ସଜ ସକାଳ ଛୋଟ କୁଡିଆ ତା ସାଥେ ମାଟି କାନ୍ଥ ରେ ଲିପା ହୋଇଥାଏ ଭଳିକି ଭଳି ଚିତ୍ର l ଦେଖିଲେ ଜଣାପଡେ ଆଦିବାସୀ ଅଞ୍ଚଳ କିନ୍ତୁ ଦୁନିଆ ର ସବୁ ଶାନ୍ତି ବୋଧେ ପ୍ରକୃତି ସେଇଠି ଢାଳି ଦେଇଥିଲା l ସକାଳ ର ସିନ୍ଦୂର ଫଟା କିରଣ ଯେବେ କୁଡିଆ ର ଚତୁର୍ଦ୍ଦିଗ ରେ ପଡେ କାକର
Read More
18 total views
ଆଭିଜାତ୍ୟ ଅତୀତ ର ପୃଷ୍ଠା ଓଲାଟାଇ ଯେବେ , ଦେଖିଲି ଆଭିଜାତ୍ୟ କୁ l କେତେ କଟୁ ସତ୍ୟ କେତେ ମିଥ୍ୟା ଉପନ୍ୟାସ , ଆସିଲା ଆଖି ସାମ୍ନା କୁ l ଜନମ ର ପାଦ ଚିହ୍ନେ ଲେଖା ହୁଏ ଯେବେ , ଆଭିଜାତ୍ୟ ର ଛାପ ମୋହର କୁ l ଯୂଇ ଧୂଆଁ ରେ ଉଭେଇ
Read More
86 total views, 1 views today
ଯାହାର ନାଁ ମା ସବିତା ପଟ୍ଟନାୟକ ଜୀବନ୍ତ ପିଣ୍ଡୁଳା ଭାବେ ଦଶମାସ ଦଶ ଦିନ ଯାହାର ପଞ୍ଚ ଇନ୍ଦ୍ରିୟର ସାହାରା ରେ ଦୁନିଆକୁ ଅନୁଭବ କରାଯାଏ ……. ସିଏ ହେଉଛୁ ତୁ…. ଯେଉଁ ସ୍ପର୍ଶ ର ହୃଦୟ ମନ ଆନ୍ଦୋଳିତ ହୋଇ ଆଖିରେ ଅଶ୍ରୁ ଆଣିଥାଏ …. ସେଇ ଛୁଆଁ ହିଁ ତୋର… କୁଆଁ କୁଆଁ କାନ୍ଦ
Read More
ପ୍ରକୃତି ର ଛବି ,,,,,,,,,,,,,,,, ରାତିରେ କୁହୁଡ଼ି ଦିନ ରେ ମରୁଡି , କେବେ ମାରେ ଘଡ଼ଘଡ଼ି , ଚହଲା ପାଣିର ଫୋଟକା ରେ ପୁଣି ଡର ବସି ଯାଏ ମାଡି .. l ଇତଃସ୍ତତ ଆଜି ମୋ ପ୍ରକୃତି ର ରୂପ , କରିକି ସବୁକୁ ଲୋପ , ଜୀବନ ଚର୍ଯ୍ୟା ରେ ଅବହେଳା ନାହିଁ ପ୍ରକୃତି
Read More
29 total views
ଜୀବନ ଇଚ୍ଛା କରେ ହେବାକୁ କବି ହସୁ ହସୁ ଟୋପେ ଲୁହ , ଚାଲୁ ଚାଲୁ ବଢେ ମୋହ , ପୂର୍ଣ୍ଣଚ୍ଛେଦ ର ଠିକଣା ନଜାଣି କାଇଁ ବଢ଼ାଉଛୁ କୋହ ରେ ଜୀବନ କାଇଁ ବଢାଉଛୁ କୋହ..l ଖେଳୁ ଖେଳୁ ହୁଏ ବଣା , ଆଖିଥାଇ ହୁଏ କଣା , ଅନ୍ଧାର ଭିତରେ ବାଡ଼ି ବୁଲାଇ ତୁ
Read More
36 total views