହିଁ ପର୍ବତ – ଗଗନ ବାନ୍ଧିଥିଲେ ମନ ଦୂର ଚକ୍ରବାଳ ଠାରେ ପକ୍ଷୀର କାକଳି ରଚୁଥିଲା କେଳି

 621 total views

Aug
2021
10

*ଲୁହ ତୁମେ– ସୁପ୍ରଜିତ ସାହୁ*

#ଲୁହ_ତୁମେ ଲୁହ ତୁମେ, ନିଶବ୍ଦ ନିଶିର ନିରବ ଯମୁନା ନଈ, ବିଧବା ନାରୀର ବୁକୁ ତଳ କଇଁ କଇଁ ଅନ୍ଧାର ଅନ୍ତରେ ଆଲୋକର ଉପକ୍ରମ ମୃତ୍ୟୁ ଆରପାରେ ଜୀବନର ଅନ୍ୟନାମ । ଲୁହ ତୁମେ, ଆତ୍ମଗ୍ଲାନି ପରେ ଆଶାର ଉଦ୍ଗିରଣ କା ‘ ଲାଗି ଗ୍ରହଣ କା ‘ ଲାଗି ରୂପେଲି ଜହ୍ନ ସାଗର ଗରଭ ଶାମୁକାର ଲୁଣି

 548 total views

Aug
2021
10

*ପ୍ରଭାତ ବର୍ଣ୍ଣନା– ସୁପ୍ରଜିତ ସାହୁ*

#ପ୍ରଭାତ_ବର୍ଣ୍ଣନା (କ ଆଦ୍ୟାନୁପ୍ରାସ) କଳା ରଜନୀର କାଳିମା ବିନାଶି କରମୟ ଗଲେ ଉଇଁ, କାକ କଳଘୋଷ କଳରବ କଲେ କୁମୁଦ ଉଠିଲା ଚେଇଁ…..। କିମିଆ କିରଣ ବିଞ୍ଛିଦେଲେ ଯେବେ କଳାକର ଗଲେ ହଜି କୀର କିଶଳୟ ଛାଡ଼ି ଦୂରେ ଉଡ଼େ କି’ କହିବା ଶୋଭାରାଜି !! କୁହେଳିକା ଘେରେ ଶ୍ୟାମଳ କେଦାର କରେ ତାକୁ ଆଲିଙ୍ଗନ କଳକଣ୍ଠ ରବ

 14,485 total views

Aug
2021
10

*ହେ ମୃତ୍ୟୁ (୨)–ସୁପ୍ରଜିତ୍ ସାହୁ*

#ହେ_ମୃତ୍ୟୁ -୨ ହେ ମୃତ୍ୟୁ !! ଅନ୍ତ କରି ଏବେ ତମାମ ପ୍ରତୀକ୍ଷାର, ଅନ୍ତ କରି ଏବେ ତମାମ ସମୀକ୍ଷାର, ଆଲିଙ୍ଗନ କର……। ତୁମେ ଲିପ୍ସା, ଅବିଶ୍ରାନ୍ତ ବସ୍ତୁବାଦରୁ ମୁକ୍ତ ହୋଇ ଏବେଏବେ ଜୀବନକୁ ଚିହ୍ନୁଥିବା ଗୋଟିଏ ଅର୍ଦ୍ଧ ପରିପକ୍ୱ ପ୍ରାଣର…। ଏକ ନିଷ୍ପ୍ରାଣ ତଥା ଜୀବନ୍ତ ଆତ୍ମାର….। ମୁଁ ଧର୍ମରାଜ୍ ନୁହେଁ ଯେ ଅକ୍ଲେଶରେ ଲଙ୍ଘିପାରିବି ସୀମା

 607 total views

Aug
2021
10

*ରେ ମୃତ୍ୟୁ– ସୁପ୍ରଜିତ ସାହୁ*

#ରେ_ମୃତ୍ୟୁ ରେ ମୃତ୍ୟୁ……. ଯଦି ପ୍ରସ୍ତୁତ ତୁ ଆସିବାକୁ ପ୍ରସନ୍ନ ବଦନେ ଆ’… ଉନ୍ମୁକ୍ତ ଦୁଆର ସ୍ଵାଗତ ରେ ତୋ’ର ଛାତିରେ ଲଗାଇ ଯା’… ଜୀବନ ବାଟରେ ଏଇ ନେପଥ୍ୟରେ କିଛି ଚାଲିଗଲେ କିଛି ଭୁଲିଗଲେ କିଛି ଅଭିମାନ କିଛି ଅହମିକା କେବେ କୋଳାହଳ କେବେ ଏକା ଏକା…। ଯିଏ ଭୁଲିଯାଏ ସିଏ ଝୁରେ ନାହିଁ ଯାହା ଖୋଜାଯାଏ

 542 total views

Aug
2021
10

*କେଜାଣି ସେପାରିରେ କଣ ଥିବ–ସୁପ୍ରଜିତ୍ ସାହୁ*

#କେଜାଣି_ସେପାରିରେ_କଣ_ଥିବ ଏଇ ସୂର୍ଯ୍ୟ ଥିବ, ଥିବ ଚନ୍ଦ୍ର ବି ! କାଳେ ପକ୍ଷୀର କାକଳି ଆଉ ଜଳରେ ଶୀତଳତା ! ଥିବ ଶିଶୁର ସୌନ୍ଦର୍ଯ୍ୟ ପୁଣି ପୁଷ୍ପରେ ସୁରଭି !! ତୁମେ ତ ଯାଇଛ ବନ୍ଧୁ, ଏକ କୁହୁକୀ ଡାକରେ, କାଲି ମୁଁ ତା ପରେ ସିଏ। ହେଲେ, ଏ ପାରିରେ ତ ସାହିତ୍ୟ ଅଛି, କବିତା ଅଛି…..

 702 total views

Aug
2021
10

*ମୋ ହୃଦୟ ପିଲାଙ୍କ ପାଇଁ– ସୁପ୍ରଜିତ୍ ସାହୁ*

#ମୋ_ହୃଦୟ_ପିଲାଙ୍କ_ପାଇଁ ଚିହ୍ନା ଚିହ୍ନା ଲାଗେ ଯାର ସେ ଅଚିହ୍ନା ମୁହଁ, ଭିନ୍ନ ତା ଉଲ୍ଲାସ ନିରୀହ ଅଳି ର ଲୁହ ଘଞ୍ଚ ନିକାଞ୍ଚନେ ଯିଏ ସଦା ମୋର ସାଥୀ ଏ ଜିବନ ସାରା ମୋ ପାଇଁ ଯିଏ ଅତିଥି……। ମୋ ସବୁ ଦୁଃଖ ଯା ଟିକି ହସେ ହୁଏ ଶେଷ ଯା ‘ କାହାଣୀ ମତେ ସଜାଇଲା କବି

 931 total views

Aug
2021
10

*ସମୟ (କ୍ଷୁଦ୍ର କବିତା)–ସୁପ୍ରଜିତ୍ ସାହୁ*

#ସମୟ (କ୍ଷୁଦ୍ର କବିତା) ନା, ସମୟ କେବେ ଚାଲିଯାଏନି ….। ଚାଲିଯାଇଥିଲେ ଅତୀତକୁ କ’ଣ ଭୋଗି ହୁଅନ୍ତା, ଆଖି ବନ୍ଦ କରି ?? ସମୟ ଯାଏନି ବରଂ; ରୂପ ବଦଳାଏ….। ନିଜେ ବଦଳେ ଏକ ଆଭାସ ସ୍ଥିତିରେ, ଯହିଁ ଭିଜିହୁଏ, ବିନା ବର୍ଷାରେ…. ଯହିଁ ଝୁମିହୁଏ ବିନା ସ୍ପର୍ଶରେ…..। ସମୟ ଚାଲିଯାଏନି ବରଂ; ରହିଯାଏ ସବୁଦିନ ପାଇଁ, ଅବିଛିନ୍ନ

 659 total views

Aug
2021
10

*ନାରୀ– ସୁପ୍ରଜିତ୍ ସାହୁ*

#ନାରୀ କେବେ ପୁରୁଷର ପ୍ରୟୋଗଶାଳା ରେ ଲିଭି ଆସୁଥିବା ସେ ମିଞ୍ଜି ମିଞ୍ଜି ଦୀପଟିର ଇନ୍ଧନ କେବେ ଆକ୍ରୋଶର ଅଗ୍ନି କାଣ୍ଡରେ ଦର୍ପପୋଡ଼ିର ଲେଲିହାନ ଶିଖା କେବେ ସେ ନଈର ଛାଇ କେବେ ସିଏ ଖୋଲାବହି ଚନ୍ଦ୍ରଭାନୁ ଉପାଖ୍ୟାନ ବିରହୀ ନାୟିକା। ନାରୀ; ସିଏ ଦୁର୍ଗାଙ୍କର ଦାମ୍ଭିକତା, ମେନକାର ମାଦକତା, ଯାଜ୍ଞସେନୀ ଟିଏ…ଯେତେ ମହାଭାରତର, ସେ ସ୍ରଷ୍ଟା; ସଂସାରର…ସଂହାରର

 999 total views

Aug
2021
9

*ଉଜାଣି ଆତ୍ମା ଗୀତି – ସୁପ୍ରଜିତ ସାହୁ*

ଉଜାଣି ଆତ୍ମା ଗୀତି   ସୁପ୍ରଜିତ ସାହୁ   ***************************** ସେ କ୍ଷଣେ ବି ଥିବ ମନ୍ଦହାସ ଟିଏ ମଳିନ ବଦନେ – ପ୍ରାଣହୀନ ଦେହେ ମିହିରୁ ମିହିର ସରଳ ରେଖାରେ, ବାହୁଡ଼ିବି ଦିନେ ଚକ୍ରବାଳ ପାରେ……। ବନ୍ଧୁ ବଇରୀ ମୋ’ ସେ ଦିନ ସମାନ ସେ ମୁହୂର୍ତ୍ତ ସତେ କେତେ ପ୍ରୟୋଜନ ! ଜୀବନ ତେଜିବ ତା’ର ଗୁରୁ

 327 total views