ଜାରଜ ଅନାଥ ବୋଲି ମୋ କପାଳେ ଲେଖା ପିତାମାତାଙ୍କର ମିଳେନି ଦେଖା ପରିଚୟ ହୀନ ଅଲୋଡା ସାଜି ଦୁଃଖୀ ଜୀବନକୁ ହୋଇଛି ରାଜି ।। ଅସହାୟ ଅଟେ ଜୀବନ ମୋର ଦୁନିଆଁ ଦାଣ୍ଡରେ ଲାଗୁଛି ଡର ଲାଞ୍ଛନା ପାଉଛି ଦରଦୀ ମନ ନାହାନ୍ତି କେଜଣେ ଆତ୍ମୀୟ ଜନ ।। ଈଶ୍ବରଙ୍କୁ ଖାଲି ପଚାରେ ଏହା କିଏ ଅଛି ଏଇ
Read More
37 total views
ଗରିବର ଆତ୍ମକଥା ଅଜଣା ଗନ୍ତବ୍ଯ ଦୁର୍ଗମ ମାର୍ଗ ଅଲୋଡା ସାଜିଛି ଜୀବନ ସର୍ଗ ଆଜନ୍ମ ଯାତନା ବରିଛୁ ଆମେ ଆଶ୍ରୟହୀନ ଗରିବ ଆମେ ।। ଇହଲୋକେ ଆମ ଜୀବନ ଧିକ ଇତର ବନିକି ମାଗୁଛୁ ଭିକ ଈପ୍ସିତ ଆଶାକୁ ଚିତ୍ତ ଯେ ଖୋଜେ ଈହା ଯେତେ ଅଛି କେଉଁଠି ହଜେ ।। ଉପେକ୍ଷା ଜୀବନ ଅଦରକାରୀ ଉଜାଣି ସ୍ରୋତରେ
Read More
31 total views
ବାର୍ଦ୍ଧକ୍ଯର କ୍ଲେଶ ବୟସର ଅପରାହ୍ନେ ଅବତୀର୍ଣ୍ଣ ଜୀବନ ରୁଗ୍ଣ ଚକ୍ଷୁ ଯୁଗଳେ ମୋ ନାହିଁ କିଛି ସପନ ନୈରାଶ୍ୟକୁ ପୁଞ୍ଜିକରି ବିତୁଥାଏ ଦିନ ଆତ୍ମୀୟ ସ୍ବଜନ ଗଣ ବୁଝନ୍ତିନି ମନ ।। ମୂଲ୍ଯହୀନ ବସ୍ତୁ ପରି ନାହିଁ ମୋର ମୂଲ୍ଯ ମଣନ୍ତି ସଭିଁଏ ମନେ ମୋତେ ହୀନ ତୁଲ୍ଯ ମୋର ଅବଦାନ ଆଜି ବିସ୍ମରନ୍ତି ସର୍ବେ ଯୌବନର ପ୍ରଭାବରେ
Read More
32 total views
*କୃଷକ ଜୀବନ* ଲହୁଲୁହ ନିଗାଡି ସେ କରୁଥାଏ ଶ୍ରମ ଧର୍ମ ଯେ ଅଟଇ ତା’ର ଏକମାତ୍ର କର୍ମ ବୁଝେନାହିଁ କେବେ ସିଏ ଛନ୍ଦ କି କପଟ ରକତକୁ ପାଣି କରି ପୁରାଏ ତା’ ପେଟ ।। ଋଣଭାର ବଢିଗଲେ ଯାଏ ତା’ର ପ୍ରାଣ ଦେଶର ଯେ ମେରୁଦଣ୍ଡ କୃଷକ ସେ ଜାଣ ମାଟିକୁ ଆଦରି ସଦା
Read More
37 total views, 1 views today
*ସଫଳତା* (କବିତା) ✍️ ଜୀବନର ପଥ ବହୁ ଦୁର୍ଗମ ହୁଏନାହିଁ କେବେ ଏହା ସୁଗମ ଗନ୍ତବ୍ଯ ସ୍ଥଳକୁ ଛୁଇଁବା ଲାଗି ଅଚେତ ନିଦରୁ ଉଠିବା ଜାଗି ।। ସାଧନାରେ ସଦା ହୋଇଣ ଲିପ୍ତ ଆପଣା ଲକ୍ଷ୍ୟକୁ ରଖିବା ଗୁପ୍ତ ଧୈର୍ଯ୍ୟ ଶକ୍ତି ଯାର ରହିଛି ପାଶେ ସଫଳତା ନିଶ୍ଚେ ତାହାକୁ ଦିଶେ ।। ବିଫଳତା ପ୍ରତି ନ ରଖି
Read More
55 total views
Lets talk with a young and dynamic poetess MS Muktirani Debata hails from Jajpur , district of Odisha for SLF Literary Youth Icon Award contest-. 2023 *ସୂର୍ଯ୍ୟୋଦୟ ନବପ୍ରତିଭା ନବ ସ୍ୱାକ୍ଷର – ୨୦୨୩* *ପର୍ଯ୍ୟାୟ- ପ୍ରଥମ* *ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର* ନାମ – ମୁକ୍ତିରାଣୀ ଦେବତା ପିତାଙ୍କ
Read More
145 total views
ବିଦ୍ରୋହର ନିଆଁ ତୁମେ ପୁଞ୍ଜିପତି ଧନୀକ ଗୋଷ୍ଠୀ ସଂସାରେ ରହିଛ କିପରି ତିଷ୍ଠି ପାପରେ ଭାରରେ ନ ଦବି ପୁଣି ଦେଖାଉଛ ଏଠି ସାହେବ ଠାଣି ।। ଗରିବ ପେଟକୁ ମାରୁଛ ଲାତ ନିରୀହ ମଣିଷ ପାଉନି ଭାତ ତୁମ ପିଲା ଛୁଆ ଅୟସ କରେ ଆମ ଛୁଆ ପୁଣି ଭୋକରେ ମରେ ।।
Read More
34 total views
ଦାଦନ ଶ୍ରମିକ ଖଟିଖଟି ହେଲୁ କଙ୍କାଳ ପରି ଆଖିର ଲୁହକୁ ଓଠରେ ମାରି ରକତ ନିଗାଡି କରୁଛୁ ଶ୍ରମ ଦାଦନ ଶ୍ରମିକ ଆମରି ନାମ ।। ଗାଁ ମାଟି ସାତ ସପନ ହେଲା ପରିବାର ସୁଖ ଚୁଲିକି ଗଲା ବାପାଙ୍କ ଗାଳିକୁ ଖୋଜୁଛି ମନ ବଞ୍ଚିବା ପାଇଁକି ଲୋଡା ଯେ ଧନ ।। ଜନମ
Read More
54 total views
ପ୍ରକୃତି ଆମର ପ୍ରକୃତ ବନ୍ଧୁ (ପ୍ରବନ୍ଧ) ଜୀବନର ପ୍ରକୃତ ବନ୍ଧୁ ଓ ସହୋଦରଟେ ପରି ପ୍ରକୃତି ସଦାସର୍ବଦା ଆମର ବହୁ ହିତସାଧନ କରିଥାଏ। ପରିବେଶର ସନ୍ତୁଳନକୁ ବଜାୟ ରଖିବା ନିମନ୍ତେ ପ୍ରକୃତିର ରକ୍ଷଣାବେକ୍ଷଣ କରିବା ଅନିବାର୍ଯ୍ୟ ଅଟେ। ପ୍ରକୃତି ଏବଂ ମନୁଷ୍ୟ ପରସ୍ପର ପରିପୂରକ ଓ ଅଙ୍ଗାଙ୍ଗୀ ଭାବେ ଜଡିତ। ବାସ୍ତବପକ୍ଷେ ପ୍ରକୃତି ବିନା ମନୁଷ୍ୟର ଅସ୍ତିତ୍ବ
Read More
46 total views
ମାନବିକତା ହିଁ ଶ୍ରେଷ୍ଠ ଧର୍ମ ହୃଦୟେ ବିରାଜୁ ଦୟା ଓ କ୍ଷମା, ମନରେ ନ ରହୁ ସ୍ୱାର୍ଥଟି ଜମା । ସ୍ନେହ ପ୍ରେମ ପ୍ରୀତି ବାଣ୍ଟିବା ସଦା, ମୁଖେ ନ କରିବା କାହାରି ନିନ୍ଦା । ଶାନ୍ତି ଓ ମୈତ୍ରୀର ଭାବକୁ ନେଇ, ପ୍ରେମର ସଙ୍ଗୀତ ଯିବାରେ ଗାଇ । ଈର୍ଷା ଦ୍ୱେଷ ଠାରୁ ରହିବା
Read More
59 total views
ବୁନ୍ଦାଏ ଲୁହ ଆଖିରେ ଆଜି ମୋ ଭରିଛ ଲୁହ ହୃଦୟରେ ମୋର ଅନେକ କୋହ ବେଇମାନି ସାଜି ଦେଇଛ ଧୋକା ଛାଡି ଚାଲିଗଲ କରି ଯେ ଏକା ।। ଭଗ୍ନ ହୃଦୟକୁ ସାଥୀଟେ କରି ଜୀଇଁ ଥାଉଥାଉ ଗଲିଣି ମରି ବିଶ୍ୱାସରେ ମୋର ଦେଇଛ ବିଷ ତୁମ ପ୍ରେମରେ ମୁଁ ହୋଇଛି ନିଶ୍ୱ ।।
Read More
75 total views
ବିକାଶର ଚିତ୍ର ବିକାଶ ନାମରେ ଚାଲେ ଭାଷଣ ଜନତା ଭୋଗନ୍ତି ନାନା କଷଣ ମଉଜ ଚାଲିଛି ରାଜସ୍ୱ ଲୁଟି ଗରିବ ମରୁଛି ଦାଦନ ଖଟି ।। ବେକାରୀ ସମସ୍ୟା ଯାଉଛି ବଢି ଗରିବ ଶିଶୁଟି ଛୁଇଁନି ଖଡି ଭୋକିଲା ପେଟରେ ଜଳୁଛି ନିଆଁ ଦରଦାମ ସବୁ ଆକାଶ ଛୁଆଁ ।। ନାରୀ ନିର୍ଯ୍ୟାତନା ହେଉନି
Read More
164 total views
ବାର୍ଦ୍ଧକ୍ୟର କ୍ଳେଶ ମୁକ୍ତିରାଣୀ ଦେବତା ବୟସର ସାୟାହ୍ନରେ ଅବତୀର୍ଣ୍ଣ ଜୀବନ ରୁଗ୍ଣ ଚକ୍ଷୁ ଯୁଗଳେ ମୋ ନାହିଁ କିଛି ସପନ ନୈରାଶ୍ୟକୁ ପୁଞ୍ଜିକରି ବିତୁଥାଏ ଦିନ ଆତ୍ମୀୟସ୍ୱଜନ ଗଣ ବୁଝନ୍ତିନି ମନ ।। ମୂଲ୍ୟହୀନ ଵସ୍ତୁ ପରି ନାହିଁ ମୋର ମୂଲ୍ୟ ମଣନ୍ତି ସଭିଁଏ ମନେ ମୋତେ ହୀନ ତୁଲ୍ୟ ମୋର ଅବଦାନ ଆଜି ବିସ୍ମରନ୍ତି
Read More
83 total views
ଜୀବନ ଖରାଛାଇ ଖେଳ ଦୁଇଦିନିଆଁ ଏ ମଣିଷ ଜୀବନ ମିଛମାୟା ଭରା ଯେତେକ ସପନ ଧନଜନ ଯଶ କିଛିଦିନ ଲାଗି ମରଣ ବସିଛି ବାଟକୁ ତ ଜଗି ।। ମାନ ଅପମାନ କ୍ଷଣସ୍ଥାୟୀ ଭାଇ ତୁମ ଦୁଃଖ ଲାଗି ତୁମେ ଏକା ଦାୟୀ ଅନ୍ୟାୟ ଅନୀତି କରୁଥାଅ ନିତି ଈଶ୍ୱରଙ୍କ ପ୍ରତି ନାହିଁ ତୁମ ଭୀତି
Read More
72 total views
*ମୁଁ ମଦୁଆ କହୁଛି* ✍️ ଚଉଦ ଭୁବନ ଘୂରିଆସିଲେ ବି ମିଳେନାହିଁ ଟିକେ ଖୁସି ମଦ ଟୋପେ ପୁଣି ପେଟରେ ପଡିଲେ ଜୀବନଟା ଯାଏ ପଶି ।। ମଦୁଆ ବୋଲି ମୁଁ ସଭିଁଏ କୁହନ୍ତି ଶୁଣେନି କାହାରି କଥା ଅସଭ୍ୟ ଭାଷାରେ ଶୋଧେ ମୁଁ ସଭିଁଙ୍କୁ ତାତିଗଲେ ମୋର ମଥା ।। ସବୁ ଟଙ୍କା ମୋର ଭାଟିରେ ପଶଇ
Read More
78 total views
*କବି* ଗରଳକୁ ପାନକରି ବାଣ୍ଟୁଥାଏ ସୁଧା ତା’ ଜୀବନ ଚଲାପଥେ କେତେ ପୁଣି ବାଧା ଆଜୀବନ ଲେଖୁଥାଏ କବିତା ଯେ ଭାବି ଈଶ୍ୱରଙ୍କ ଅଦ୍ୱିତୀୟ ସୃଷ୍ଟି ଅଟେ କବି ।। ସମାଜର ହିତରେ ଯେ ରହିଥାଏ ବ୍ରତୀ ଅନୁଭୂତ ହୁଏ ନାହିଁ କି ଦିନ କି ରାତି ଅର୍ଥ ପ୍ରତିପତ୍ତି ପଛେ ଗୋଡାଏନି କେବେ ସାଧନାର ଫଳ ଏକା
Read More
78 total views
*ସ୍ୱପ୍ନ ନାୟିକା* ଲାବଣ୍ୟବତୀର ରୂପ ଲାବଣ୍ୟକୁ କରିଥିବ ଯିଏ ଚୋରି ସଲଜ୍ଜ ନୟନେ କଟାକ୍ଷ ଚାହାଣୀ ହୃଦୟକୁ ଦବ ମାରି ମଧୁଝରା ତା’ର ସ୍ମିତହସ ପୁଣି ମନକୁ କରିବ ଗୁଣି ରୂପସୌନ୍ଦର୍ଯ୍ୟକୁ ଦର୍ଶନ କରିଣ ନୟନ ମୋ ହବ ଋଣୀ ।। କଥନ ଭଙ୍ଗୀରୁ ଝରାଇବ ମଧୁ ସତେ କୋକିଳର କୁହୁତାନ ସରୋଜିନୀ ମୁଖେ ଔଜଲ୍ୟର ଆଭା ମୋହିବ
Read More
87 total views
*କିଛି କଥା ଥିଲା* (କବିତା)🌻🌹 ଥିଲା କିଛି କଥା ପୁଣି କହିବାକୁ ସାଥୀ ସରିଗଲା ପ୍ରେମ ଆମ ମରିଗଲା ପ୍ରୀତି କଳାମେଘ ସାଥେ ଆଣେ ଅଦିନର ଝଡ ଭାଙ୍ଗିଦେଇ ଯାଏ ମୋର ସପନର ନୀଡ ।। ହୃଦୟକୁ ଜାଳିଦେଇ ଚାଲିଯାଏ ପ୍ରିୟା ବୁକୁତଳେ ଜଳୁଥାଏ ଅହରହ ନିଆଁ ଅମାନିଆ ଲୁହବୁନ୍ଦା ଝରୁଥାଏ ସଦା ପ୍ରେମର କାହାଣୀ ଆମ ରହିଗଲା
Read More
167 total views
*ଝରକା ସେ ପାଖରେ* (କବିତା)🌹🌻 ଝରକା ଏ ପାଖେ ମୁଁ ଓ ସେପାଖେ ପୂର୍ଣ୍ଣମୀର ଇନ୍ଦୁ ଜ୍ୟୋତ୍ସାବିଧୌତ ଏ ସମଗ୍ର ଧରଣୀ ଚାନ୍ଦିନୀର ଛୁଆଁରେ ଭାବବିହ୍ୱଳିତ ଓ ମଗ୍ନ ଚକୋରିଟିର ଚାନ୍ଦ ଲାଗି ଅନନ୍ତ ପ୍ରତୀକ୍ଷା ପରି ଏ ମନ ଆଜି କାହା ପ୍ରତୀକ୍ଷାରେ ହୁଏ ବ୍ୟଗ୍ର ।। ମାନସପଟରେ ଉଜ୍ଜୀବିତ ହୁଏ ଅତୀତର ସ୍ମୃତିମାଳା କଳ୍ପନା ଜଗତେ
Read More
433 total views
*ଭସାମେଘ* (କବିତା)🌻🌹🌼 (୧) ଦୂର ଆକାଶର ଭସାମେଘ ତୁ ଲୋ ବରଷିଗଲୁ ମୋ ଜୀବନେ ଆସି ହୃଦୟ ରାଇଜେ ଘରଟେ ତୋଳିଲୁ ମନ ପୁରିଗଲେ ଯାଉରେ ଋଷି ।। (୨) ଅଦିନ ମେଘ ତୁ ପିପାସୀ ମାଟି ମୁଁ ଝରି ତୁ ଯାଆଲୋ ସରଗ ପରୀ ତୋ ପ୍ରେମ ସ୍ପର୍ଶରେ ପାଇବି ଜୀବନ ତୁମ ବିନା ସାଥୀ ଯିବି
Read More
634 total views, 1 views today
Posts navigation