ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ

ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ ସ୍ନେହର ନଳିନୀ! ଭୁବନେଶ୍ବର
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ ସ୍ନେହର ନଳିନୀ! ଭୁବନେଶ୍ବର
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ* ଓଡ଼ିଆ ସାହିତ୍ୟ ଜଗତକୁ ଯେଉଁ କେତେଜଣ କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ଭାବୁକ ଋଦ୍ଧିମନ୍ତ କରିଛନ୍ତି, ସେମାନଙ୍କ ମଧ୍ୟରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ଯତମ। ସେ ଏକାଧାରରେ ଥିଲେ କବି, କଥାକାର, ପ୍ରାବନ୍ଧିକ, ନାଟ୍ୟକାର, ଶିଶୁସାହିତ୍ୟିକ ଏବଂ ହାସ୍ୟରସର ସ୍ରଷ୍ଟା । ଏହି ବହୁମୁଖୀ ପ୍ରତିଭାର ଜନକ ଥିଲେ ବାଲେଶ୍ଵର ଜିଲ୍ଲାର ତାଳପଦା
ଇତିହାସ ପୢଷ୍ଠାଟିଏ; ଫରାସୀଙ୍କ ନାମରେ କୁହନ୍ତି ନା ଏକତା ହିଁ ବଳ। ବାସ ଏଇ କଥାକୁ ଫରାସୀମାନେ କାହିଁ କେଉଁ କାଳରୁ ସାତ ତାଳ ପାଣି ଭିତରେ ଥିବା ମସ୍ତିଷ୍କକୁ ଉଦ୍ଧାର କଲେ। ସ୍ବେଚ୍ଛାଚାରୀ, ରାଜତନ୍ତ୍ର ତଥା ଏକଛତ୍ରବାଦ ଶାସନର ବିରୋଧାଚରଣ, ବେବୋଁମାନଙ୍କ ମେରୁଦଣ୍ଡକୁ ବଙ୍କା କରିଦେଉଥିଲା ଯେପରି! ଚତୁର୍ଦ୍ଦଶ ଲୁଇଙ୍କ ଉକ୍ତି, “ମୁଁ ହେଉଛି
ବସୁନ୍ଧରାର ସ୍ବର କେବେ ତୁମେ ଶୁଣିଛ ବାଡ ଏ ପାଖରେ ଥାଇ ସେ ବସୁନ୍ଧରାର ସ୍ବର! ହଁ, ସେ ବସୁନ୍ଧରାର କେବେ ଶୁଣିଛ ତା’ ଚିତ୍କାର ଋଷିଆ ୟୁକ୍ରେନ ସମରେ ବୁଭୁକ୍ଷୁ ଜାତିର ପ୍ରଳାପ! ଶରଣାର୍ଥୀଙ୍କ ବିଳାପ? ତୁମେ ଯେ ନବବର୍ଷ ବିଗୁଲରେ ମାତାଲ ମଦିରା-ସରରେ ଜଳକ୍ରୀଡାରେ ଲିପ୍ତ। କେବେ ଶୁଣିଛ ସେ ବସୁନ୍ଧରାର ସ୍ବର ଶ୍ରୀଲଙ୍କାର ନବାଗତ
ଏଇ ଯେ ସେ ନାରୀ ଏଇ ସିଏ ଯେ ମର୍ଗୁଶୀରରେ ଲକ୍ଷ୍ମୀଙ୍କୁ ଡାକି ଆଣେ ବସନ୍ତରେ ସରସ୍ବତୀଙ୍କୁ ନିତି କର୍ପୂର ଆଳତି ବୁଲାଏ ସୁଖ ଫେରିଆସୁ! ସେ କିବା ଜାଣେ ତା’ ଦୁଃଖର କାରଣକୁ ଅହର୍ନିଶି ବୁଲୁଥିବା ଦୁଇ ଗୋଡ ବିଲୁଆଙ୍କୁ।। ଝଡ ପରି ଆସି ଏମାନେ ଭାଙ୍ଗି ଦିଅନ୍ତି ଗର୍ଭକୁ କ୍ଷତାକ୍ତ, ଲାଞ୍ଛିତା ବିକାଶର ପାଦଦେଶରେ ଥାଇ
ଅବାସ୍ତବ ଦୁନିଆ ଏକ ଅବାସ୍ତବ ଦୁନିଆରେ ମୁଁ ଓ ତୁମେ ତୁମେ ଓ ସେମାନେ ଖାଲି ଘୁରିବୁଲୁ ଘୁରି ଘୁରି ଅଟକିଯାଉ ଯେଉଁଠୁ ଆରମ୍ଭ କରିଥିଲେ। ମୁଁ ତୁମକୁ ପଢିପାରେ ଯେମିତି ତୁମେ ମୋତେ ମାତ୍ର ଉଦବେଳନର ଅଭାବ ପ୍ରେମରେ ଭଟ୍ଟା ପ୍ରତିଶ୍ରୁତିରେ ମିଥ୍ଯାର ଝଲକ ଇମୋଜିର ପଛରେ କ୍ରୁର ଭାବ ଆଉ ବା କ’ଣ! ଶାଳୀନତାକୁ ଗୋଡରେ
ସମୟର ଛାତ ତଳେ ସମୟର ଛାତ ତଳେ ଥାକ ଥାକ ରହିଥିବା ଭଙ୍ଗା ଚାଦରକୁଖୋଲିଦେଲେ ପଢିହୁଏ ମାନବ ସଭ୍ଯତାର ଇତିହାସ କେବେ ସେ ଯାଯାବର ଥିଲା ଆଉ ଯାଯାବରରୁ ମନେପଡନ୍ତି ଖୋକା ଭାଇ, ପ୍ରଶ୍ନ ଉଠେ ମନରେ ମୁଁ ଯାଯାବର ନୁହେଁ ତ? ସମୟର ଛାତ ତଳୁ ଚାଦରଗୁଡାକୁ ଖୋଲି ଝାଡିଦେଲେ ଅତୀତ ମାଟିର ବାସ୍ନା ଆସେ ଆସେ
ଚତୁର୍ମାସ୍ଯାର ଅତିଥି ଏମାନେ ଚତୁର୍ମାସ୍ଯାର ଅତିଥି! ମୋ ପ୍ରିୟା ଘର ଗାଁରୁ ମୋ ଗାଁକୁ ନେଇଆସେ ପ୍ରେମାଳିଆ ମିଠା କଥା କହିଦିଏ କେତେ କ’ଣ ଯାବତୀୟ ମିଛ ସବୁ ଯୋଖିଦିଏ ଏଇ ଯେମିତି ମୋ ପ୍ରିୟା ଠାରୁ କେ ଅଛି ସୁନ୍ଦର ସେ ଜାଣେନାହିଁ, ଅନାଦି ଯୁଗରୁ ସେ ସମସ୍ତଙ୍କ ପ୍ରେମିକା କହିବାକୁ ଚେଷ୍ଟା କରେ କରୁ କରୁ
କେବେ ଏମାନଙ୍କୁ ଦେଖିଲେ କେବେ ଏମାନଙ୍କୁ ଦେଖିଲେ ଦେଖିହୁଏ ରାଜନୀତିର ବିକଟାଳ ଚିତ୍ର ଖାଲି ପ୍ରୋତ୍ସାହନ ଭେଳିକି ଫାଇଲର ନିବୁଜ ପରଦା ଭିତରେ ମାଳ ମାଳ ପଇସା ଯାଉଥିବାର ହିସାବ କଣ୍ଟ୍ରାକ୍ଟରଠୁ ପ୍ରଶାସକ! ଏମାନେ ପାଠୁଆ ଲୋକ! ସେଥିପାଇଁ ନିର୍ବାଚନ ଦୁଇମାସ ପୂର୍ବରୁ ଲେସିଦିଅନ୍ତି ଗୋବର ମାଟି କାନ୍ଥକୁ ଚିକ୍କଣ କରିବା ପରି।। କେବେ ଏମାନଙ୍କୁ ଦେଖିଲେ ମରିଯାଏ
ଅଲୋଡା ବାଉଁଶିଆ ଏମାନେ ଆଷାଢ ଆକାଶରେ ଲୁଚିଯାଇଥିବା ଆଶା ସବୁ ଏମାନେ କୁହନ୍ତି ଅନେକ ଏମାନଙ୍କୁ ଶୁଣନ୍ତି ଅଳ୍ପ; ଫୋନ ଗ୍ଯାଲେରୀ, ମ୍ଯୁଜିୟମ ଆଦିବାସୀ ମେଳାର ଅଗଣାରେ ଶୋଭା ପାଉଥିବା ପୂର୍ବଜଙ୍କ ଆତ୍ମା ଯେହ୍ନେ। ଏମାନେ କୁହନ୍ତି ବଣ୍ଡାଙ୍କ ଚଳଣି ଗାଆନ୍ତି ଯେବେ ଏମାନେ ଧାନରେ ପୂର୍ଣ୍ଣ ହୁଅନ୍ତି, ପୂର୍ଣ୍ଣ ହୁଏ ଏଇ ଗର୍ଭ ଗଉଣୀର ଯେବେ ଲକ୍ଷ୍ମୀଠୁ
କ୍ରିଂ କ୍ରିଂ ମୁଁ ସ୍ଥିତପ୍ରଜ୍ଞ ଋଷି ପରି ଭଙ୍ଗା କାଠ ଚଉକିରେ ତପସ୍ଯାରତ ସେମାନଙ୍କ ଉତ୍ତର ଅପେକ୍ଷାରେ! ମୋତେ ଏଇଠୁ ନେଇଯିବାର ଏ ଦୁସ୍ଥ ଦୁର୍ବଳ କୋଠାମଧ୍ଯରୁ। ମୁଁ ସେବେ ବି ସ୍ଥିତପ୍ରଜ୍ଞ ଋଷି ପରି ଯେବେ ବଗୁଲା ମାଆ ମୋ ପ୍ରେମକୁ ମାନ୍ଯତା ଦେବା ପାଇଁ ଅପେକ୍ଷା କରାଇଥିଲା। ତମାମ କ୍ରିଂ କ୍ରିଂ ତା ମଧ୍ଯରେ ଉପନ୍ଯାସ
ଦିଗହରା ପକ୍ଷୀ ଏକ ନୂତନ ସକାଳ ଅପେକ୍ଷାରେ ଦିଗହରା ପକ୍ଷୀଟିଏ ମୁଁ ଦିଗବଳୟ ବ୍ଯାପି ଏ ଡାଳରୁ ସେ ଡାଳ ଏ ପାହାଡରୁ ସେ ପାହାଡ ଖୋଜିବୁଲେ ଚେନାଏ ସୁଖ! କେବେ ସୂର୍ଯ୍ଯକୁ ଭଲପାଏ କେବେ ଝରଣାକୁ ଛୁଇଁଦିଏ ହଁ, ଛୁଇଁଦିଏ ତା’ ରଙ୍ଗହୀନ ମଖମଲି ଶରୀରକୁ କେବେ ଫୁଲକୁ ବି ତୋଳିଆଣେ ନିରାଶାରେ ବି ଆଶାକୁ ଖୋଜିହୁଏ
ଆତ୍ମା କହେ ମନକୁ କି ଭାବେ ବର୍ଣ୍ଣିବି ମୋର ସ୍ଥିତି ଆଜ ଆତ୍ମା କହେ ମନ ଆଳସ୍ଯ ତୁ ତେଜ, ପଞ୍ଚନ୍ଦ୍ରିୟ ତୋର ବଶ ନମାନନ୍ତି ଷଡରିପୁ ତାଙ୍କ ଇଙ୍ଗିତେ ନଚାନ୍ତି।। କୁରଙ୍ଗ କୁରଙ୍ଗୀ ପ୍ରାୟ ନହୋଇଣ ସଂସାର ସାଗରେ ତପସ୍ବୀ ହୋଇଣ, ରାଧାନାଥ ପଦ କର ତୁ ସ୍ମରଣ ବେଳ ଥାଉ ଥାଉ ଅରଜ ଧରମ।। ଧନ
ମୂକସାକ୍ଷୀ ଇତିହାସର ଫର୍ଦ୍ଦକୁ ଲେଉଟାଅ ମୋତେ କେଉଁଠି ନା କେଉଁଠି ପାଇବ! ସେ ଡାଇନାସୋର ଯୁଗରୁ ଏବେର ଆମାଜନ ଆନାକୋଣ୍ଡା ସବୁଠି ମୁଁ! କେବେ ରେଡଡାଟା ବୁକ ଖେଳାଇ ନିଅ ମୋ ନାଁ ଗୋଲପି ପୢଷ୍ଠାରେ ପାଇବ। ଦେଖିଛି ମୁଁ ଦିଗବଳୟ ବ୍ଯାପି ସେ ଚିରହରିତ ରୁ ଆଧୁନିକ ସାହାରାର ରୂପାନ୍ତରିକରଣ ଦେଖିଛି ମୋ ଜାତି ତ୍ରେତୟା ଦ୍ବାପରର
କୁମୁଦ ଓ କୁମୁଦିନୀ ରଜନୀ ଅନ୍ତ ରେ ଉଷାର ପ୍ରବେଶ ଶରତ ଶିଶିର ପାଇଣ ଆଶ୍ଳେଷ, ଲୋଟିଯା’ନ୍ତି ଅକାରଣେ ଧରାପରେ ସର, ଭୂମି ଅବା ଘାସବୁଦା ପରେ।। ଯଥା ଦିବାକର ରସଇ ପଦ୍ମକୁ ରାତ୍ରକାଳେ ଚନ୍ଦ୍ର ରସେ କୁମୁଦକୁ , କୁମୁଦ ଖେଳଇ ସରର ନୀରରେ ଲାଜ ପାଏ କଇଁ ପ୍ରଭାତ ସ୍ପର୍ଶରେ,।। କାହୁଁ ଏଠି ଏକ କିଶୋରୀ
ଆଜିର ଏ ଅପରାହ୍ଣେ ଆଜିର ଏ ଅପରାହ୍ଣଟାରେ ସମୟର ନଳୀ ପିନ୍ଧି ତମାମ ଶୁଦ୍ଧ ଅମ୍ଳଜାନକୁ ସେ ଶୋଷାଡି ନିଏ ଆଉ କିଛି ଦିନ ବଞ୍ଚିବା ଆଶାରେ ପୁଣି ଭାବିନିଏ ଘରୁ ବେଘର ହେବା ପରେ ବଞ୍ଚିବାର ଲାଭ ବା କ’ଣ? କାଲି ର ଅପରାହ୍ଣରେ ଯେ ଲାଭର ଅଙ୍କ କଷୁନଥିଲା ଆଜି ସେ ବଞ୍ଚିବା ପାଇଁ ଅଙ୍କ
ଆନନ୍ଦଠୁ ଉର୍ଦ୍ଧ୍ବରେ ଆନନ୍ଦଠୁ ଉର୍ଦ୍ଧ୍ବରେ ଯଦି କିଛି ଥାଏ ତେବେ ସେ ଡିସେମ୍ବରଟା! ଶୀତର ଯେବେ ଶୀର୍ଣ୍ଣତା ଆସେ ଏମାନେ ଧାନଗଦା କରନ୍ତି। ବାସ ଖୋଲା ନୀଳଛାତ ତଳେ ଭସାଇ ଦିଅନ୍ତି ଗଦା ଗଦା ସୁନା ଏ ସୁନାର ଦର ଅଧିକ ଥା’ନ୍ତା କି? ତଥାପି ଆନନ୍ଦର ହିଲ୍ଲୋଳ ଆହା; ବିକ୍ରି କରେ ପଇସା ଟେ ଆଣେ ଶୀତର
ମଲଖମ୍ବ ପାଇକ ବୀର ଏ ଓଡିଆ ଜାତିର ଦେଖାଏ ପ୍ରାନ୍ତରେ କଳା-କଉଶଳ, ପୂର୍ବଜଙ୍କୁ ସ୍ମରି ଉଠେ ବୀର ଭାବେ ଉତ୍କଳୀୟ ହିଆ ଫୁଲେ ଆଜ ଗର୍ବେ।। ସଂସ୍କୃତି କୁ ସ୍କନ୍ଧେ ବୋହିଣ ପାଇକ ଅସରନ୍ତି ପଥେ ଅଫେରା ପଥିକ, ନୀଳ ଚାଦରର ସେ ପାଖରେ ରବି ହସଇ ମୁରୁକି ଦିଶେ ତା’ର ଛବି।। ସୁନୀଳ ଆକାଶ, ସବୁଜ ପ୍ରାନ୍ତର
*ବାପା* ରୁଦ୍ର ନାରାୟଣ ଦାଶ ଅନାଇଥିଲି ଝରକାବାଟେ ବାହାରେ ପଡ଼ୁଥିବା ବର୍ଷାର ଅଗଣିତ ବିନ୍ଦୁକୁ ଗଣିବାର ଚ଼େଷ୍ଟାରେ, ତାଙ୍କ ମୁଣ୍ଡରେ ପଡ଼ି ନିଗିଡ଼ି ଯାଉଛନ୍ତି କପାଳ ଦେଇ ଦାଉ ସାଧୁଛନ୍ତି ତାଙ୍କ ଭାଗ୍ଯରେ ଟିକି ଟିକି ଅକ୍ଷର ବିନ୍ଦୁ ଲେଖି ହେଇ ଚ଼ାଲିଯାଉଛନ୍ତି ବିରାଟ ମହାସାଗରର ରଚ଼ନାର୍ଥେ..। ଅାକାଶର ବକ୍ଷରେ ଦେଖୁଥିଲି ଚ଼ମକୁଥିଲେ ବିଜୁଳି ଭାଗ୍ଯ ଚ଼ମକିବା ପରି
Lets talk with a young and budding writer Rudra Narayan Dash hails from Bhubaneswar Khordha , district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩* ପର୍ଯ୍ୟାୟ- ପ୍ରଥମ ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର ନାମ – ଶ୍ରୀ ରୁଦ୍ର ନାରାୟଣ