କନ୍ୟା ବଞ୍ଚାଅ *********** କନ୍ୟା ଭ୍ରୁଣ ବୋଲି ନଷ୍ଟ କର ନାହିଁ ବଞ୍ଚିବା କୁ ମୋତେ ଦିଅ, ମାତା ଗର୍ଭ ରୁ ଯେ ଏତେ ହିନିମାନ କାହିଁ କର ମୋତେ କୁହ ? କନ୍ୟା ସନ୍ତାନ ଟି କ୍ଷତିକାର ନୁହେଁ ଏଇ ସମାଜ ଟି ପାଇଁ, ଏକାଧାରରେ ଜାୟା, ଜନନୀ, ପୁଣି ଭଗିନୀ ହୁଏ ବୋଲାଇ। ଚାହେଁ ନାହିଁ
Read More
28 total views, 1 views today
ବଦଳିଛି ସମୟ *********** ବଦଳି ଯାଇଛି ସଭିଙ୍କ ଜୀବନ ନାହିଁ ପୁରୁଣା ସମୟ, ହାତ ପାହାନ୍ତା ରେ ଦୁନିଆ ଟି ଆଜି ଲାଗେ ବହୁ ସୁଖମୟ। ମନୋରଞ୍ଜନ ର ମାଧ୍ୟମ ଅଟେ ଏ ପ୍ରଶ୍ନ ର ଉତ୍ତର ଦିଏ, ସମୟ ଚାଲିଯାଏ ଜଣା ପଡ଼େନି ନିଜକୁ ସେ ଭୁଲି ଯାଏ। ଫେସବୁକ, ଗୁଗଲ, ୟୁଟ୍ୟୁବ ଆଦି କରୁଅଛି ଯେ
Read More
31 total views, 2 views today
ମକର ସଂକ୍ରାନ୍ତି ଓଡ଼ିଶା ମାଟିରେ ନାନା ପର୍ବ ମାନ ଅନୁଷ୍ଠିତ ହୋଇଥାଏ, ସଭିଏଁ ମିଶି ଯେ ପାଳନ କରନ୍ତି ଭାଇଚାରା ସୃଷ୍ଟି ହୁଏ। ବର୍ଷ ଆରମ୍ଭରେ ମାଘ ମାସ ରେ ଯେ ହୁଏ ମକର ସଂକ୍ରାନ୍ତି, ଏହି ଦିନ ବଡ଼ ଦେଉଳରେ ହୁଏ ବିଭିନ୍ନ ନୀତି ଓ କାନ୍ତି। ମକର ବେଶରେ ଚତୁର୍ଦ୍ଧା ମୂରତି
Read More
22 total views
ଜୀବନ ******* ଜୀବନ ନୁହେଁ କେବେ ସହଜ ପଥ ଲାଗିଥାଏ ଦୁଃଖ ସୁଖ, ସମୟ ଇସାରା ରେ ଚାଲନ୍ତି ସର୍ବେ ନର ସମୟ ର ଦାସ। ଚାହେଁ ସେ ଅନେକ ପାଏ ବହୁ ସ୍ୱଳ୍ପ ଇଛା ହୁଏ ନାହିଁ ପୂର୍ଣ୍ଣ, ମନ କୁ ତା’ର ରଖେ ନାହିଁ ଆୟତ୍ତେ ଦୁଃଖଦ ହୁଏ ଜୀବନ। ଅତୀତ କୁ ଭାବି ବହୁ
Read More
27 total views
ସମୟର ଖେଳ ତୃଷା ରେ ମୋହର ଶୁଖିଯାଏ ଗଳା ମିଳେ ନାହିଁ ଟୋପେ ଜଳ, ଛାଇ ଟେ ଖୋଜିଲେ କାହୁଁ ଯେ ମିଳିବ ଏହି ଯେ ସମୟ ଖେଳ। ଦିନ ଥିଲା ଏଠି ସବୁଜିମା ଭରା ଜଙ୍ଗଲ ଯେ ରହିଥିଲା, ଖାଦ୍ୟ ଖାଇବାକୁ ନାନା ଫଳ ମୂଳ ପ୍ରଚୁର ଯେ ମିଳୁଥିଲା। ଏଇ ଡାଳ ରୁ ମୁଁ ସେଇ
Read More
28 total views
ଚାଷୀ ଓଡ଼ିଶା ମାଟି ର ସେ ଗର୍ବ ଗୈାରବ ମାନେ ନାହିଁ ବର୍ଷା ଖରା, ତା’ରି ପାଇଁ ସଭିଏଁ ଦାନା ପାଆନ୍ତି ଗର୍ବ କରେ ଏହି ଧରା। ନିଜ ର ଦୁଃଖ କୁ ନଥାଏ ଖାତିରି ଖଟୁ ଥାଏ ସିଏ ନିତି, ସୁନା ର ଫସଲ ଅମଳ କରି ସେ ପାଉଥାଏ ବହୁ ଶାନ୍ତି। ପ୍ରତି ପ୍ରଭାତ ରୁ
Read More
29 total views
ଓଡ଼ିଆ ପୁଅ ଓଡ଼ିଶା ମାଟିରେ ଜନମ ମୋର ଯେ ଅଟେ ମୁଁ ଓଡ଼ିଆ ପୁଅ, କଳା, ସଂସ୍କୃତି ରେ ଆମ କାରୁକାର୍ଯ୍ୟ କେଉଁଥିରେ କମ୍ ନୁହଁ। ଦେଖାଇବୁ ଆମେ ନାନା ପରକାର ଦେଶ ର ସବୁ ପ୍ରତିଭା, ହାରିଯିବୁ ନାହିଁ ଜୀବନ ର ପଥେ କରିବୁ ଦେଶ ର ସେବା। ଶୁଭସ୍ମିତା ମହାନ୍ତି, ନବରଙ୍ଗପୁର 32 total views, 1 views
Read More
32 total views, 1 views today
ଆମ ସଂସ୍କୃତି ####### ଆମ ସଂସ୍କୃତି ଓ ପରମ୍ପରା ଅଟେ ବିଶ୍ଵ ରେ ଅତି ମହାନ, ବାର ମାସରେ ଯେ ତେର ଗୋଟି ପର୍ବ ଦିଅଇ ଆମକୁ ଜ୍ଞାନ। ସାମାଜିକ ଜୀବନର ପରମ୍ପରା ଆଦର୍ଶ ଓ ରୀତି ନୀତି, ପାଳନ କରନ୍ତି ସଭିଏଁ ଏହାକୁ ଏହା ହିଁ ଆମ ସଂସ୍କୃତି। ଆମ ଓଡ଼ିଶାର କଳା ଓ ସ୍ଥାପତ୍ୟ ପୂଜା
Read More
115 total views, 1 views today
Lets talk with a young and dynamic laureate Subhasmita Mohanty hails from Nabarangapur , district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ – ସୁଶ୍ରୀ ଶୁଭସ୍ମିତା ମହାନ୍ତି। ପିତାଙ୍କ ନାମ- ଶ୍ରୀ
Read More
606 total views
ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ଚଳିତ ବର୍ଷ-୨୦୨୩ ପାଇଁ ଯେଉଁ ଯୁବ ପ୍ରତିଭା ମାନେ *ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩* ପାଇଁ ସାକ୍ଷାତକାର ଦେଇଛନ୍ତି ସେମାନଙ୍କ ନାମ ପ୍ରକାଶ କରୁଛୁ। ଆପଣମାନେ ତାଙ୍କ ଦ୍ୱାରା ଲିଖିତ ସାକ୍ଷାତକାର ପଢିବାକୁ ଚାହୁଁଥିଲେ ତାଙ୍କ ଫୋଟୋ ରେ ଅବା ଫୋଟୋ ତଳେ ଥିବା ନାମକୁ ଛୁଇଁ ଦିଅନ୍ତୁ। ଆଉ ମାତ୍ର ତିନି
Read More
62,725 total views, 1 views today