ସୁନୀଳ ଆକାଶ ସୀମାଞ୍ଚଳ ପଣ୍ଡା ସୁନୀଳ ଅମ୍ବର ତୁମ କଳେବର ଅନନ୍ତ ଅସୀମ ଉନ୍ମୁକ୍ତ ଅତି, କୋଟି ଜ୍ୟୋତିଷର ଦିବ୍ୟ ପ୍ରକାଶର ଲାବାଣ୍ୟ ପ୍ରତିମ ଘେନ ପ୍ରଣତି! ସହସ୍ର ସଉର ଜଗତର ଘର ଅଜସ୍ର ତାରକା ଶରୀରେ ଠୁଳ, ବ୍ରହ୍ମାଣ୍ଡ ପିଣ୍ଡର ଅନନ୍ତ ଭଣ୍ଡାର ସୌର ପରିବାର ଆଶ୍ରୟ
Read More
17 total views, 2 views today
ରକତେ ଲେଖିବି ତୋ ନାଆଁ ସୀମାଞ୍ଚଳ ପଣ୍ଡା ଆପଣା ରକତେ ଲେଖି, ଦେବି ତୋତେ ଚରମ ବେଳର ମରମ କଥା, ପ୍ରତିଶ୍ରୁତି ତୋର କେତେ ଗୁରୁତର ଲେଖେ ମୋ କପାଳେ ମରଣ ଗାଥା! ରାଣ ପକାଇଲୁ ପଣ କରିଥିଲୁ ସାତ ଜନମର ହେବାକୁ ସାଥୀ,
Read More
21 total views, 1 views today
ଶୋଷଣ ସୀମାଞ୍ଚଳ ପଣ୍ଡା କର୍ମଫଳ ଭୋଗ ଭବ ଜନ୍ମ ଯୋଗ ନର ପାଇଁ ସାର ଜନମ ଏହି, ମାନବିକ କର୍ମେ ସାଂସାରିକ ଧର୍ମେ ପୁଣ୍ୟବଳେ ଧନ୍ୟ ହୋଇବ ମହୀ। ସଂସାର ତ ସାର କି ଲାଗି ଅସାର କରମେ ମାତିବ ପୁଣ୍ୟ କୁ ଛାଡ଼ି, ଫଳଭୋଗ ଭବ ସଂଯୋଗେ ଆସିବ ଅବକାଶେ ମନ୍ଦେ
Read More
18 total views, 1 views today
ବାଳୁତ ସୂର୍ଯ୍ୟ ସୀମାଞ୍ଚଳ ପଣ୍ଡା ସକାଳ ସୂରୁଯ ସୁଢଳ ସହଜ ବାଳକ ସୁଲଭ ଗୁଣକୁ ଧରି, କଅଁଳିଆ ଖରା କମନୀୟ ଧରା କାନ୍ତ ଶାନ୍ତ ଶୋଭା ସୁମନ ଭରି । ପୁଷ୍କରିଣୀ ଜଳ ଦିଶେ ସୁନିର୍ମଳ କମଳ ଉଲ୍ଲସେ ଅରୁଣେ ଚାହିଁ, ପଶୁ ପକ୍ଷୀ ରୋଳ ଶୁଭେ କୋଳାହଳ
Read More
20 total views, 1 views today
ମଣିଷ ଗଛ ସୀମାଞ୍ଚଳ ପଣ୍ଡା ସଂସାରରେ ଗଛ ସର୍ବ ଗୁଣ ସ୍ୱଚ୍ଛ ବଞ୍ଚି ବଞ୍ଚାଉଛି ଜଗତ ସାରା, ଦେଉଛି ଜୀବନ କରେ ସମର୍ପଣ ଚାହେଁନା ସେ କେବେ ସୁଖ ସାହାରା । ପ୍ରକୃତିରେ ବଞ୍ଚେ ପ୍ରାଣୀ ପାଇଁ ସଞ୍ଚେ ସେବାରେ ସରାଗ କେମିତି ଦେଖ, କରିଛି
Read More
22 total views, 3 views today
ହେ..ମିତ୍ର! ସୀମାଞ୍ଚଳ ପଣ୍ଡା ହେ..ମିତ୍ର! ତୁମେ ଅନନ୍ତ ଗଗନେ କର ଅବସ୍ଥାନ ସଂସାର ହିତେ, ସକଳ ଶକ୍ତିର ତୁମେ ହିଁ ଆଧାର ଜ୍ଞାନ ଗାରିମାର ମୂଳ ଜଗତେ ! ତୁମରି ପ୍ରକାଶ ଅଜ୍ଞାନତା ନାଶ କରି ଆଲୋକିତ କରଇ ଧରା, ସକଳ ଜୀବନ ରକ୍ଷଣ କାରଣ ଦିଅ ସଂଜୀବନୀ ଜଗତେ ପରା । ତୁମ
Read More
21 total views, 4 views today
କର୍ମଫଳ ସୀମାଞ୍ଚଳ ପଣ୍ଡା ନିଜ କର୍ମଫଳ ଆପଣାର ବଳ ତା’ଲାଗି ସବଳ ଦୁର୍ବଳ ନର, କର୍ମଫଳ ଭୋଗ କର୍ତ୍ତାର ସଂଯୋଗ ଭବେ ଜନ୍ମଲାଭ ବିଧି ପ୍ରକାର । କର୍ମ ଭୂମି ଏହି ସସାଗରା ମହୀ କର୍ମ ପାଇଁ ଜୀବ ଜନ୍ମ ସକଳ, ଧରଣୀ ସେବକ ସାରା ଜୀବ ଦେଖ ସେବାରେ ସରିବ ଜୀବନ
Read More
24 total views, 1 views today
ଆମେ ସ୍ବାଭିମାନୀ ଓଡ଼ିଆ ସୀମାଞ୍ଚଳ ପଣ୍ଡା ସ୍ନେହ ମମତାର ଅତୁଲ୍ୟ ଭଣ୍ଡାର ଆତିଥ୍ୟ ମହତ୍ତ୍ଵ ସଂସ୍କାରେ ସାର, ବୀରତ୍ୱ କୃତିତ୍ୱ ଧର୍ମ ଜ୍ଞାନ ତତ୍ତ୍ୱ କଳା ବାଣିଜ୍ୟରେ ବିଶ୍ୱ ବିଭୋର। ଆମେରେ ଓଡ଼ିଆ ସଂସାରେ ବଢ଼ିଆ ମଣୁଛୁ ବସୁଧା କୁଟୁମ୍ବ ପରି, ଭାଳୁ ନାହୁଁ ଆମେ ଭେଦ ଭାବ ନାମେ ବଞ୍ଚିବୁ
Read More
15 total views, 1 views today
ଅଂଶୁଘାତ ସୀମାଞ୍ଚଳ ପଣ୍ଡା ନିଦାଘ ଆଘାତ ବଢ଼େ ଅପ୍ରମିତ ବିଷମ ଗ୍ରୀଷମେ ବିପନ୍ନ ଧରା, ଉତ୍ତାପ ପ୍ରତାପ ଅନଳ ସ୍ୱରୂପ ଜ୍ୱଳନେ ସଂସାର ଆତଙ୍କ ଭରା। ଯା’ଲାଗି ଜୀବନ ଚରାଚରେ ଦାନ ପ୍ରଗତି ନାମରେ ଦିଏ ଉଜାଡ଼ି, ମଣିଷ ଦୋଷରେ ପ୍ରକୃତି ରୋଷରେ ଅଟକି ଯାଉଛି ଜୀବନ
Read More
11 total views, 1 views today
କପଟ ମିତ୍ର ସୀମାଞ୍ଚଳ ପଣ୍ଡା କପଟେ ମଇତ୍ର ବଇରି ଚରିତ୍ର ନିପାତ ନିମନ୍ତେ ଗୁପତ ପେଶା, ଅନ୍ତରେ ନଥାଇ ହୁଅଇ ଦେଖାଇ ମିଛ ଅଭିନୟ ବିଷ ପରଶା ! କପଟ ପଶାରେ ଶକୁନି ପେଶାରେ କୌରବେ ଭୋଗନ୍ତି ମହା ଦୁର୍ଦ୍ଦଶା, ଜୟଚନ୍ଦ୍ର ବରି ମହମ୍ମଦ ଘୋରୀ ପୃଥ୍ୱୀରାଜ ଦିଏ ମାରକ
Read More
23 total views, 1 views today
ସଦୟ ହୁଅ ହେ ଘନ ନିଦାଘର ରୋଷ ବଢ଼େ ଅହର୍ନିଶ ଉତ୍ପାତ ନିର୍ଘାତେ ସଂସାର ନାଶେ, ଜଳୁଛି ବସୁଧା ଜଳ ହୀନ ବାଧା ବଢ଼ିଲାଣି ଗ୍ରୀଷ୍ମ ଭୀଷ୍ମ ପ୍ରକାଶେ। ବହୁ ଦୂରେ ମେଘ ଅଭାବେ ସରାଗ ବାତ୍ୟା ଅଗତ୍ୟାରେ ଯାଉଛି ଉଡ଼ି, ବିଶ୍ୱ କହେ ଘନ ରଖ ହେ ଜୀବନ
Read More
32 total views, 3 views today
ଛବି ବହି ଛବି ବହି ଯୁଗ ରଚି ଯାଏ ଦେଖ ଶିଶୁ ଉପଯୋଗୀ ବହିରେ ସାର, ଶିଶୁ ମନ ଜାଣି ଶିକ୍ଷା ଦିଏ ପୁଣି ସରଳ ଶିକ୍ଷଣ ମୂଳ ଆଧାର। ପ୍ରକୃତି ଦରବ ଦେଖା ଶୁଣା ଭାବ ନାନା ରଙ୍ଗେ ଛବି ବହିରେ ଅଙ୍କା, ଦେଖି
Read More
29 total views
ସଦୟ ହୁଅ ହେ ଘନ ନିଦାଘର ରୋଷ ବଢ଼େ ଅହର୍ନିଶ ଉତ୍ପାତ ନିର୍ଘାତେ ସଂସାର ନାଶେ, ଜଳୁଛି ବସୁଧା ଜଳ ହୀନ ବାଧା ବଢ଼ିଲାଣି ଗ୍ରୀଷ୍ମ ଭୀଷ୍ମ ପ୍ରକାଶେ। ବହୁ ଦୂରେ ମେଘ ଅଭାବେ ସରାଗ ବାତ୍ୟା ଅଗତ୍ୟାରେ ଯାଉଛି ଉଡ଼ି, ବିଶ୍ୱ କହେ ଘନ ରଖ ହେ ଜୀବନ ଜଳ ବିନା ପ୍ରାଣ ଯାଉଛି ଛାଡ଼ି, କର
Read More
29 total views, 1 views today
କର୍ମଫଳ ସୀମାଞ୍ଚଳ ପଣ୍ଡା ନିଜ କର୍ମଫଳ ଆପଣାର ବଳ ତା’ଲାଗି ସବଳ ଦୁର୍ବଳ ନର, କର୍ମଫଳ ଭୋଗ କର୍ତ୍ତାର ସଂଯୋଗ ଭବେ ଜନ୍ମଲାଭ ବିଧି ପ୍ରକାର। କର୍ମ ଭୂମି ଏହି ସସାଗରା ମହୀ କର୍ମ ପାଇଁ ଜୀବ ଜନ୍ମ ସକଳ, ଧରଣୀ ସେବକ ସାରା
Read More
17 total views, 1 views today
ଅଂଶୁଘାତ ସୀମାଞ୍ଚଳ ପଣ୍ଡା ନିଦାଘ ଆଘାତ ବଢ଼େ ଅପ୍ରମିତ ବିଷମ ଗ୍ରୀଷମେ ବିପନ୍ନ ଧରା, ଉତ୍ତାପ ପ୍ରତାପ ଅନଳ ସ୍ୱରୂପ ଜ୍ୱଳନେ ସଂସାର ଆତଙ୍କ ଭରା। ଯା’ଲାଗି ଜୀବନ ଚରାଚରେ ଦାନ ପ୍ରଗତି ନାମରେ ଦିଏ ଉଜାଡ଼ି, ମଣିଷ ଦୋଷରେ ପ୍ରକୃତି ରୋଷରେ ଅଟକି ଯାଉଛି ଜୀବନ
Read More
23 total views, 1 views today
ଅଂଶୁଘାତ ନିଦାଘ ଆଘାତ ବଢ଼େ ଅପ୍ରମିତ ବିଷମ ଗ୍ରୀଷମେ ବିପନ୍ନ ଧରା, ଉତ୍ତାପ ପ୍ରତାପ ଅନଳ ସ୍ୱରୂପ ଜ୍ୱଳନେ ସଂସାର ଆତଙ୍କ ଭରା। ଯା’ଲାଗି ଜୀବନ ଚରାଚରେ ଦାନ ପ୍ରଗତି ନାମରେ ଦିଏ ଉଜାଡ଼ି, ମଣିଷ ଦୋଷରେ ପ୍ରକୃତି ରୋଷରେ ଅଟକି ଯାଉଛି ଜୀବନ ଗାଡ଼ି, ତରୁ
Read More
17 total views, 1 views today
ଆମେ ସ୍ବାଭିମାନୀ ଓଡ଼ିଆ ସ୍ନେହ ମମତାର ଅତୁଲ୍ୟ ଭଣ୍ଡାର ଆତିଥ୍ୟ ମହତ୍ତ୍ଵ ସଂସ୍କାରେ ସାର, ବୀରତ୍ୱ କୃତିତ୍ୱ ଧର୍ମ ଜ୍ଞାନ ତତ୍ତ୍ୱ କଳା ବାଣିଜ୍ୟରେ ବିଶ୍ୱ ବିଭୋର। ଆମେରେ ଓଡ଼ିଆ ସଂସାରେ ବଢ଼ିଆ ମଣୁଛୁ ବସୁଧା କୁଟୁମ୍ବ ପରି, ଭାଳୁ ନାହୁଁ ଆମେ ଭେଦ ଭାବ ନାମେ ବଞ୍ଚିବୁ
Read More
15 total views, 1 views today
ନେଇଯାରେ ମେଘ ମୋତେ ସୀମାଞ୍ଚଳ ପଣ୍ଡା ନେଇଯାରେ ଦୂରେ ପ୍ରିୟା ପାଶେ ଥରେ ଘନ ମନେ ତୋର ଶରଧା ବହି, ମନର ମୟୂରୀ ଉଠଇ ଶିହରୀ ନିଅ ମୋତେ ମଧୁ ମହ୍ଲାର ଗାଇ। ପ୍ରିୟା ମୋର ଏକା ବିରହୀ ରାଧିକା ସମାନ ବିରହେ କାଟଇ ଦିନ, ମୋ
Read More
23 total views, 1 views today
ଭାବର ଠାକୁର ସୀମାଞ୍ଚଳ ପଣ୍ଡା ଭାବର ଠାକୁର ଭାବେ ତୋ ଆଦର ଭାବ ବଳେ ଚାଳ ସାରା ସଂସାର, ଭାବରେ ବିନୋଦ କର ସଦାନନ୍ଦ ଅଭାବେ କି କରି ପାର ଅନ୍ତର! ତୁମେ କୃପାନିଧି କରୁଣା ବାରିଧି ଭବ ଭାବେ କୃପା ଦିଅ ବରଷି, ଶ୍ରଦ୍ଧାରେ ତୁମର ପ୍ରେମ
Read More
30 total views, 4 views today
ଅଫେରା ଫଗୁଣ ଫଗୁଣ ସହସା ହୁଏ ଲୋକ ହସା ହଜାଇ ଦେଲାଣି ମହତ ଗୁଣ, ମଣିଷ ଦୁର୍ଗୁଣ ନାଶେ ଆକର୍ଷଣ ଫେରି ଯିବାପାଇଁ କଲାଣି ମନ। ଫଗୁଣ ସମ୍ପଦ ଉଦ୍ଭିଦ
Read More
21 total views, 1 views today