January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Jan
2023
21

ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ

ଆଜିକାର ଦୁନିଆ ************* ଇଣ୍ଟରନେଟ୍ ଯୁଗ ଇଏ ଫେସବୁକ୍ ଜମାନା ହ୍ଵାଟ୍ସଆପରେ ହେଲୋ ହାଏ ଇଁଷ୍ଟା କରେ ଦିୱାନା ।। କେହି ନୁହେଁ କାର ଏଠି ମୋବାଇଲ୍ ନିଜର ଟଙ୍କା ଯେତେ ଉଡୁ ପଛେ ରିଲ୍ ହେଉ ସୁନ୍ଦର ।। ମାଆ ପଛେ ଭୋକେ ରହୁ ଝିଅ ଯାଏ ପାର୍ଲର ବାପା ପଛେ ରୋଗେ ମରୁ ପୁଅ କିଣେ

 39 total views,  2 views today

Jan
2023
20

ବଉଦ ରାଣୀ-ଲକ୍ଷ୍ମୀପ୍ରିୟା ସେଠୀ

ବଉଦ ରାଣୀ ନୀଳ ଆକାଶରେ ନାଚିନାଚି ଯାଏ ସୁନ୍ଦରୀ ବଉଦ ରାଣୀ , କଳାରଙ୍ଗର ସେ ଶାଢୀଟିଏ ପିନ୍ଧି ଦେଇଛି ଓଡଣୀ ଟାଣି ।। ଧରଣୀରାଣୀକୁ ଆଖିଠାର ମାରି ଦିଏ କେତେ ଆଶ୍ବାସନା , ବୃଦ୍ଧ ସୂରୁଜଟା ହୀନିମାନ କରି ଦେଉଛି ତୋତେ ଜାତନା ।। ଆଉ ଚିନ୍ତା ନାହିଁ ଆସିଲିଣି ପରା ଦେବି ତୋ’ଠି ଜଳ ଭରି

 41 total views

Jan
2023
18

ସ୍ୱର ଉତ୍ତୋଳନ-ଲକ୍ଷ୍ମୀପ୍ରିୟା ସେଠୀ

ସ୍ୱର ଉତ୍ତୋଳନ ************* ଅଦିନରେ ଯେବେ ବରଷା ବରଷେ ରାସ୍ତା ହୋଇଯାଏ ନାଳ , ବର୍ଷା ଛାଡିଗଲେ ହୁଅଇ ପୋଖରୀ ଲୋକଙ୍କ ପାଇଁ ସେ କାଳ ।। ସରକାରଙ୍କର ସଡକ ଯୋଜନା କାଗଜରେ ଚାଲିଅଛି , ପ୍ରତି ପାଦେ ଏଠି ଘଟେ ଅଘଟଣ କିଏ ଏକଥା ବୁଝୁଛି ।। ସଡକ କାମରେ ଅନିୟମିତତା ପ୍ରଶାସନ ଦୁର୍ବଳତା , ଜନତା

 27 total views

Jan
2023
13

ସମସ୍ୟାର କେନ୍ଦ୍ର ବିନ୍ଦୁ-ଲକ୍ଷ୍ମୀପ୍ରିୟା ସେଠୀ

ସମସ୍ୟାର କେନ୍ଦ୍ର ବିନ୍ଦୁ ************************ ଥୁଣ୍ଟାଗଛ ପରେ ବସି ପକ୍ଷୀ ଦେଖେ ଚାରିଆଡେ ଶୁଷ୍କ ମରୁଡି , ପାଣି ବିନା ତାର ତଣ୍ଟି ଯାଏ ଶୁଖି ସେ ପାରୁ ନାହିଁ କରି ଉଡି ।। ଅନେକ ଦିନରୁ ବରଷା ହୋଇନି ଶୁଖିଲାଣି ନଦୀ ପୋଖରୀ , ଯୁଆଡେ ଚାହିଁଲେ ଖରାର ପ୍ରଖର ବଞ୍ଚିବେ ସେମାନେ କିପରି ? ଆଜି

 29 total views

Jan
2023
12

ସ୍ମୃତି ଅତୀତର-ଲକ୍ଷ୍ମୀପ୍ରିୟା ସେଠୀ

ସ୍ମୃତି ଅତୀତର ****************** ମନେ ପଡ଼େ ସ୍ମୃତି ଅତୀତର ଯାହା ଯାଇଛି କେବେଠୁ ବିତି ସାଙ୍ଗ ସାଥି ମେଳେ କଙ୍କି ଧରୁଥିଲୁ ନାନା ରଙ୍ଗ ନାନା ଜାତି ।। ଭାରି ଦୁରୁବଳ ତା ପତଳା ଶରୀର ଡେଣା ଅଟେ ଜାଲି ପରି ହସ ମଜା କରି ଖେଳୁ ତା ସାଥିରେ ବାନ୍ଧି ଦେଇ ଲାଞ୍ଜେ ଡୋରି ।। କଅଁଳ

 28 total views

Jan
2023
10

ସମୟର ଅନ୍ତରାଳେ-ଲକ୍ଷ୍ମୀପ୍ରିୟା ସେଠୀ

ସମୟର ଅନ୍ତରାଳେ *************** କାହାରି ପାଇଁ ସେ ରହିଯାଏ ନାହିଁ କରେନା କାହା ଅପେକ୍ଷା , ନିୟମରେ ବନ୍ଧା ତା’ର ଦୁଇ ହାତ ଚାଲୁଥାଏ ହୋଇ ଏକା ।। ଜୀବନର ପଥ କଣ୍ଟକରେ ଭରା ଅଧା ଛାଇ ଅଧା ଖରା , ଅଟକି ନ ଯାଇ ଚାଲୁଥାଅ ନିତି ଏହା ହିଁ ଜୀବନ ଧାରା ।। ଶୈଶବ କୈଶୋର

 36 total views

Jan
2023
7

ଆମ କୃଷକ ଭାଇ-ଲକ୍ଷ୍ମୀପ୍ରିୟା ସେଠୀ

ଆମ କୃଷକ ଭାଇ ************** ପୌଷ ମାସର ଏ ହାଡ଼ଭଙ୍ଗା ଜାଡ଼ ଥରାଇ ଦିଅଇ ଛାତି , କୃଷକ ଭାଇଟି ଖାତିରି ନ କରି ଯାଏ ଧାନ ବିଲ କାଟି ।। ବିଡ଼ା କରି ଧାନ ବୋହି ଆଣି ସବୁ ଖଳାରେ ରଖନ୍ତି ମାଡ଼ି , ଟିଣ ଡବା ଥୋଇ କଚଡା ବାଡ଼ାନ୍ତି ମଥାରେ ଗାମୁଛା ଭିଡ଼ି ।।

 32 total views

Jan
2023
5

ଆମେ ଓଡ଼ିଆ ଭାରି ବଢ଼ିଆ-ଲକ୍ଷ୍ମୀପ୍ରିୟା ସେଠୀ

ଆମେ ଓଡ଼ିଆ ଭାରି ବଢ଼ିଆ *********************** ପୁଣ୍ୟଭୂମି ଅଟେ ଉତ୍କଳ ପ୍ରଦେଶ ପ୍ରକୃତି ସୌନ୍ଦର୍ଯ୍ୟମୟ , ଭାଷା ସ୍ୱତନ୍ତ୍ରତା ପାଇଛି ଏ ମାଟି ଧନ୍ୟ ଆମେ ଉତ୍କଳୀୟ…।। ସଂସ୍କୃତି ଆମର ଅତୀବ ସୁନ୍ଦର ସୁନ୍ଦର ଆମର କଥା , ନାନା ପର୍ବେ ମନ ପୁଲକିତ ହୁଏ ସୁନ୍ଦର ଆମର ପ୍ରଥା…।। କଳା ଶିଳ୍ପ ଆମ କାରୁକାର୍ଯ୍ୟ ଦେଖି ଆଖି

 37 total views

Jan
2023
4

ସେଇ ପିଲା ବେଳ କଥା–ଲକ୍ଷ୍ମୀପ୍ରିୟା ସେଠୀ

ସେଇ ପିଲା ବେଳ କଥା ****************** ମାଆ ବାଢ଼ି ଦିଏ ପଖାଳ ସାଙ୍ଗକୁ ବଢ଼ି ଚୁରା ଆଳୁ ପୋଡ଼ା ବେଣୀ ବାନ୍ଧିଦିଏ ଯତନେ ମୋହର ଦୁଇ କରେ କରି ଯୋଡ଼ା ।। ଫୁଲ ବାନ୍ଧୁ ବାନ୍ଧୁ କହିଦିଏ ମାଆ ଚଗଲା ହବୁନି ଜମା ଗୁରୁ ହେଉଛନ୍ତି ଈଶ୍ୱର ସମାନ ପ୍ରଣାମ କରିବୁ ମାମା ।। ପାଠ ପଢି ଭଲ

 53 total views

Jan
2023
4

ମାଆ–ଲକ୍ଷ୍ମୀପ୍ରିୟା ସେଠୀ

ଶୀର୍ଷକ – ” ମାଆ ” ************** ଯେତେ ଯାହା ମିଳେ ଶାନ୍ତି ନାହିଁ ତିଳେ ତୋ’ କୋଳରେ ସୁଖ ମୋର ସ୍ନେହ ବୋଳା ହାତୁ ଆଉଁସା ପାଇଲେ ଦୁଃଖ ମୋତେ କରେ ପର ହୃଦ ତୋ’ କେଡ଼େ ଉଦାର ବକ୍ଷେ ତୋଳି ଧରି ସହିଛୁ ମାଆ ଲୋ କେତେ ଯେ ଅର୍ଦ୍ଦଳି ମୋର ହଁ ତୁ ସତେ

 105 total views

Dec
2022
6

Lets talk with a  young and budding poetess Laxmipriya Sethi hails from Jajpur , district of Odisha for SLF Literary Youth Icon Award contest-. 2023

Lets talk with a  young and budding poetess Laxmipriya Sethi hails from Jajpur , district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ– ଲକ୍ଷ୍ମୀପ୍ରିୟା ସେଠୀ ପିତାଙ୍କ ନାମ- ଶ୍ରୀଯୁକ୍ତ

 203 total views,  1 views today

Nov
2022
21

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩

ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩ ଚଳିତ ବର୍ଷ-୨୦୨୩ ପାଇଁ ଯେଉଁ ଯୁବ ପ୍ରତିଭା ମାନେ *ସୂର୍ଯ୍ୟୋଦୟ ଯୁବପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩* ପାଇଁ ସାକ୍ଷାତକାର ଦେଇଛନ୍ତି ସେମାନଙ୍କ ନାମ  ପ୍ରକାଶ କରୁଛୁ। ଆପଣମାନେ ତାଙ୍କ ଦ୍ୱାରା ଲିଖିତ ସାକ୍ଷାତକାର ପଢିବାକୁ ଚାହୁଁଥିଲେ ତାଙ୍କ ଫୋଟୋ ରେ ଅବା ଫୋଟୋ ତଳେ ଥିବା ନାମକୁ ଛୁଇଁ ଦିଅନ୍ତୁ। ଆଉ ମାତ୍ର ତିନି

 62,725 total views,  1 views today

Nov
2022
5

ସାର୍ଥକତା — ଲକ୍ଷ୍ମୀପ୍ରିୟା ସେଠୀ

ଶୀର୍ଷକ – ” ସାର୍ଥକତା “ କରମ କରିବା ଧରମ ପଥରେ ଅନ୍ୟାୟ କରିବା ନାହିଁ , ଗର୍ବ ଅହଙ୍କାର ପାଦତଳେ ଦଳି ନ୍ୟାୟରେ ଯିବା ଆଗେଇ…।।   ଦୁଃଖି ଦରିଦ୍ରଙ୍କ ଆଖି ଲୁହ ପୋଛି ସେବା ତାଙ୍କ କରୁଥିବା , ଭୋକିଲା ପ୍ରାଣକୁ ହୃଦୟରୁ ଯାଚି ସୁଖାଦ୍ୟ ଯୋଗାଇ ଦେବା…।।   ଅନ୍ୟାୟ ଅନୀତି ଦେଖି ନ

 56 total views

May
2022
1

ଆଜିର ମଣିଷ — ଲକ୍ଷ୍ମୀପ୍ରିୟା ସେଠୀ

ଆଜିର ମଣିଷ   ରାମରାଜ୍ୟ ସ୍ବପ୍ନ ମାଟିରେ ମିଶିଲା ସ୍ୱାର୍ଥୀ ହେଲା ଏ ସମାଜ , ମାନବତା ହେଲା ଧ୍ଵଂସ ବିଧ୍ୱଂସିତ ଠୁଳେ ନ କରିଲେ ହେଜ….।୧।   ଲୋପ ପାଇଗଲା ଏକତାର ଭାବ ସମୟର ସୁଅ ଧାରେ , ଅର୍ଥ ହୋଇଗଲା ସର୍ବସ୍ବ ଆଧାର ଆପଣାକୁ ଆପେ ମାରେ….।୨।   କ୍ରୁର ପାଲଟିଲା ମଣିଷ ପଣିଆ ରକ୍ତ

 78 total views

Apr
2022
20

*ଆହେ ମହାବାହୁ — ଲକ୍ଷ୍ମୀପ୍ରିୟା ସେଠୀ*

ଶୀର୍ଷକ – ” ଆହେ ମହାବାହୁ “   କେମିତି କହିବି ତୁମକୁ ପ୍ରଭୁ ହେ ପାଉଛି କେତେ ମୁଁ ଭଲ , ତୁମ ପ୍ରତିଧ୍ଵନି ଶୁଭୁଛି ସ୍ପନ୍ଦନୁ ତୁମେ କି କିମିଆଁ କଲ…।।   ଅରୁଚି ଲାଗୁଛି ଯେତେ ଯାହା ଅଛି ନାମ ତୁମ ମତେ ରୁଚେ , ଦିନେ ନ ଭଜିଲେ ତୁମରି ନାମକୁ ଅଶାନ୍ତିରେ

 94 total views

Apr
2022
11

*ସନ୍ଧ୍ୟା-ଲକ୍ଷ୍ମୀପ୍ରିୟା ସେଠୀ*

 ” #ସନ୍ଧ୍ୟା “ *************** ଗୋଧୂଳି ଅନ୍ଧାରେ ଗୋଧନ ମେଳରେ ପଲକକୁ ଝାପ୍ସା ଦିଶ , ରକ୍ତିମ ତପନ ପଶ୍ଚିମେ ଡୁବିଲେ ପାଦ ଥାପି ତୁମେ ଆସ…।। ତୁମେ ପୁଣି ଆସ ଘଣ୍ଟ ଆଳତିରେ ଠାକୁରଙ୍କ ପୂଜା ଘରେ , ଚାଷୀ ଭାଇ ପୁଣି କ୍ଷେତରୁ ବାହୁଡ଼ି ଥକା ମାରେ ନିଜ ଦ୍ୱାରେ…।। ତୁମ ଆଗମନେ ତାରାମେଳେ ଶଶୀ

 103 total views