ନିହାଣ ମୁନରେ ପଥର °°°°°°°°°°°°°°°°°° ଓଡ଼ିଆ ପୁଅ ମୁଁ ଓଡ଼ିଆ ରକ୍ତରେ ପଥରରେ ଲେଖେ ଗୀତି କଙ୍କାଳ ସମ ପଡ଼ି ନରହେ ମୁଁ ମନେ ନଥାଏ ମୋ ଭୀତି,,,, ପଥର ଖୋଳି ଝରାନ୍ତି ତ ପାଣି ମୁଁ ଝରାଏ ଏଠି ସ୍ମୃତି ନିଷ୍ଠୁର କ୍ରୁର ଇତିହାସ ଦେଖି ରକ୍ତ ତୁମ ଯିବ ତାତି,,,, ପଥରରେ ପଦ୍ମ ସଦୃଶ ଏ
Read More
34 total views
ନୀରବ ଜୀବନ ଟା ଠିକ୍ ଗୋଟେ ବୃତ୍ତ ପରି ଅନେକ ବିନ୍ଦୁର ସମାହାର,,,, ହେଲେ କେଜାଣି କାହିଁକି ଏ ଫେସବୁକ ଇମୋ ହ୍ୱାଟସ୍ଆପ ପରି ସୋସିଆଲ ମିଡିଆ ସବୁ ଅନ୍ତର୍ବିନ୍ଦୁ ହେଲା ପରେ ପରିଧିସ୍ଥ ଆପଣାର ବିନ୍ଦୁ ଠାରୁ ମୁଁ ନିଜକୁ ଦୂରେଇ ଦେଲି ଆପେ ଆପେ!!! ହେଲେ ଏଇ କଣ ମୋ ଖୁସିର ବାସ୍ତବତା!!! ନାଁ ବୋଲି
Read More
25 total views, 1 views today
ପୁନର୍ଜନ୍ମ କଣ ଦେଖୁଛନ୍ତି!!! ବିଦାୟ କାଳରେ ଉଭୟ ସୂର୍ଯ୍ୟ ଓ ମୁଁ!!! ରହିବୁ ପୁଣି ଏକ ସକାଳର ଅପେକ୍ଷାରେ ବହୁତ ଶୀଘ୍ର ସୂର୍ଯ୍ୟ ତ ଆସିବେ ନିଶ୍ଚିତ ହେଲେ ମତେ କିଛି ସମୟ ଲାଗିବ ଚାଲିଯିବାକୁ ପଡ଼ିବ ସବୁଠାରୁ ବଡ ପର୍ବତର ସୁଉଚ୍ଚ ଶିଖରକୁ,,, ଭୋକର ଜ୍ଵାଳାକୁ ସହିବାକୁ ପଡିବ କିଛି ଦିନ,,, ଡେଣାକୁ ରାମ୍ପିବାକୁ ପଡ଼ିବ ନିଜ
Read More
36 total views
ଡିବିରି ଅନ୍ଧାର ରାଣୀ ମର୍ତ୍ତ୍ୟକୁ ଆବୋରି ନେଲା ପରେ ପ୍ରଥମେ ଲୋଡା ହୁଏ ଯିଏ _ସେ ଡିବିରି!_ ରାତିର ଶୋଷ ମାରିବା ପାଇଁ କିରୋସିନ ପିଇ ଆହୋରାତ୍ର ଜଳୁଥାଏ ଯିଏ _ସେ ଡିବିରି!_ ଦିନଯାକ ଓଦା ହେଉନଥିବା କୋହଭରା ଆଖିରେ ରାତି ରାତି ଭିଜିଥାଏ ଯିଏ _ସେ ଡିବିରି!_ ରାତି ଅଧରେ ହୃଦୟ ବେଦନାକୁ ଗାରେଇଲା ପରେ ଲିଖିତ
Read More
85 total views