ମୋର ଭୁଲ୍ କ’ଣ ******************** ନ ଅରୀ ନାରୀ ପ୍ରିୟ ଯେ ସବୁରି, ତଥାପି କାହିଁକି ଏ ମଣିଷ ଜାତି ସାଜୁଛି ମୋର ବଇରୀ । ମାତା ଗର୍ଭେ ହେବା ଦିନଠୁ ସଞ୍ଚାର ମନ ଦୁଃଖ ଯେ ସବୁରି, ଶାଶୁଘର ତାର ଶତୃ ପାଲଟିଲେ ସ୍ଵାମୀ ଦିଏ ପର କରି । ପରିବାର ମଧ୍ୟେ ପାତର ଅନ୍ତର ଶିକ୍ଷା
Read More
27 total views
ସାଂମ୍ପ୍ରତିକ ସମୟ✍️ ******************** ସମୟ ବଦଳିଛି ବଦଳିଛି ମନ ସଂସ୍କାର ଚୁଲିକି ଗଲା ମୋବାଇଲ୍ ଦିନ । ମାନବିକତା ଠାରୁ ଅନେକ ଦୂରରେ ଅବାସ୍ତବ ଦୁନିଆରେ ବିଚରଣ କରେ । ବାପା ମାଆ ପରିବାର ସବୁ ହେଲା ପର ସମ୍ପର୍କ ବୁଝୁଛି କିଏ ମୋବାଇଲ୍ ନିଜର । ଫେସବୁକ,ଇନ୍ଷ୍ଟାଗ୍ରାମ ଟୁଇଟର ପାଇଁ, ଖାଇବାକୁ କାହାର ମନେ ପଡୁନାହିଁ ।
Read More
20 total views, 2 views today
ଯେବେ ତମେ ଆସ ************* ଯେବେ ତମେ ଆସ ଆକାଶ ଛାତିରେ ବାଦଲ ଓଢଣି ଟାଣି, ଦୂର ପାହାଡରେ ନୃତ୍ୟରତା କେକୀ ତୁମ ଆଗମନ ଜାଣି । ନିଗାଡିଲେ ତମେ ଆଖିରୁ ତମର ଟୋପା ଟୋପା ବର୍ଷା ପାଣି, ଅତୀତ ବୋଇତେ ଭାସି ଯାଏ ମନ ପିଲା ଦିନ ଆଡେ ପୁଣି। କାଗଜର ଡଙ୍ଗା ଓଳଛିଆ ପାଣି ବେଙ୍ଗ
Read More
22 total views
ଅସରା ପଥ ************* କାହିଁ କେତେଦୂର ଲମ୍ବିଛି ଏ ପଥ କାହାକୁ ବା ଅଛି ଜଣା, କେବେ ପାଇଥାଏ ବାଟୋଇ ତା ବାଟ କେବେ ହୁଏ ବାଟବଣା । ଖାଲଢିପ କଚ୍ଚା ଉଠାଣି ଗଡାଣି କେବେ ପାଦ ପଡ଼େ ଝୁଣ୍ଟି , ଥକିଗଲେ ଥରେ ଚାଲି ପାରିବୁନି ଚାଲିବା ସଳଖି ଅଣ୍ଟି । ଆଗରେ କୁହୁଡି ସମସ୍ୟା ପାହାଡ଼
Read More
28 total views, 1 views today
ଅଦୃଶ୍ୟର ଇଙ୍ଗିତ✍️ ****************** ଜୀବନର ଡୋରି ହାତରେ ଧରି, ସଭିଙ୍କୁ ନଚାଏ କଣ୍ଢେଇ ପରି । ତା ଇଙ୍ଗିତରେ ଚାଲେ ଜଗତ, ଦେଖିହୁଏ ନାହିଁ ଥାଏ ସର୍ବତ୍ର । କର୍ମ ଦେଖିଣ ସେ ଦିଅଇ ଫଳ, ବୁଡାଏ କାହାକୁ କାହାକୁ ଦେଖାଏ କୂଳ । ଦିନ,ରାତି ସବୁ ତାହାର ସୃଷ୍ଟି, ଖରା,ଶୀତ ବାୟୁ ଫଗୁଣ,ବୃଷ୍ଟି । ସଭିଏଁ କହନ୍ତି
Read More
27 total views
ଭିନ୍ନ ଏକ ସାଥୀ *************** ଉଷା ଆଗମନ ପ୍ରଥମ ସଂଦେଶ କହି ସବୁରି କାନରେ, ଅଳସକୁ ଛାଡି କର୍ମେ ଚଳିବାକୁ ଚଞ୍ଚଳତା ଦିଏ ମନରେ । ଶୁଣିଥିଲି ଦିନେ ଜେଜେମା ପାଖରୁ ଚିଠି ଦିଆନିଆ କରୁ, ସେ କାଳେ ନଥିଲା ଡାକର ବ୍ୟବସ୍ଥା ଡାକବାଲା କାର୍ଯ୍ୟ କରୁ । ନୁଆଁଣିଆ ଚାଳ ଘର ମଥାଣରେ କା କା ଡାକଦେଲେ
Read More
26 total views
ଆଲୋକର ଠିକଣା ✍️ *************** ଅନ୍ଧକାର ଦୂରକରେ ଭରିଦିଏ ପୁଲକତା । ଆଣିଦିଏ ନୂତନତା ସମ୍ଭାବନା ଉଜ୍ଜ୍ୱଳତା ନାଆଁ ମୋର ଆଲୋକ ମୁଁ ରୂପରେ ମୋ ଅନେକତା ଡିବି,ଲଣ୍ଠନ ମୁଁ ଦୀପ ବଲ୍ ,ଟିଣା ,ଟର୍ଚ ଧୂପ ବିଦ୍ୟୁତ୍ ମୁଁ ଦିଆସିଲି ଜଳି ହସେ ଖିଲି ଖିଲି ନାଆଁ ମୋର ଆଲୋକ ମୁଁ କରେ ଝିଲିମିଲି । ସମସ୍ତଙ୍କ
Read More
33 total views, 2 views today
ସମୟ ଚକ୍ର ************* ଇସାରାରେ ତୋର ଚାଲେ ଏ ଜଗତ ସମସ୍ତେ ତୋହର ଦାସ, କୀଟ ଠାରୁ ବ୍ରହ୍ମ ଦେବତା ବି ନିଜେ ହୁଅନ୍ତି ତୋହର ବସ । ତୋର ଚକତଳେ ବୟସ ସହିତ ଧୀରେ ଧୀରେ ଘୁରିଗଲି, ଶୈଶବ କୈଶୋର ଯୌବନକୁ ଡେଇଁ ବୃଦ୍ଧାବସ୍ଥା ପ୍ରାପ୍ତ ହେଲି । ଆପଣାରେ ଯେତେ ପର କରିଦେଲେ ଭାବିଣ ମତେ
Read More
29 total views
ଚାଷ ଅଛି ଯାହାର ମୁଣ୍ଡ ଝାଳକୁ ତୁଣ୍ଡରେ ମାରି କ୍ଷେତରେ ଫଳାଏ ଧାନ, ସୁନାଫସଲ ଦେଖିଲେକ୍ଷେତେ ଆନନ୍ଦ ହୁଏ ମନ । ସକାଳୁ ଉଠି ପଖାଳ ଖାଇ ହଳ ଲଙ୍ଗଳ ଧରି, କଷ୍ଟରେ କେତେ ଉପୁଜାଇଛି ମନ ତା ଉଠେ ପୁରି । ବରଷା ଗଲା ଶୀତ ଆସିଲା ଆସିଲା ମାର୍ଗଶିର, ଫସଲ ରୂପେ ସ୍ଵୟଂ କମଳା ବିଜେ
Read More
29 total views
ଆମେ ଓଡ଼ିଆ **************** ଓଡ଼ିଆ ବୋଲି ଗରବ କରି ଚାଲରେ ଫୁଲାଇ ଛାତି, ଭାରତ ନୁହେଁ ସାରା ବିଶ୍ଵରେ ପ୍ରସିଦ୍ଧି ଆମ ସଂସ୍କୃତି । କଳା, ଭାସ୍କର୍ଯ୍ୟ ଉତ୍କର୍ଷ ତାର ପରମ୍ପରା ମହିୟାନ, ଭାଷାଟି ତାର କେଡେ ମଧୂର କର ତା ଜୟଗାନ । ଓଡ଼ିଆ ପୁଅ ଲଢୁଆ ଭାରି ବୀର ମଉଡ ମଣୀ, ସଜବାଜରେ, ସ୍ନେହପ୍ରେମରେ ଭରା
Read More
32 total views
କିଛି କଥା ହୃଦୟର ହୃଦୟରେ ତାକୁ ସାଇତି ରଖ ଯିଏ ତମକୁ ନିଜଠୃ ଅଧିକ ଭଲପାଏ । ସମ୍ମାନ ତାକୁ ଦିଅ ,ଯିଏ ତମ ସମ୍ମାନ ପାଇଁ ଦୁନିଆ ସହିତ ଲଢିପାରେ । ତା ଠାରୁ ଦୂରରେ ରୁହ, ଯିଏ ତମ କଥା ଭାବେ ନାହିଁ। ତାର ସବୁ ଭୁଲ୍ କୁ କ୍ଷମା କର, ଯିଏ ତମ
Read More
88 total views