April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023
Feb
2023
13

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ – ସୀମାଞ୍ଚଳ ପଣ୍ଡା

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ   କର୍ମ ପାଇଁ ନର ଆସଇ ସଂସାର କରି ଚାଲେ ତା’ର ଜୀବନ ସାରା, ପରିବାର ଗଢ଼େ ସମାଜରେ ବଢ଼େ ତା’ବିନା କେ ଆଉ ଦେବ ଆଶରା!   ସବୁରି ନିମନ୍ତେ କର୍ମ କରି ସତେ ସକଳ ଆଶାରେ ପାଏ ଆଲୋକ, ଗଢ଼େ ଅନୁଷ୍ଠାନ କରେ ଶ୍ରମଦାନ ଏକାଠି ଚଳନ୍ତି ଏଠି ଅନେକ,

Loading

Feb
2023
13

ସବୁ କିଛି ଭୁଲ୍ ହୋଇଗଲା – ସୀମାଞ୍ଚଳ ପଣ୍ଡା

ସବୁ କିଛି ଭୁଲ୍ ହୋଇଗଲା   ସବୁ କିଛି ଭୁଲ୍ ହୋଇଗଲା ବୋଲି କହି ରଖୁଛି ମୁଁ ତୁମକୁ ଏବେ, ଜାଣିବା ଆଗରୁ ଚାହିଁ ଦେଇ ଦୂରୁ ଭୁଲ୍ ବୁଝିଥିଲି ମିଥ୍ୟା ଆବେଗେ।   ରୂପରଙ୍ଗ ଶୋଭା ଦେଖି ମନ ଲୋଭା ଟାଣି ହୋଇ ଗଲି ତୁମରି ପାଶ, ଭାବ ଭଙ୍ଗି ତୁମ ଜାଣିଲି ଉତ୍ତମ କାମନା ତୁମରି

Loading

Feb
2023
13

ହିସାବ ନିକାଶ – ସୀମାଞ୍ଚଳ ପଣ୍ଡା 

ହିସାବ ନିକାଶ   କର୍ମ କରିବାର ଅଛି ଅଧିକାର ସଂସାରେ ଜନମ ଲଭିଛ ଯେବେ, ହିସାବ ନିକାଶ ହୋଇବ ଅବଶ୍ୟ ବିନା ହିସାବେ କେ ରଖିବ ଭବେ!   ହିସାବ ନିକାଶ ନ ହେବାରୁ ଶେଷ ଆସ ବରାବର କରିବା ପାଇଁ, କର୍ମ ଫଳ ଭୋଗ କରିବ ଏ ଠାବ ଶେଷ ନହେଲେ କି ଛାଡ଼ିବ ସେହି? ସଞ୍ଚିଥିବା

Loading

Feb
2023
13

ଶୀତ କହେ ମିତ – ସୀମାଞ୍ଚଳ ପଣ୍ଡା 

ଶୀତ କହେ ମିତ   ଶୀତ କହେ ମିତ ନ ହୁଅ ବିବ୍ରତ ଦୁଃଖ ଜାଣି ଏବେ ଆସଇ ପୁଣି, ବିଶ୍ୱ ଲାଗି ଖୁସି ବାଣ୍ଟି ଦିବା ନିଶି ହସି ହସାଇବି ସାରା ଧରଣୀ।   ସୁଖକୁ ଅଜାଡ଼ି ଦୁଃଖ ନେବି କାଢ଼ି ସୁନାର ଫସଲେ ପୂରିବ ଧରା, ଅନାହାର ଦାଉ ନ ସାଧିବ ଆଉ ଭୋକ ନଖୋଲିବ

Loading

Feb
2023
13

ଭଲ କାମ କରି ରଖିବା ନାମ – ସୀମାଞ୍ଚଳ ପଣ୍ଡା

ଭଲ କାମ କରି ରଖିବା ନାମ   କର୍ମ ଯୋଗେ ନର ଜନ୍ମେ ମର୍ତ୍ତ୍ୟ ପୁର ଭୋଗ ଭବଭାବ ସଂଯୋଗ ହୋଇ, ପୂର୍ବର ସଞ୍ଚିତ କର୍ମଫଳୁ ଜାତ ପରଜନ୍ମ ଜୀବ ଜାତକ ନେଇ!   ଆପେ କର୍ମ କରି ଫଳ ଭୋଗ ସାରି ଜୀବ ଚଳି ଯାଏ ମୋକ୍ଷ କାରଣେ, ଯେଯାହାଅରଜେ ଭବଯୋଗେଭୁଞ୍ଜେ ଆନେ ନିନ୍ଦୁଥାଏ ଅବୋଧ ପଣେ,

Loading

Feb
2023
13

ଅମର କେ ଅଛି ମରତ ଧାମେ -ସୀମାଞ୍ଚଳ ପଣ୍ଡା

ଅମର କେ ଅଛି ମରତ ଧାମେ   ରକ୍ତ ମାଂସ ଦେହି ନର ଜନ୍ମ ବହି ଅମର କେ ଅଛି ମର୍ତ୍ତ୍ୟ ଭୁବନେ, କର୍ମ ଏକା ତା’ର କରଇ ଅମର ଜୀବନ ଚାଳେଯେ ସତ୍ୟସାଧନେ।   କର୍ତ୍ତବ୍ୟ ଯେ ଜନ ମଣେ ଭଗବାନ ପୁଣ୍ୟ କର୍ମେ ଧନ୍ୟ କରେ ଜୀବନ, ପାପେ କଦାଚନ ନ ହୁଏ ମଗନ ସବୁ

Loading

Feb
2023
13

ଜୀବ ତ ବଞ୍ଚିବ ଆପଣା କର୍ମେ – ସୀମାଞ୍ଚଳ ପଣ୍ଡା

ଜୀବ ତ ବଞ୍ଚିବ ଆପଣା କର୍ମେ     ଖଳ ଦଳ ବଳ ଜଗତେ ପ୍ରବଳ ତଳୁ ଉପରକୁ ଲମ୍ବିଛି ଧାଡ଼ି, ନୀରିହ ହାରୁଚି ଆପଣାର ରୁଚି ବଞ୍ଚିଥାଉଁ ଜୀବ ଯାଉଛି ଛାଡ଼ି।   ଧନ ଜ୍ଞାନ ମାନ ହୁଅଇ ଉଭାନ ଟାଉଟରୀ ପଣେ ନିଅନ୍ତି ଶୋଷି, ଜାଣି ନ ପାରନ୍ତି ପାପ କରାମତି ଅଜଣା ମୋହରେ ହୋଇଆକର୍ଷି,

Loading

Feb
2023
12

ହାତ ଠାରି ଡାକେ ଜନମ ଭୂଇଁ – ସୀମାଞ୍ଚଳ ପଣ୍ଡା

ହାତ ଠାରି ଡାକେ ଜନମ ଭୂଇଁ     ଅସହାୟ ଦେଖେ ହାତଠାରି ଡାକେ ସନ୍ତାନକୁ ତା’ର ଜନମ ଭୂଇଁ, ଅଭାବରେ ସଢ଼ି ମା କୋଳ ଛାଡ଼ି ଦାଦନ ଖଟିବ ବାହାରେ ଯାଇ!   ପୁଅ ଝିଅ ମୋର କରିବ ଅନ୍ତର ନିତି ଝୁରି ହେବି ତୁମରି କଥା, ଭିଟାମାଟି ଛାଡ଼ି ଦୂରେ ହେବ ତଡ଼ି ଘୂରି ଯାଉ

Loading

Feb
2023
5

ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା

ଅଳସ ଆଖିରେ ସୁଖ ସପନ   କର୍ମ ପାଇଁ ନର ଆସିଛି ସଂସାର କର୍ମ କରି ଯିବ ସାରା ଜୀବନ, ତା’ବିନା ସୁଦିନ ଦେଖିବ କେସନ ଅଳସ ଆଖିରେ ସୁଖ ସପନ!   ପ୍ରାରବ୍ଧ ସଙ୍ଗତେ ଆସଇ ମରତେ ଭୋଗିବ ଭୁବନ କର୍ମ ସଂଯୋଗେ, ଭବ ସୁଖ ଦୁଃଖ କରି ଯିବ ଭୋଗ ଆପଣାର ସାର ଅସାର ଭାବେ,

Loading

Jan
2023
21

ସମ୍ପର୍କ ସୌଧରେ ଭଉଣୀ ଭାଇ! – ସୀମାଞ୍ଚଳ ପଣ୍ଡା

ସମ୍ପର୍କ ସୌଧରେ ଭଉଣୀ ଭାଇ!    ସମ୍ପର୍କ ସଉଧ ଗଢ଼ିଛି ବିବିଧ ଶାଶ୍ୱତ ସମ୍ବନ୍ଧେ ହୋଇଛି ଯୋଡ଼ି, ସାର ଜୀବ ନର ଭବ ପରିବାର ମଣିଛି ଭାବରେ ଯାଇଛି ବୁଡ଼ି!   ମାତୃ ଗର୍ଭେ ରକ୍ତ ସମ୍ପର୍କ ସଶକ୍ତ ସନ୍ତାନ ସ୍ୱଜାତ ଶାଶ୍ୱତ ଶକ୍ତି, ଭ୍ରାତା ଭଗ୍ନୀ ଏକ ଭାବନା ପ୍ରଦୀପ୍ତ ମାତୃ ରକ୍ତ ପ୍ଳୁତ ଜ୍ୱଳନ୍ତ ଦୀପ୍ତି,

Loading

Jan
2023
18

ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି – ସୀମାଞ୍ଚଳ ପଣ୍ଡା

ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି   ଏଇଠି ଜନମ ଏଇଠି ମରଣ ଇଏ ଜନ୍ମଦାତ୍ରୀ ଜନନୀ ମୋର, ମୋଜୀବ ଜୀବନ ମୋହୃଦ ଚନ୍ଦନ ଏ ମାଟି ମୋ ପାଇଁ ସରଗ ପୁର!   ଏ ମାଟିରୁ ଦାନା ସର୍ବ ସମ୍ଭାବନା ଦିଏ ସଞ୍ଜୀବନ ପାଣି ପବନ, ଏ ମାଟିରେ ବାସ ଏଇଠି

Loading

Jan
2023
17

ହେ ଇତିହାସ ତୁମକୁ ମୋ ଶହେ ସଲାମ -ସୀମାଞ୍ଚଳ ପଣ୍ଡା 

ହେ ଇତିହାସ ତୁମକୁ ମୋ ଶହେ ସଲାମ     ଇତିହାସ ତୁମେ ଏହି ଧରା ଧାମେ ଘେନ ମୋ ସଲାମ ଶ୍ରଦ୍ଧା ସୁମନେ, ଶତ ସଲାମର ଯୋଗ୍ୟ ଗ୍ରନ୍ଥସାର ଝୁରେ ବିଶ୍ୱ ତୁମ ସ୍ମୃତି ଚାରଣେ!   ବିଶ୍ୱ ପ୍ରୀତି ତୁମ ଅତୁଲ୍ୟ ଉତ୍ତମ ସାଇତା ସ୍ମୃତିର ବିଜ୍ଞ ବିଜ୍ଞାନ, ପ୍ରାଚୀନ ସଂସ୍କୃତି ଯୁଗ ଜ୍ଞାନ ଜ୍ୟୋତି

Loading

Jan
2023
17

ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି -ସୀମାଞ୍ଚଳ ପଣ୍ଡା

ଏଇ ମାଟି ମୋର ସରଗ ପୁରୀ ଇଏଲାଗେ ମୋତେ ଚନ୍ଦନ ପରି   ଏଇଠି ଜନମ ଏଇଠି ମରଣ ଇଏ ଜନ୍ମଦାତ୍ରୀ ଜନନୀ ମୋର, ମୋଜୀବ ଜୀବନ ମୋହୃଦ ଚନ୍ଦନ ଏ ମାଟି ମୋ ପାଇଁ ସରଗ ପୁର!   ଏ ମାଟିରୁ ଦାନା ସର୍ବ ସମ୍ଭାବନା ଦିଏ ସଞ୍ଜୀବନ ପାଣି ପବନ, ଏ ମାଟିରେ ବାସ ଏଇଠି

Loading

Jan
2023
15

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ – ସୀମାଞ୍ଚଳ ପଣ୍ଡା

କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ   କର୍ମ ପାଇଁ ନର ଆସଇ ସଂସାର କରି ଚାଲେ ତା’ର ଜୀବନ ସାରା, ପରିବାର ଗଢ଼େ ସମାଜରେ ବଢ଼େ ତା’ବିନା କେ ଆଉ ଦେବ ଆଶରା!   ସବୁରି ନିମନ୍ତେ କର୍ମ କରି ସତେ ସକଳ ଆଶାରେ ପାଏ ଆଲୋକ, ଗଢ଼େ ଅନୁଷ୍ଠାନ କରେ ଶ୍ରମଦାନ ଏକାଠି ଚଳନ୍ତି ଏଠି ଅନେକ,

Loading

Jan
2023
10

ତୁମେ ମୋ ଆଖିର ଶତ ସପନ — ସୀମାଞ୍ଚଳ ପଣ୍ଡା

ତୁମେ ମୋ ଆଖିର ଶତ ସପନ   ହେ ଆନନ୍ଦମୟ ସଂସାର ହୃଦୟ ଅନ୍ତର ଦେବତା ପ୍ରାଣ ସ୍ପନ୍ଦନ, ଶୟନେ ସପନେ ଅବା ଜାଗରଣେ ତୁମେମୋ ଆଖିର ଶତ ସପନ!   ସଙ୍ଗତରେ ରହି ଦେଉଛ ବତାଇ ସଂସାର ଚଳଣି ଦେଖାଅ ବାଟ, ତୁମରି ଇଶାରେ ଆଶା ଭରସାରେ ଚଳେ ବଳେ ତୁମ କରଇ ନାଟ, ତୁମେ ଲୀଳାମୟ

Loading

Oct
2022
11

ଗୀତରେ ଗପ — ସୀମାଞ୍ଚଳ ପଣ୍ଡା

ଗୀତରେ ଗପ ଗୋଠେ ମେଳ ହେଲା ବଣକୁ ଚଳିଲା ଛାଡ଼ି ଦେଇ   ଛୁଆ ଆସିଲା ଘରେ, ଦିନ    ସାରା   ଚରି  ବାଟ  ଭୁଲି କରି ନ ପାରଇ ଫେରି ଗୋଷ୍ଠ ସଙ୍ଗରେ।   ଗାଈ ସେ  ବଉଳା   କେମିତି  ବାଉଳା ହୋଇଗଲା  ସତେ  ରହିଲା  ବଣେ, ବାଘ    ହେଲା  ଭେଟ କରିଲା  ଆକଟ ଖାଇବ   ଗାଈକୁ 

Loading

Oct
2022
7

ପ୍ରାରବ୍ଧ — ସୀମାଞ୍ଚଳ ପଣ୍ଡା

ପ୍ରାରବ୍ଧ   ପୂର୍ବ  କର୍ମଫଳ  ସଞ୍ଚିତ  ସକଳ ପର ଜନ୍ମେ ଭୋଗ  କରେ ମାନବ, ଭବ  ଜନ୍ମ  ଯୋଗ  ପ୍ରାରବ୍ଧ ସଂଯୋଗ କପାଳ  ଲିଖନ  ଆନ  କି  ହେବ?   ନିଜ    କର୍ମ   ଫଳ    ଆପଣା  ସମ୍ବଳ ଭୋଗ  କରେ  ନର ଜନମି ଭବେ, ଏ  ଜନମ     ଫଳ   ସଞ୍ଚେ   ଅବିକଳ ବିଧାତା   

Loading

Sep
2022
10

ହେ ଗୁରୁ ତୁମେ ମଙ୍ଗଳମୟ — ସୀମାଞ୍ଚଳ ପଣ୍ଡା                              

ହେ ଗୁରୁ ତୁମେ ମଙ୍ଗଳମୟ   ତୁମେ   ଦିବାକର  ଜ୍ଞାନ  ଆଲୋକର ଗୁରୁ ସାକ୍ଷାତ୍ ବ୍ରହ୍ମା ବିଷ୍ଣୁ ଶଙ୍କର, ତୁମେ  ଜ୍ୟୋତିର୍ମୟ  ହେ ମଙ୍ଗଳମୟ ଈଶ୍ୱର,   ବିଶ୍ୱର କଲ୍ୟାଣ କର।   ତୁମ  ଜ୍ଞାନ ବଳେ  ଏ  ମହୀ  ମଣ୍ଡଳେ ଚିହ୍ନାଅ    ଈଶ୍ୱର   ପରମ  ଶକ୍ତି, ଜାଣି   ପାରେ   ନର   ପରମାତ୍ମାଙ୍କର ଭାବେ ସ୍ୱଭାବରେ ଅରପେ ଭକ୍ତି,

Loading

Sep
2022
8

ଭାଷାର  ସୁରକ୍ଷା  ମାତୃଭୂମି ରକ୍ଷା — ସୀମାଞ୍ଚଳ ପଣ୍ଡା

ଭାଷାର  ସୁରକ୍ଷା  ମାତୃଭୂମି ରକ୍ଷା   ମାତା ପିତା ଭବେ ଯୁଗଳ ସଂଯୋଗେ ଶିଶୁ ଆସେ ହୋଇ ନୂଆଁ, ପୁରୁଣାରୁ     ସିନା   ନୂଆଁ   ସମ୍ଭାବନା ଅସାର   ଭାବିବା  କିଆଁ?   ଜଳ    ବାୟୁ   ତାପ   ସ୍ୱାଭାବିକ ରୂପ ଯୋଗୁଁ  ମଞ୍ଜି  ହୁଏ ଗଜା, ନୂଆଁ    ରୂପ   ତା’ର  ପୁରୁଣା  ତତ୍ତ୍ୱ’ର ସ୍ୱରୂପେ ହୁଏ  ସେ

Loading

Sep
2022
5

*ଶରତ ଅନୁଚିନ୍ତା – ସୀମାଞ୍ଚଳ ପଣ୍ଡା *

*ଶରତ ଅନୁଚିନ୍ତା* ***********************       ସୀମାଞ୍ଚଳ ପଣ୍ଡା     *********** ଶରତ   ସଂପ୍ରତି   ବଢ଼ାଏ  ସଂପ୍ରୀତି ଏବେ ନାହିଁ    ଆଉ ବରଷା କାହିଁ, ଏ ବେଳେ  ସଂସାର  ଆଣିବି ସଂସ୍କାର ସରଗ ଶୋଭାରେ ତୋଷିବି ମହୀ! ନିର୍ମାଣିବି     ମର୍ତ୍ତ୍ୟ    ସରଗ  ସ୍ଵୀକୃତ ରୂପ   ରଙ୍ଗ  ରସେ  ଭରସା  ରହି, ଜଗତରେ 

Loading