ଭକ୍ତି ହିଁ ଶକ୍ତି – ସୁଜାତା ପତି

ଭକ୍ତି ହିଁ ଶକ୍ତି ଭକତି ରୁ ଶକ୍ତି ହୋଇଥାଏ ପ୍ରାପ୍ତି ସବୁ ତ ପ୍ରଭୁ ଙ୍କ ଦାନ ଅନ୍ତର ଭିତରେ ଭରିଦେଇ ଭକ୍ତି ଭାବ ବି କର ପ୍ରଦାନ । ଭାବ ଆସିଗଲେ ଭକ୍ତି ଆସିଯାଏ ଦାସିଆ ନଡ଼ିଆ ନେଲ ଭକ୍ତିର ଶକ୍ତି ରେ କରମା ଖେଚୁଡ଼ି ଆନନ୍ଦରେ ଭୁଞ୍ଜି ଥିଲ । ପ୍ରଭୁ
ଭକ୍ତି ହିଁ ଶକ୍ତି ଭକତି ରୁ ଶକ୍ତି ହୋଇଥାଏ ପ୍ରାପ୍ତି ସବୁ ତ ପ୍ରଭୁ ଙ୍କ ଦାନ ଅନ୍ତର ଭିତରେ ଭରିଦେଇ ଭକ୍ତି ଭାବ ବି କର ପ୍ରଦାନ । ଭାବ ଆସିଗଲେ ଭକ୍ତି ଆସିଯାଏ ଦାସିଆ ନଡ଼ିଆ ନେଲ ଭକ୍ତିର ଶକ୍ତି ରେ କରମା ଖେଚୁଡ଼ି ଆନନ୍ଦରେ ଭୁଞ୍ଜି ଥିଲ । ପ୍ରଭୁ
“ବାପୁ ତୁମେ ଫେରିଆସ” ଜାତିର ଜନକ ଶାନ୍ତିର ପ୍ରତୀକ ଅହିଂସା ର ପ୍ରାଣଦାତା ବାପୁ କହିଦେଲେ ତୁମକୁ ବୁଝାଏ ଧନ୍ଯ ମୋ ଭାରତ ମାତା। ସତ୍ଯର ପୂଜାରୀ ଦେଶର ମହାତ୍ମା ଆଉ ଥରେ ଫେରି ଆସ ଆଜି ଏ ଦେଶର ପରିସ୍ଥିତି ଦେଖି ନିଶ୍ଚୟ ହେବ ବିରଷ। ହତ୍ଯା ଲୁଣ୍ଠନ ଦୁର୍ନୀତି ଶୋଷଣ ଚାଲିଅଛି
ବିଷୟ..” ସବୁଜ ହୀରା” ରାଘବ ଜଣେ ଚାଷୀ ଘର ର ପିଲା।ତାର ପରିବାର କହିଲେ..ବାପା , ମାଆ ଏବଂ ଗୋଟେ ସାନ ଭାଇ ଛୋଟୁ। ରାଘବ ର ଶୈଶବ ଏବଂ କୈଶୋର ଅବସ୍ଥା ଗାଁ ରେ ବିତିଛି।ଗାଁ ର ଆମ୍ବ ତୋଟା, ଶୋରିଷ କ୍ଷେତର ସୁନ୍ଦରତା, ନଈ କୂଳର ସୁଲୁସୁଲୁ ବାଆ, କାଶତଣ୍ଡୀ ଫୁଲର ମଧୁରତା… ଆଉ
ବିଷୟ… “ଚାଲ ଆମେ ସବୁଜ ବନିବା” ସବୁଜ ସବୁଜ ଧରଣୀ ସବୁଜ ସବୁଜ ମନକୁ ମୋହେ ସବୁଜ ଓଢ଼ଣୀ ଭିତରେ ଧରଣୀ ମନର କଥାକୁ କୁହେ। ଆଜି ଏ ମଣିଷ ଅମଣିଷ ହୋଇ ବୃକ୍ଷ ସବୁ କାଟି ଦେଲା ଗଡିଆ ପୋଖରୀ ସବୁ ପୋତି ଦେଇ କଂକ୍ରିଟ ଜଙ୍ଗଲ କଲା। ସବୁଜ ଲୁଚିଲା
ମାଟିର ମଣିଷ ନିଜ ଗାଆଁ କାହାକୁ ବା ଭଲ ନ ଲାଗେ.. କାରଣ ଆମର ଜନ୍ମ ଗାଁ ରେ…ଆମେ ସହର ରେ ରହିଲେ ବି ନିଜର ପିଲାଦିନ କେବେ ଭୂଲୁନା…ପାଠପଢା ଶୈଶବର ଖେଳ …ସବୁ ଆମର ସ୍ମୃତି ହୋଇ ରହିଯାଏ।ଯେମିତି କି ଦୁଇ ସାଂଗ ଥିଲେ କାହ୍ନା ଆଉ ହରି…ସେମାନଙ୍କର ବାପା ଚାଷବାସ କରନ୍ତି।ବହୁତ ଜମିବାଡି।କାହ୍ନାର ଚାଷ
କପାଳ ଲିଖନ କପାଳ ଲିଖନ କେ କରିବ ଆନ କର୍ମଫଳ ମିଳିଥାଏ ଯାହା ଲେଖିଛନ୍ତି କପାଳେ ବିଧାତା ଅନ୍ଯଥା କରିବ କିଏ… ପ୍ରାରବ୍ଧ ଦ୍ବାରା ହିଁ କର୍ମଫଳ ଆସେ ରାଜା ପ୍ରଜା ସେ ମାନେନା ଆଜି ଯେ ଅମୀର କାଲି ସେ ଫକୀର ମୂହୁର୍ତ୍ତେ ବେଳ ମିଳେନା। କେତେ ସୁଖ ଅଛି କେତେ
ଜୀବନର ସତ୍ଯ ଏନ୍ତୁଡି ଶାଳରୁ ନାଟକ ଆରମ୍ଭ ମଶାଣୀ ରେ ଶେଷ ହୁଏ କାନ୍ଦି କାନ୍ଦି ଏଇ ସଂସାର କୁ ଆସି ଅନ୍ଯକୁ କନ୍ଦାଇ ଯାଏ। ମୃତ୍ଯୁ ନାମେ ଯେଉଁ ଭୟ ସୃଷ୍ଟି ହୁଏ ଆଉ କେଉଁ ନାମେ ନାହିଁ ତୋର ନାମ ଯିଏ ଥରେ ଶୁଣିଛି ରେ ଆତଙ୍କିତ ହୁଏ ସେହି…. ତୋ
“ଆମେ ରେ ଅମୃତ ସନ୍ତାନ” ସୃଷ୍ଟିକର୍ତ୍ତା କଲେ ମାନବ କୁ ସୃଷ୍ଟି ଅମୃତ ସନ୍ତାନ କରି ଶ୍ରେଷ୍ଠ ଜୀବ ବୋଲି ଏ ଧରା ଧାମରେ ପରିଚୟ ଦେଲେ ହରି। ଯେଉଁ ସନ୍ତାନ ର ଭରିଥିବ ହୃଦେ ସ୍ନେହ, ଦୟା, କ୍ଷମା ଭାବ ସଂସ୍କାର ସଂସ୍କୃତି ଆଧାରେ ଚାଲିବ ମନରେ ନ ରଖି କ୍ଷେଦ। ମଧୁର ବଚନ କହୁଥିବ ସଦା
ଆଭିଜାତ୍ଯ ସୁଜାତା ପତି ସମ୍ଭ୍ରାନ୍ତ ବଂଶର ବ୍ଯକ୍ତି କୁ ଦେଖିଲେ ଆଭିଜାତ୍ଯ ଠାଣି ଆସେ ତାଂକ ବେଶ ଭୂଷା ତାଂକ କଥା ବାର୍ତ୍ତା ସବୁଠି ସମ୍ଭ୍ରାନ୍ତ ଦିଶେ। ଆଭିଜାତ୍ଯ ଥାଇ ସଂସ୍କାର ନ ଥିଲେ କିଛି ତା’ର ମୂଲ୍ଯ ନାହିଁ କର୍ପୁର ନ ଥାଏ କନା ପଡିଥାଏ ଦର୍ପ କିନ୍ତୁ ଭାଙ୍ଗେ ନାହିଁ। ବାଜି
ପ୍ରେମ ହିଁ କେବଳମ୍ ପ୍ରେମ ସିନା ଅଟେ ଅଢେଇ ଅକ୍ଷର ପ୍ରେମ ହିଁ ସ୍ମୃତିର ସାଗର ପ୍ରେମ ହିଁ ଈଶ୍ବର ପ୍ରେମ ହିଁ ଶାଶ୍ବତ ପ୍ରେମ ଅଟେ ସତ୍ଯ ସୁନ୍ଦର। ପ୍ରେମ ଅଟେ ଏକ ପ୍ରସ୍ଫୁଟିତ ଫୁଲ ମନ ଭିଜେ ତା’ ମହକରେ ନିଜେ ଦୁଃଖ ପାଇ ଅନ୍ଯକୁ ହସାଏ
ମଲ୍ଲୀଫୁଲ ସୁଜାତା ପତି ମୋ ଦୃଷ୍ଟିରେ ତୁ ସବୁଠୁ ସୁନ୍ଦର ନାମ ତୋର ମଲ୍ଲୀ ଫୁଲ, ତୋ ଫୁଲ ବାସ୍ନାରେ ପୁଲକିତ କରୁ ରୂପ ତୋ ଅମୂଲ ମୂଲ । ମନ ଭିତରେ ମୁଁ ଖୋଜୁଥାଏ ତତେ ସର୍ବଦା ରହେ ତୋ ଅପେକ୍ଷାରେ, କେବେ ତୁ ଆସିବୁ ପ୍ରସ୍ଫୁଟିତ ହେବୁ ମହକିବୁ ସାରା
ହଜି ଯାଇଛି ମୋ ପିଲାଦିନ ପିଲାବେଳ କଥା ସୃତିରେ ଆସିଲେ ମନେ ପଡେ ଗାଁ କଥା ଅତୀତ ର ସୃତି ଜୀବନ୍ତ ହୁଅନ୍ତି ଭାବିଲେ ତ ଲାଗେ ବ୍ଯଥା… ଯେଉଁ ଅତୀତରେ ଖୁସି ଭରିଯାଏ ମୋର ସେଇ ପିଲା ବେଳ ଟିକେ ରାଗ ରୁଷା ଟିକେ କଟିମିଟି
ଅଭୂଲା ସ୍ମୃତି ଦୁଇ ବର୍ଷ ହେବ ଗାଁ କୁ ଯାଇ ନ ଥିଲି।କରୋନାର ଭୟ ଏବଂ ଶରୀରର ଅସୁସ୍ଥତା ଯୋଗୁ କେବଳ ଫୋନ୍ ମାଧ୍ଯମରେ ସମ୍ପର୍କ ରହୁଥିଲା।କିଛି ଦିନ ତଳେ ଜଣେ ଆତ୍ମୀୟ ଙ୍କର ବାହାଘର ଥିଲା।କେବଳ ପରିବାର ଲୋକଙ୍କୁ ନେଇ ଆୟୋଜନ ହୋଇଥିଲା। ବହୁତ ଦିନ ପରେ ସମସ୍ତଙ୍କୁ ଦେଖି ବହୁତ ଖୁସି ଲାଗୁଥିଲା…ବେଶୀ ଖୁସି ଲାଗିଲା
ଡାଏରୀ ଯେବେ ଠାରୁ ମୋର ସାଥି ହୋଇଛୁ ତୁ ଖୋଲି କହେ ସବୁ ମନର କଥା ଖାଲି ଶୁଣୁଥାଉ ଉତ୍ତର ଦେଉନା ଦୂର ହୋଇଯାଏ ମନର ବ୍ଯଥା। ଆପଣାର ଲୋକ ଅଛନ୍ତି ଅନେକ ଆଗ୍ରହେ ଶୁଣିବେ ଦୁଃଖର କଥା ସୁଖର କଥାକୁ ବାଣ୍ଟିବା ବେଳକୁ ଆସିଯାଏ ତାଂକ ମୁଣ୍ଡର ବ୍ଯଥା.. ସେତିକିରେ ତାଂକ ଦିନ
ଗ୍ରୀଷ୍ମ ତାପରେ ଜୀବନ ସୁଜାତା ପତି ୠତୁରାଜ ଗଲା ଗ୍ରୀଷ୍ମ ଆସିଲା ଉତ୍ତପ୍ତ ହୁଅଇ ଧରା, ଆଜି ଏ ଗ୍ରୀଷ୍ମରେ ଝାଞ୍ଜି ପବନରେ ଅସହ୍ଯ ଲାଗୁଛି ଖରା। ଓଡିଶା ଜଳୁଛି ତାତି ପବନ ରେ ଦେହ ହାତ ପୋଡିଯାଏ, ନିଷ୍ଠୁର ମଣିଷ ବୃକ୍ଷ ଲତା କାଟି ଅନ୍ଯକୁ
ଡାଏରୀ ^^^^^ ^^^^ ଯେବେ ଠାରୁ ମୋର ସାଥି ହୋଇଛୁ ତୁ ଖୋଲି କହେ ସବୁ ମନର କଥା ଖାଲି ଶୁଣୁଥାଉ ଉତ୍ତର ଦେଉନା ଦୂର ହୋଇଯାଏ ମନର ବ୍ଯଥା। ଆପଣାର ଲୋକ ଅଛନ୍ତି ଅନେକ ଆଗ୍ରହେ ଶୁଣିବେ ଦୁଃଖର କଥା ସୁଖର କଥାକୁ ବାଣ୍ଟିବା ବେଳକୁ ଆସିଯାଏ ତାଂକ ମୁଣ୍ଡର ବ୍ଯଥା.. ସେତିକିରେ
” ଜଗନ୍ନାଥ ତୁମେ ପରଂବ୍ରହ୍ମ” 🙏🏻ଜଗନ୍ନାଥ ତୁମେ ପରଂବ୍ରହ୍ମ ଅନାଦି ଅନନ୍ତ ସନାତନ ଜଗତ ଉଦ୍ଧାର କରିବା ପାଇଁ କି କଳି ଯୁଗେ ତୁମେ ଦାରୁବ୍ରହ୍ମ..🌹🙏🏻 ତୈତେୟାରେ ତୁମେ ରାମଚନ୍ଦ୍ର ରୂପେ ରାବଣ କୁ ହତ କଲ ଦ୍ବାପର ରେ ତୁମେ କହ୍ନେଇ ରୂପରେ କଂସ କୁ ନିଧନ କଲ।🌹🙏🏻 ଯୁଗେ
ଏଇତ ଜୀବନ ******** ********* ଜୀବନ ଟା ଏକ ରଙ୍ଗମଞ୍ଚ ଅଟେ ଅଭିନୟ କରି ବଞ୍ଚିଛୁ କେବେ ଖରା ରେ ତ ପାଦ ପୋଡିଯାଏ କେବେ ଛାଇ ରେ ବି ବସିଛୁ। ଏନ୍ତୁଡି ଶାଳରୁ ନାଟକ ଆରମ୍ଭ ମଶାଣୀ ରେ ଶେଷ ହୁଏ କାନ୍ଦି କାନ୍ଦି ଏଇ ସଂସାର କୁ ଆସି ଅନ୍ଯକୁ କନ୍ଦାଇ ଯାଏ। ହସ ଲୁହ