Dec
2020
25
ସାହିତ୍ୟ ବିନ୍ଧାଣି ଫକୀରମୋହନ–ସମର ବଲ୍ଲଭ ଭୋଇ

ସାହିତ୍ୟ ବିନ୍ଧାଣି ଫକୀରମୋହନ ଯୁଗଜନ୍ମା ସାହିତ୍ୟପୁରୁଷ ବ୍ୟାସକବି ନାମେ ପରିଚିତ ଜନ୍ମ ତାଙ୍କର ଜିଲ୍ଲା ବାଲେଶ୍ବର ଗାଁ ଥିଲା ମଲ୍ଲିକାଶପୁର। ସଂକ୍ରାନ୍ତି ପୁରୁଷ ନାମ ତାଙ୍କ ଫକୀରମୋହନ ମକର ସଂକ୍ରାନ୍ତି ରେ ଜନ୍ମ ତାଙ୍କର ମିଥୁନ ସଂକ୍ରାନ୍ତି ରେ ଇହଲୀଳା ସମ୍ବରଣ। ବ୍ରଜମୋହନ ରୁ ଫକୀରମୋହନ ହୋଇଥିଲା ତାଙ୍କ ନାମକରଣ। ସାହିତ୍ୟ ସାଧକ ସାହିତ୍ୟ ପୁରୁଷ ଓଡ଼ିଆ ଭାଷାର