Oct
2020
28
ଶକ୍ତ ପୁରୁଷ

ଶକ୍ତ ପୁରୁଷ ଗର୍ଭ ରୁ ଯେବେ ଜନମ ହୋଇଲି କୁଆଁ କୁଆଁ ହୋଇ କାନ୍ଦିଲି, ଅମୀୟ ସମାନ ଶାନ୍ତି ମୁଁ ପାଇଲି ମାଆ କୋଳ ଯେବେ ଧରିଲି। ଗୁରୁଣ୍ଡି ଗୁରୁଣ୍ଡି ଚାଲିଲି ଯେବେ କେତେ ଥର ଝୁଣ୍ଟି ପଡ଼ିଲି, କ୍ଷତ ଶରୀର କୁ ଦେଖିଦେଇ ଟିକେ ଚିତ୍କାର କରିକି କାନ୍ଦିଲି। ଟିକେ ବଡ଼ ହେଲି ବୁଦ୍ଧି ପଶିଗଲା ଜାଣିଲି
249 total views